Rajayoga | 25th July 2024 | Episodic Promo-213 | Tarang TV | Tarang Plus

preview_player
Показать описание
ଦେଖନ୍ତୁ "ରାଜଯୋଗ" ଆଜି ରାତି 9.30, ତରଙ୍ଗ ଓ ତରଙ୍ଗ ପ୍ଲସରେ...
#Rajayoga #Promo #TarangTV #tarangplus

►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

Ei ରୀଶବ୍ କୁ ଠିକ୍ ହେଇଚି😂😂ତୁ ମାରୁନୁ ଲୋ ଅଦିତି ଆଉ ରିୟା ନିଜ ଭାଇ ଭାଉଜକୁ ଚିହ୍ନିପରୁନ😢😢ଆୟନ୍ ଦିଆ ଯଦି ଘର ଛାଡିକିଁ ପଳାତେ ଭଲ ହୁଅନ୍ତା ସବୁବେଳେ ସିଦ୍ ସୀଦ୍ ହଉଚ ସେଇ ସିଡ୍ ହି ବଳ ବନ୍ତ ରାୟ ପରିବାରକୁ ନଷ୍ଟ କରିଦେବ😢😢

RahulKumardalei-qp
Автор

ଏ promo ଦେଖି ମୋତେ ତ ବହୁତ ଖୁସି ଲାଗୁଛି😆😆ମୁଁ ତ ଖାଲି ଅପେକ୍ଷା କରିଛି କୋଉଦିନ ଏ ରିୟା ପୋଡ଼ାମୁହିଁ ମାଡ଼ ଖାଇବ ସେଇଦିନ ବହୁତ ମଜା ହବ🤣🤣

Endlesslove
Автор

Ayan bhai pura bhola karu6o very nice bhai❤❤recav ku bhola jhaba miligala abetu samoston ku jabhav deba 👍👍

jamdadas
Автор

Thik heichi e kukura risab joithi khaiba ସେଇଠି ହାତ ଉଠେଇବ ଆରେ ଆୟନ୍ ପାଇଁ 👍👍👍💯💯

gitarani
Автор

E serial re dely fight houchi.. dekhibaku entress laguchi..

ArjunBasket
Автор

ଆରେ ଏ ରିସବ୍ ଶଶୁର ଘରେ ପଡ଼ି ରହିକି ଶଶୁର ଧନ ରେ ଚଳିକି ଭାରି ଘମଣ୍ଡ ନିତି କଢ଼ୁଛି 😡😡ଭଲ ହେଇଚି ଏ ଆର୍ୟାନ ସେ ରିସବ୍ କୁ ମାରିଛି 👍 ହେଲେ କଣ ହବ ତଥାପି ଏମାନେ ସବୁ ଦିୟା❤ ଆର୍ୟାନ୍ ଙ୍କୁ ପୁଣି ଭୁଲ୍ ବୁଝିବେ😒😒 ... ନା କଣ କହୁଛ ସାଙ୍ଗ ମାନେ ଠିକ୍ କହିଲି ତ 👍👍👍

Odia_Jhia_Puja
Автор

Wow ayaan bhai super au 2 ta dia besi gote heuchi sasu katha re majhire asiba ra yeh risab ra abhyaas heigalani bodhe 👊🤛🤜👋😅😅

DreamGirl-Princess
Автор

ଏ ମାଗିଖିଆ ରିସବ ତ ପଡ଼ିକି ରହୁଛି ଶଶୁର ପଇସାରେ ଖାଉଛି😡ସେଥିରେ ପୁଣି ଏତେ ମୁହଁ କାହାକୁ ରାଗ ଆସୁଛି 😡👍🏻ରିସବ ପଡ଼ିକି ରହିଛି ଶଶୁରଘରୁ ସମ୍ପତ୍ତି ନବ😂ତତେ ସିଡ଼୍ ଦବଯେ ହେଇଛି😂

Shree_
Автор

ରିୟା ଆଉ ଅଦିତି ସବୁବେଳେ ସ୍ବାମୀ ସ୍ବାମୀ ହଉଚ ତମର ସେଇ ସ୍ବାମୀ ତମକୁ ଠିକ୍ କରିବେ😂😂😂 ଆୟାନ ଦିଆ ସେତେବେଳେକୁ ତମ ପକରେ ନଥିବେ 😢 ସେତେବେଳ ତମେ ବହୁତ୍ ପସ୍ତେଇବ😅

RahulKumardalei-qp
Автор

ଏହାକୁ ଦେଖିବା ଦ୍ଵାରା ମନରେ ହିଂସ୍ର ଭାବନା ସୃଷ୍ଟି ହେଉଛି 🥺

Mitaleeps
Автор

ଠିକ୍ ହେଇଛି ଏ ରିସବ କୁ 😂😂😂😡😡😡ଏ ରିଆ ଓ ଅଦିତି ଉପରେ କାହାକୁ ରାଗ ଆସୁଛି 👍😡😡😡👍

sayankumarpradhan
Автор

Serial emiti karajiba drkr jemiti good message miluthiba society ku dunia re ta negativity variki achhi 🙏🏻🙏🏻🙏🏻🙏🏻🙏🏻

kamalinipradhan
Автор

Super amiti haba darkar 👌👌 diya ayana sabu bele jitiba darakar

subhadranayak
Автор

Ayana Bhai bhalo karichha tame mariki 👍👍A Riya bi bhalo nai Diya ku apate sepate kahuchhi

abitachhinchani
Автор

Sanskar ra paribar 💯award goes to Raja joga 😅😂

Surya
Автор

ଏମାନେ ଦିୟା ଆୟନ୍ ଙ୍କ ପଛରେ ପୁରା ଜୋକ ପରି ଲାଗି ପଡ଼ିଛନ୍ତି 😡👍🏻ରିସବ ମାଗିଖିଆ ଉପରୁ କାହାକୁ ରାଗ ଆସୁଛି ଲାଇକ୍ କର👍ଆୟନ୍ ମାରିକି ମୁହଁ ଫଟେଇବାର ଥିଲା😂

Shree_
Автор

Thik heichi risab ku taku emiti kn ahuri darkar besi hauchhi se😡😡😡😡

utkalikasahoo
Автор

Bhala heichi...Ayan Bhai good 👍👍👏👏👏💃🕺🕺💃

mrchandankumarsamal
Автор

Aditi ku nihati gote jabuta dabara thila Sona ku aga na pachari besi katha gapuchhi Sia ta Tama age age asile ate katha ketebele kale risb ku thik heichhi Ayan pain gote like diantu please aji episode mast

LijaBiswal-mthv
visit shbcf.ru