Tuma othare thila ... || Ranjan Gaan ||

preview_player
Показать описание
Song : Tuma othare thila dine mora naa ...
Album : Mana Khojuthae Priyatama (2002)
Singer : Ranjan Gaan
Lyrics & Music : Ranjan Gaan
Producer : Ranjan Gaan, DHRUVTARA CREATIONS, Jagatsinghpur, Odisha - 754103
Date and Year of Release : 30 January 2002
Рекомендации по теме
Комментарии
Автор

Kichi samaya ପୂର୍ବ ରୁ ଗାଉଥିଲି ଏ ଗୀତ love you ranjan bhai ❤❤❤❤

MK_Rabi_
Автор

ଏହି ଗୀତ ଟିକୁ ମୁଁ ସେଷଥର ପାଇଁଁ ୨୦୦୭ ମସିହାରେ ସୁଣିଥିଲି ଆଜି ୧୭ ବର୍ଷ ପରେ ସୁଣୁଛି ମୋର ପିଲା ଦିନ କଥା ମନେ ପଡ଼ିଗଲା ସେଥିପାଇଁ ରଞ୍ଜନ ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଏପରି ଏକ ସୁନ୍ଦର ମନ ଲୋହିତ ସଂଗୀତ ଲୋକଲୋଚନକୁ ଆଣିବା ପାଇଁ

Helping_Boy_Muna
Автор

ଏ ଗୀତ ଶୁଣି ମୁଁ କେତେ ଦିନ କେତେ ରାତି କାଟି ଦେଇଛି 😢😢

jagannathdwibedi
Автор

Sir I’m big fan I don’t understand this language (Hindi only) but still love your voice

richadikshit
Автор

ଭାଇ, ଆପଣଙ୍କ ନୂଆ ଗୀତ କୁ ଅପେକ୍ଷା କରି କରି ଆମ ବୟସ ସରି ଗଲା, ଏତେ ହୃଦୟ ସ୍ପର୍ଶୀ କଣ୍ଠ ଓ ସଂରଚନା

prabirjena
Автор

ଏମିତି କେଉଁ ଦିନ ନାହିଁ ଯେ ମୁଁ ଆପଣ ଙ୍କ ଗୀତ ଶୁଣିନି. 👍🏻🌿🤗❤️ Love You ♥️ Ranjan Bhai 🥰

itssangramvlogs
Автор

ମୁଁ ଆଜି ଭି ଏ ଗୀତ ଟିକୁ ଶୁଣେ ଆଉ ବହୁତ ଭଲ ଭି ଲାଗେ... Ranjan Bhai nyc ur voice👌🏽👌🏽

lijaranijena
Автор

Life re kichhi song thaa jahaki life sahit jodi hei jaa ❤ respect always R

aratigolekha
Автор

Ranjan bhai ehi Gita ra part 2 ana jemiti odisha re viral haba🔥🔥👊 samasta nka heart ❤️ chuinla bhali /puni feri asiba 2002 kichhi nua rupare

allinonepkodia
Автор

The era when these Odia songs compete with bollywood songs ❤❤❤

ipsitasahoo
Автор

Ranjan bhai market jhuruchi tumaku jaldi market ku aasa 👍 god bless you brother

Badboylipun-df
Автор

Ranjan bhai tume odisha bashi nku kandaiba pai aashicha😢❤❤❤

srabandakua
Автор

Thank you bro munh kichi Varsha pore a song sunuchi

KrishnaRaokalyaniKrishnaRaokal
Автор

ସରି ରଞ୍ଜନ ଭାଇ ଏ ଗୀତ 2002 ରୁ ଆସିଲାଣି ମୁଁ କିନ୍ତୁ 2012 ରେ ଶୁଣିଲି, କିନ୍ତୁ 2012 ରୁ ଶୀତ ଦିନ ଆସିଲେ ମୋ ଫୋନ ରେ ପୁରା ready ହେଇକି ଥାଏ । winter season ସାରା ଶୁଣେ ।

debasisrout
Автор

Ranjan Gaan bhai nka gita ra Feelings Kichhi Alaga ❤

satyaranjan
Автор

ଆପଣଙ୍କ voice ରେ ଏବେ ଗୋଟେ ଗୀତ ଆମେ ଚାହୁଁଛୁ ରଞ୍ଜନ ଭାଇ ❤❤❤

Deepakdeep
Автор

Odia industry tumaku chinhi parile nahi, and your magical voice
Make a comeback with new song like this, we are eagerly waiting

batmann
Автор

ଏଈ ଗାୟକ ଙ୍କର ହନୁମାନ ଚାଳିଶା କେତେ ଜଣ ଶୁଣିଛନ୍ତି ?

hpmishra
Автор

ପିଲା ବେଳ କଥା ମନେ ପଡିଯାଉଛି ଏହି ଗୀତ ଶୁଣିଲେ 😢

NSTAR
Автор

ଯେତେ ଥର ଶୁଣିଲେ ସେତେ ଥର ଶୁଣିବାକୁ ଇଛା ହଉଛି I love this song❤
ଯେତେ କହିଲେ ଏ ଗୀତ ବିଷୟ ରେ ସେତେ କମ୍ ହେବ ❤💔😘

swadhinsamal