To Premare Thila Kete Chhalana | Full Video | Udit Narayan | Bibhuti Swain | Pabitra Entertainment

preview_player
Показать описание
♥ PABITRA ENTERTAINMENT Brings You An Evergreen Odia Sad Romantic Video Song "To Premare Thila Kete Chhalana". This Sad Romantic Song is Sung By Udit Narayan, Lyrics is Written By Bibhuti Swain, Music Direction By Chandan Kumar.

♥ Please Like, Share, Comment if You Enjoy This Song
♥ To Subscribe Our Channel Click Here - @PABITRAAENTERTAINMENT

♥II To Premare Thila Kete Chhalana II♥
♥II Sad Romantic Odia Song II♥
♥II Stay Connected With Us And Enjoy II♥

♥II Song Credits II♥
♥ Album: PE8323 - To Premare Thila Kete Chhalana (To Manaku Pachar)
♥ Singer: Udit Narayan
♥ Lyrics: Bibhuti Swain
♥ Music: Chandan Kumar
♥ Produced By: Pabitra Entertainment
♥ Design By: Ashirbad Swain
♥ Description, Upload & Published By: Somnath Mohapatra

#pabitraentertainment #topremarethilaketechhalana #uditnarayan #fullvideo #topremarethilachhalana #sadromanticsong #uditnarayanodiasong #newodiasong #odiasadsong #sadsong #sadromanticsong #uditnarayanodiaosong #uditnarayanalbumsong #uditnarayansongs #odialbumsong

♥II Listen & Enjoy this Track On II♥

♪ Enjoy and stay connected with us!! ♪
♥ Whatsapp Us:+91 9937173456/+919437273456
♥ Phone: 0671 2973456 / 0671 2430595

♥♥ All Copyright Of The Content Belongs To Pabitra Entertainment, Any Misuse, Reuse, Re Upload, And Unauthorized Use Of The Content May Subject To Copyright Claim Against The Third Party ♥♥
Рекомендации по теме
Комментарии
Автор

Close your eyes👀 & feel the sweetest🥀❤ voice of Udit Narayan ji. 🌹

akshayabal
Автор

ଯେଉଁମାନେ ଏହି ହୃଦୟସ୍ପର୍ଶୀ ଗୀତଟି ❤️🔥 ୨୦୨୪ ମସିହାରେ ଶୁଣୁଛ ...👍ସତରେ କେଡେ ସୁନ୍ଦର ଗୀତଟେ ।।।। heart touching Song ❣️ Always awesome 👍🥳

Madhaba_Dora
Автор

କେତେ ଦିନ ପରେ(୨୦୨୩) ଏ ଗିତ ଟି ଶୁଣିଲି ଶୁଇ ରହି ଥିବା ରୁମ ଗୁଡାକ ପୁଣି ଥରେ ଟାଙ୍କୁରି ଉଥିଲା😔

bipinmenduli
Автор

ଏ ଗୀତ ରେ ସତ୍ୟତା ଅଛି 😢 ସତ ରେ ଆଜି କାଲି ର ପ୍ରେମ ରେ ଏମିତି ହିଁ ହଉଛି

biswaranjannayak
Автор

ଏଇ ଗୀତ କାହାକୁ କାହାକୁ ବେଶୀ ଭଲ ଲାଗେ ଗୋଟେ like ହେଇଯାଉ ସାଙ୍ଗମାନେ ❤❤...

Sonali.bindu_vlogs
Автор

ଏଇ ଗୀତ ସୁଣିଲା ପରେ ଅତୀତ ର ସେଇ ଦିନ ଗୁଡ଼ିକ ଆଜି ପୁଣି ଥରେ ସତେଜ ହୋଇ ଉଠିଲା...ସତରେ କଣ ଥିଲା ସେ ଦିନ ଗୁଡ଼ିକ।

ashoksethi
Автор

ଭାଇ ଗୀତ ପୁରା ମନ କୁ ଛୁଇଁ ଦେଉଚି ❤️❤️ ସେଇ ସମୟରେ ଥିଲା ଆଉ ଏବେ ବି ମୁଁ ଖୁବ୍ ମନ ଦେଇ ପ୍ରାଣ ଦେଇ ଶୁଣିଛି 😘😘

