filmov
tv
Vision For Odisha No. 1 - Urbanisation 3D - BJD Manifesto

Показать описание
ଆହୁରି ସମୃଦ୍ଧ ହେବ ଆମ ଓଡ଼ିଶା। ରାଜ୍ୟରେ ହେବ ମେଗା ଅର୍ବାନ କ୍ଲଷ୍ଟର, ପୁରୀ ହେବ ଅନ୍ତର୍ଜାତୀୟ ସହର, ଭୁବନେଶ୍ୱର ମେଟ୍ରୋରେ ପୁରୀ ଓ ଖୋର୍ଦ୍ଧାକୁ ଅନ୍ତର୍ଭୁକ୍ତ କରାଯିବ। ସମସ୍ତ ସହରକୁ ଗଡ଼ିବ ଲକ୍ଷ୍ମୀ ବସ୍, ୨୦ଟି ସହରର ଉନ୍ନତିକରଣ ହେବ। ଆମ ଲକ୍ଷ୍ୟ ଓଡ଼ିଶା ନଂ-୧। ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ୍ ଦିଅନ୍ତୁ।
#nabinodisha
#VoteForNabin #VoteForBJD #AmaChinhaSankhaChinha #jodishankha #naveen5tguarantee #voiceforodisha #urbanisation
#nabinodisha
#VoteForNabin #VoteForBJD #AmaChinhaSankhaChinha #jodishankha #naveen5tguarantee #voiceforodisha #urbanisation