filmov
tv
Naveen Naveen Naveen...Special song for BJD foundation day By Jayashree Dhal & Srimayee Mishra
Показать описание
🔅 Song - Naveen Naveen Naveen...
🔅 Singer - Jayashree Dhal & Shreemayee Mishra
🔅 Lyrics - Omkar Lenka
🔅 Music - Jayashree Dhal
🔅 Banner - Survibration ,7008940396
🔅 Copyrights© By - Survibration
🔅 Music label - Survibration
🔅 More details - 7008940396
#Survibration
#JayashreeDhal
#ShreemayeeMishra
#NewOdiaSong
#NaveenNaveen
ସୁଖ ଆଉ ସମ୍ବୃ ଧୀର ସୂତ୍ର ଧର
ବିକାଶ ଓ ପ୍ରଗତିର କର୍ଣ୍ଣ ଧାର
ଯାହା ପାଇଁ ହସେ ଆମ ମାନ ଚିତ୍ର
ଯାହାଙ୍କର ପିତା ଆମ ଭୂମି ପୁତ୍ର
ହସୁଛି ଓଡ଼ିଆ ହସେ ଓଡ଼ିଆଣି
ସବୁ ଠୁ ଖୁଶି ମୋ ଉତ୍କଳ ଜନନୀ
କରିଯା ଜୟ ଜୟ ..
ନବୀନ ନବୀନ... X 8
ଏମିତି ମଣିଷହାଏ
ଗରୀବର ମନ ନିଏ
ମମତାରେ ବାନ୍ଧି ଦିଏ
ସେ ଜ୍ଞାନୀ , ସେ ମାନି
ସେ ସରଳ ହୃଦୟ ଟିଏ
କୃଷକର ବନ୍ଧୁ ସିଏ ଶ୍ରମିକର ସାଥୀସିଏ
ଉତ୍କଳ ର ମାନି ସିଏ
ସେ ଆମ ଆଖିରେ ସୁଖ ର ସପନ ଟିଏ
ହସୁଛି କୃଷକ ହେଇଚି ବିକାସ
କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ୱାସ
ଶୁଭୁଚି ଜୟ ଗାନ
ନବୀନ ନବୀନ X8
ବିଜୟର ସୁଭ ଶଙ୍ଖ ଆମ ଏ ମାଟିର ଟେକ୍
ହଟେଇ ଲା ଆମ ଦୁଃଖ ସେଶଙ୍ଖ ସେ ଶଙ୍ଖ
ଓଡିଆ ମାଟି ମହକ
ନବୀନଙ୍କ ଶାସନରେ ସୁଖ ଫେରେ ଓଡ଼ିଶାରେ
କୋଟି ଜୀବନ ହସେରେ ତା ସ୍ନେହ ତା ପ୍ରେମ ଅଛି ଆମ ସ୍ପନ୍ଦନରେ
ନାରୀ ପ୍ରଗତିରେ ଓଡ଼ିଶା ଆଗୁଆ
ମା କୁ ସମ୍ମାନ ହସେ ଆମ ଗାଁ କିଣିଛି ଓଡିଆ ମନ
ନବୀନ ନବିନ....
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
✽ Subscribe our Official YouTube Channel -
✽ Like us on Facebook -
LIKE ◆ COMMENT ◆ SHARE ◆ SUBSCRIBE

Комментарии