BJP, BJD Face-Off Over Irregularities In KALIA Scheme

preview_player
Показать описание
BJP, BJD Face-Off Over Irregularities In KALIA Scheme

Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.

To stay updated on-the-go,

Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks

You Can WhatsApp Us Your News On- 8480612900

#ArgusNews #PMKisan #KALIA #OdishaGovt #controversy #Farmers #odisha
Рекомендации по теме
Комментарии
Автор

ବିରୋଧୀ ମିଛ କହୁଛନ୍ତି ଓଡ଼ିଶାରେ କାଳିଆ ଯୋଜନାରେ ପଚାଶ ଲକ୍ଷରୁ ଉର୍ଦ୍ଧ ଚାଷୀ କାଳିଆ ଯୋଜନାରୁ ଉପକୃତ ହେଉଛନ୍ତି l

itschinmayeepradhan
Автор

ନବୀନ ବାବୁ 23 ବର୍ଷ ହେଲା ଓଡିଶା ର ବିକାଶ କରିଛନ୍ତି |

rajendrakumarmohantyraja
Автор

କେନ୍ଦ୍ରରେ bjp ସରକାର ଯୋଜନା ନାଁରେ ଲୋକଙ୍କୁ ଭୁଆଁ ବୋଲାଉଛନ୍ତି l କିନ୍ତୁ ରାଜ୍ୟ ସରକାର ପତିଶୃତି ଦେଇ ତାହା ସେ କାର୍ଯ୍ୟ କାରି କରିଛନ୍ତି l

itschinmayeepradhan
Автор

ରାଜ୍ୟ ରେ PMକିଷାନ୍ ଯୋଜନା ର ବାଟମାରଣା ଦୁର୍ନୀତି ହୋଇଛି।ଯେତକ ବିରୋଧୀ BJP ଦଳର କୁଜିନେତା ମାନେ ନିଜର ଆଉ ନିଜ ସମ୍ପର୍କୀୟ ମାନଙ୍କ ନାମ ରେ ପଞ୍ଜିକରଣ କରିନେଇଛନ୍ତି।

JharanaraniPatra-kovr
Автор

କାଳିଆ ସହାୟତା ପାଉଥିବା ବେଳେ pmkisan 14ତମ କିସ୍ତି ଦେଉଥିବା ବେଳେ ମୁଁ ଗୋଟେ ହେଲେ କିସ୍ତି ପାଇ ନାହିଁ, ଓଡ଼ିଶା ସରକାର ଲିଷ୍ଟ ଦେଲେ ସିନା ପାଇ ପାରିବ

satyanaik
Автор

ଓଡିଶା ସରକାର ବାରମ୍ବାର କେନ୍ଦ୍ର ଉପରେ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ଆସିଥିବା ବେଳେ ମୋଦି କାହିଁକି ଶୁଣୁ ନାହାନ୍ତି!

kartik-igcs
Автор

ଆଜକୁ ପାଞ୍ଚ ବର୍ଷ ଧରି କାଳିଆ ଯୋଜନାରୁ କିସ୍ତି ଅନୁସାରେ ବ୍ୟାଙ୍କ ଖାତାରେ ଜମା ହେଉଛି l କାହିଁକି ରାଜ୍ୟ ସରକାରଙ୍କ ନାଁରେ ମିଛ କହୁଛ l

itschinmayeepradhan
Автор

ରାଜ୍ୟ ସରକାର ଙ୍କ କାଳିଆ ଯୋଜନା ଦ୍ଵାରା ହିତାଧୀକାରୀ ମାନେ ବହୁତ ଉପକୃତ ହେଉଛନ୍ତି, ସେଥିପାଇଁ ସେମାନେ କାଳିଆ ଯୋଜନା କୁ ପସନ୍ଦ କରୁଛନ୍ତି ।

