Kanduchi Odia Prana Tumaku Harei | Hey Navin Babu | Purnachandra | Saroj | Satyapriya | Biswaranjan

preview_player
Показать описание
✽II Please Like, Share & Subscribe " Purnachandra Panda Official" II✽

✽II Kanduchi Odia Prana Tumaku Harei II✽
✽II New Odia Sad Song II✽
✽II Presented By Purnachandra Panda Official II✽

✽II Video Credits II✽
✽ Singer : Purnachandra Panda
✽ Producer : Anshita Samal
✽ Music Director : Saroj
✽ Lyrics : Biswaranjan & Satyapriya
✽ Keyboard Programming : Kota Anil
✽ Rythm : Kumar Jitu
✽ DOP : Chiku
✽ Design & Edited By : Ashirbad Swain

♪ Enjoy and stay connected with us!! ♪
✽Contact:9776682010

✽ All Copyright Reserved By Purnachandra Panda Official. Any Misuse, Reuse, Unauthorized Use, Re Upload May Subjected To Copyright Claim & Legal Action Against Third Party ✽

Related Hashtags:-
#Kanduchiodiapranatumakuharei #heynavinbabu #navinpattnaiksong #purnachandrapanda #saroj #biswaranjan #satyapriya #navinpattnaikregegnation #navinpattnaiksadsong #navin2024 #purnachandranavinsong #bjdsong #kanduchiodiapranapurnachandra #Purnachandraodiasong
Рекомендации по теме
Комментарии
Автор

ନବୀନ ବାବୁ ଆପଣ ସବୁବେଳେ କୋଟି କୋଟି ଓଡିଆଙ୍କ ହୃଦୟ ରେ ରହିବେ ❤❤❤❤❤❤❤❤❤❤❤❤❤❤❤❤❤❤

RajeshkumarDixit-wgdh
Автор

ଭାଇରେ ମୋ ଆଖିରେ ଲୁହ ଆସିଗଲା....😭😭😭😭 ମୁଁ ନବୀନ ସାର୍ ଙ୍କୁ ଏତେ ଭଲ ପାଏ ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମ ହ୍ରୁଦୟ ରେ ଆଉ କେଉଁ ମୂଖ୍ୟମନ୍ତ୍ରୀ କୁ ଯାଗା ଦେଇ ପାରିବି ନାହିଁ...ଜୟ ନବୀନ

PR-Pinkureeta..
Автор

ଏ ଗୀତ ନୁହେଁ ନବୀନ ବାବୁ ଙ୍କ ପାଇଁ ଓଡ଼ିଶା ତରଫରୁ ଛୋଟ ଉପହାର ଟିଏ, miss u sir

minatidasminu
Автор

ଆଇଲଭୟୁ ଭାଇ ଏତେ ସୁନ୍ଦର ଗୀତ ଓଡିଶା ବାସିକୁ ଶୁଣାଇ ଥିବାରୁ . miss you Naveen 🐚🐚🐚🐚

sanjaygiri
Автор

ଆମ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେହି ନୁହେଁ 🙏🙏🙏

SudanRana-qx
Автор

ସଙ୍ଗୀତ ମାଧ୍ୟମରେ ଆମ ମହାନାୟକ ସୁଯୋଗ୍ୟ ସନ୍ତାନ ଙ୍କୁ ପୂଜ୍ୟପୂଜାର ସମ୍ମାନ...ସଙ୍ଗୀତ ପାଇଁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅଶେଷ ଧନ୍ୟବାଦ ❤

moanubhuti
Автор

ବହୁତ ସୁନ୍ଦର ଗୀତ ରଚନା.. ‌!!
ଯୁଗ ପରେ ଯୁଗ ଆସିବ ଯିବ
ନବୀନ ପଟ୍ଟନାୟକ ଅମର ଥିବ🙏🏿

kabudas
Автор

ଆମ ଓଡ଼ିଶାର ବିଜୁ ପଟ୍ଟନାୟକଙ୍କ ସାନ ପୁଅ ହେଲା ଏ
ଓଡିଶାର ସମସ୍ତଙ୍କ ବଡ଼ ପୁଅ ❤
ଆମର ଦରକାର ନବୀନ ପଟ୍ଟନାୟକଙ୍କ
ବେଷ୍ଟ୍ CM
ଜୟ ନବୀନ ❤
ଜୟ ଜଗନ୍ନାଥ ❤️❤️❤️❤️❤️❤️♥️♥️♥️♥️

rkscreation
Автор

ନବିନ ଵା‌ବୁ ପରି ଲୋକ ସାତ ଜନ୍ମ ରେ ହୋଇ ପାରିବେ ନାହିଁ।miss you sir

mohanta_cooking_channel
Автор

ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲

fakirmohansahoo
Автор

ବହୁତ ସୁନ୍ଦର ଆଇ ଲଭ୍ ୟୁ ନବୀନ ପଟ୍ଟନାୟକ ❤❤❤

SibaReddy-tf
Автор

ସବୁବେଳେ ଗୋଟିଏ କଥା ମନେ ପଡିଵ, ,,,
ଆପଣ ମାନେ ଖୁସି ତ
miss you NABIN sir...

BhramarbarRout-yuow
Автор

🥲🥲🥲🥲 ଆଜି ବି କହିବି ହେ ନବୀନ ବାବୁ ମୁଁ ତୁମ fan 🙏

nayaksanjib
Автор

ପୁଣି ଥରେ ନବୀନ ପଟ୍ଟନାୟକ ସାର୍ CM ହେଲେ କେମିତି ହୁଅନ୍ତା
Please like comment

J.Biswal
Автор

ନବୀନ ବାବୁ ତୁମକୁ ମୋର କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻ତୁମକୁ ଯେତେ ପ୍ରଶଂସା କଲେ ବି କମ ହେବ ଓଡିଶା ବାସୀଙ୍କ ପାଇଁ କେଉଁ ଭଗବାନ ଠାରୁ ବି ଆପଣ କମ ନୁହନ୍ତି 🙏🏻🙏🏻

rajendrakumarsahooxd
Автор

ନବୀନ ବାବୁ ଆପଣ ହାତ ଗଡା ଓଡିଶା କବେ ଭୁଲି ବନି

babulkumar
Автор

ସେ ଜଣେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଥିଲେ ଆଉ ସଦାସର୍ବଦା ରହିଥିବେ ❤❤🙏🙏🙏🙏🙏🙏

senapatijal
Автор

ଅତି ସୁନ୍ଦର ଓଡ଼ିଶାର ଅଭୁଲା ମୁଖ୍ୟମନ୍ତ୍ରୀ ନବୀନ ବାବୁ

veer
Автор

Really I am very sorry. You are the best chief minister ❤. Salute your best service to our state.

BasantaKumarNayak-ih
Автор

ବହୁତ ସୁନ୍ଦର ଗୀତ ହେଇଚି ଭାଈ I love 💕 you ନବୀନ ପଟ୍ଟନାୟକ

Archananayak