VK Pandian, close aide of Naveen Patnaik, quits active politics amid BJD's electoral defeat

preview_player
Показать описание
#ରାଜନୀତିରୁ_କାହିଁକି_ସନ୍ନ୍ୟାସ_ନେଲେ_ଭିକେ_ପାଣ୍ଡିଆନ?
ସକ୍ରିୟ ରାଜନୀତିରୁ ଭିକେ ପାଣ୍ଡିଆନ ଅବସର ଘୋଷଣା କରିଛନ୍ତି। ଆଜି ଏନେଇ ଏକ ୪ ମିନିଟ୍ ୨୭ ସେକେଣ୍ଡର ଭିଡିଓ ରିଲିଜ୍ କରି ଏକଥା କହିଛନ୍ତି।
#OdishaPolitics #VKPandian #BJD #OTV

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

ଖାଲି ଅବସର ନେଲେ ହବନି, ରତ୍ନଭଣ୍ଡାର ଚାବି କେଉଁଠି ଅଛି ଦେଇକି ଯା।

adityakumarsahoo
Автор

ଏତେ ବଡ଼ ନେତା ରାଜନୀତି ଛାଡି ଦେଲେ.
Aau ଦୟା କରି ରାଜନୀତି କୁ ferantu ନାହିଁ.

miludash
Автор

ଅବସର ନେବାକଥା ଓଡ଼ିଆରେ କହୁନୁ। ଓଡ଼ିଆରେ କହିଲେ ସବୁ ଓଡ଼ିଶାବସୀ ଜାଣିବେ । ପ୍ରଚାର ବେଳେ ଇଂଲିଶ କହିଲୁନାହିଁ। କାରଣ ସେତେବେଳେ ଲୋକମାନେ English ବୁଝପାରୁ ନଥିଲେ।

adityakumarsahoo
Автор

This should be Naveen Pattnaik... Pandiyan did all the things he could to keep BJD in power while Naveen just sit drink and smoke while his Hand Pandiyan was doing all the good and bad works for him...Think of Naveen Pattnaik as The mad King and Pandiyan was his Tywin Lannister... remember the fall of The mad King started when Tywin left him

bullymaguire
Автор

ସନ୍ନ୍ୟାସୀ ନେବା ବଡ଼ କଥା ନୁହେଁ ଆପଣ ଆପଣଙ୍କର ଭୁଲ ବୁଝି ପାରିଛନ୍ତି ସେଇଟା ହଉଚି ବଡ଼ କଥା । ଆଜି bjd ର ବରିଷ୍ଠ ନେତା ମାନେ bjd ରୁ କାହିଁକି ବାହାରି ଆସିଲେ ସେଇଟା ଆମ ମନରେ ପ୍ରଶ୍ନ ତାପରେ ଆପଣ ଜଉ mp mla ticket ଦେଲେ ଭଲ ଲୋକ ଦେଖିକି ଦବାକଥା, ତାପରେ ପୁରୀ ଶ୍ରୀ ମନ୍ଦିର ରେ ଆପଣଙ୍କୁ ଜଣେ ଗୋ ଭକ୍ଷଣ କରି କୁ ମନ୍ଦିର ଭିତରେ ପ୍ରବେଶ କରିବାର ନଥିଲା, ଏମିତି କିଛି ଭୁଲ ପାଇଁ ଆଜି ଆପଣଙ୍କୁ ସାରା ଓଡ଼ିଶା ଭୁଲ ଦଉଚି

Ashisbehera
Автор

Bjp party re missile. Odisha ra loke khushi ta

dha
Автор

ରାଜନୀତି ଠିକ୍ ସେ ଜାଣିନୁ ଯଦି ରାଜନୀତିରେ ପାଦ ଦେଉଥିଲୁ କାହିଁକି।

adityakumarsahoo