JharanaraniPatra-kovr
Автор

Agrus ପାଗଳ ହୋଇଗଲାଣି 3 ବର୍ଷ ତଳ ଖବରକୁ ପୁଣିଥରେ TRP ପାଇଁ ପ୍ରକାଶିତ କରୁଛନ୍ତି। ଯାହା ସଚେତନ ନାଗରିକ ପାଇଁ

sanjukta_sethi
Автор

ବିଜେପି ରାଜ୍ୟ ପାଇଁ କିଛି କରିନି ବରଂ ଲୁଟିଛି ବହୁତ ସେଥିରେ ପୁଣି କଥା ବଡ଼ ବଡ଼ |

prativadey
Автор

କାଈ କି କାଳୀ ହା ଜଜନା ଏବଂ ପିଏମ୍ କିସାନ୍ କେବେଠାରୁ ମତେ ମିଳିବ ଜଳଦିକୁହତୁ

odishatravelvlogs-bczc
Автор

କାଳିଆ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିରୋଧୀ ବିଜେପି ଏତେ ବ୍ୟସ୍ତ କାହିଁକି, ବିଜେପି ସରକାର କାଳିଆ ଟଙ୍କା ଚାଷୀମାନଙ୍କୁ ଦେବେ ମନେ ହଉଛି।

sujaypatra
Автор

ନବୀନ ବାବୁ ଯାହା କହିଛନ୍ତି ଲୋକ ମାନଙ୍କ ପାଇଁ ସବୁ କିଛି କରିଛନ୍ତି |

rajendrakumarmohantyraja
Автор

ଅର୍ଗୁସ ନିୟୁଜ ବିଜେପି ର ସେ ବିଜେପି ପ୍ରଚାର କରିବାନିତ ଆଉ କଣ ଓଡିଶା ସରକାର ଙ୍କ ପ୍ରଚାର କରିବ!

kartik-igcs
Автор

ବିରୋଧୀ ଦଳର ନେତା ମାନଙ୍କର ଆଉ କୋୖଣସି ରାସ୍ତା ନାହିଁ l ସେଥିପାଇଁ ଏଭଳି ଅବ lନ୍ତର କଥା ଖିଚାଲିଛନ୍ତି l

itschinmayeepradhan
Автор

ଯଦି ରାଜ୍ୟ ସରକାର କାଳିଆ ଟଙ୍କା ଚାଷୀମାନଙ୍କୁ ଦେଉନାହାନ୍ତି ତାହେଲେ କେମିତି ଚାଷୀମାନେ ଏତେ ବର୍ଷ ଧରି ଉପକୃତ ହେଉଛନ୍ତି, ଏହା କଣ ବିଜେପିକୁ ଜଣା ନାହିଁ।

sujaypatra
Автор

ଏ ସଳା ନବିନ ଭୋଟ ଆସିଲେ ଭୁମିହିନକୁ ବି ଦେଇଦବ ଭୋଟସରିଲେ ସରିଲା

Singh
Автор

ସୁର ବାବୁ ଆପଣ କିଛି ଦିନ ପୂର୍ବରୁ ନବୀନ ବାବୁଙ୍କୁ ବାଃ ବାଃ କହୁଥିଲେ ଏଵଂ BJD ସରକାର ଓ ପାଣ୍ଡିଆନ ବାବୁଙ୍କ କାର୍ଯ୍ୟ କୁ ତାରିପ କରୁଥିଲେ ଏବେ ପୁଣି ବିରୋଧରେ ସ୍ମାକୋଚନା କରୁଛନ୍ତି l

itschinmayeepradhan
Автор

ଚାଷୀମାନଙ୍କ ପାଇଁ ସବୁବେଳେ କେନ୍ଦ୍ରସରକାର ଉଚିତ ପଦକ୍ଷେପ ନେଉନାହିଁ ଏବଂ ଅବହେଳା କରୁଛନ୍ତି କେନ୍ଦ୍ରସରକାର ।

JharanaraniPatra-kovr
Автор

ବିଜେପି ସରକାର ଚାଷୀ ବିରୋଧୀ ସରକାର ବୋଲି ତାହା କୃଷି ବିଲ ରୁ ପ୍ରମାଣିତ ହୋଇ ସାରିଛି!

kartik-igcs