amalghadei
Автор

କିଛି ମଧୁର ସ୍ମୃତି ଯାହାକୁ ଆମେ ଆମ ଜୀବନରେ କେବେବି ଭୁଲି ପାରିବୁ ନାହିଁ, କିନ୍ତୁ କିଛି ସମୟ ଆମେ ଆମର କିଛି ଖରାପ ସ୍ମୃତି ଭୁଲିଯିବାକୁ ଚେଷ୍ଟା କରୁ | କିନ୍ତୁ ଆମେ ଏହି ଜିନିଷଗୁଡ଼ିକୁ ଆମ ମନରୁ ବିଲୋପ କରିପାରିବୁ ନାହିଁ | ଏହା ହେଉଛି ଜୀବନ। "କବି ଖୁସୀ କାବି ଗାମ" 😭 (ଅନନ୍ତ) 😭

doraananta
Автор

ଅପେକ୍ଷା ସେହି
ଭଲପାଇବା ର ଶେଷ କବାଟ
ଯୋଉ ଭଲପାଇବା ଜୀବନରେ ଥରେ ହୁଏ ସାରାଜୀବନ ପାଇଁ
Lets a smile if you are lost your love.... forever....🖤

sonashok
Автор

୨୦୨୧ ରେ କୋଉ ମାନେ ଏହି ଗୀତ ଶୁଣି ଲ।
ଗୋଟେ ହିଟ୍👍 Old is... Gold❤️

sarthakswain
Автор

କିଏ କିଏ ଏହି ଗୀତ ଶୁଣି ପୁରୁଣା.... ପ୍ରେମ... ଅତିତରେ ମନେ ପଡେ ଏବେ like କର 💞🌹🌹🌹

Hocomedystar
Автор

ସତରେ ସେ ସମୟ ର ଗୀତ ହୃଦୟର ଗଭିରତା କୁ ଆନ୍ଧୋଳିତ କରୁଚି ।ଶୁଣୁ ଶୁଣୁ ଆଖି ଵୁଯି ଟିକେ ଗାଇଦେଲି ଲୁହ😢😢 ଧାରେ ବୋହି ଗଲା। ଆହା କି ସେ ଅମୃତ ମୁହ୍ରୃତ ।

sumedhadas
Автор

2024 re keun Mane ae song sunucha gote like heijau au joumane nija love ku miss karucha😢😢

aratisahu
Автор

ଭାଇ ଏହି ଗୀତ ସୁନିକି କିଏ କିଏ ? ନିଜ ପ୍ରେମିକା କଥା ମାନେ ପଡ଼ିଥିବ ତେବେ like gate hau

Odiaandroid
Автор

ପୁରୁଣା ସ୍ମୃତି ମାନେ ପଡ଼ିଗଲା ; ତୋ ପ୍ରେମ ରେ ଥିଲା କେତେ ଛଳନା ମୋ ଠାରୁ ଆଉ କିଏ ବେଶୀ

anuanusayasamal
Автор

Satare mu bahut dukha paichi hele Marini banchichi sabu dukhaku apanara karineichi nem sarita behera😭😭😭😭😭😭😭😭😭😭😭😭😭😭😭

SaritaBehera-wv
Автор

2024 re bi ei song guda bhari bhala laguchi sunibaku very heart touching song 😢❤

usharanipratihari-
Автор

ଏଇ ଗିତ ଶୁଣିଲା ପରେ ମୋ ଅତୀତ ଵହୂତ ମନେ ପଡୁଛି 😢😢

kirtansahoo
Автор

ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଟି ସେ ସମୟର... ସମସ୍ତଙ୍କ ଅଭିନୟ ଅତି ନିଆରା, ଏଥିସହିତ ଆଶୁତୋଷ ମହାପାତ୍ର ମଧ୍ୟ ଜଣେ ଭଲ ଅତି ସୁନ୍ଦର ନାଟକ

chittaranjansahu
Автор

ତୋ ପ୍ରେମରେ ଥିଲା କେତେ ଛାଳନା wow nice ✨️🖤✨️

justreject