Rajayoga | 12th Aug 2024 | Episodic Promo-225 | Tarang TV | Tarang Plus

preview_player
Показать описание
ଦେଖନ୍ତୁ "ରାଜଯୋଗ" ଏଇ ସୋମବାର ରାତି 9.30, ତରଙ୍ଗ ଓ ତରଙ୍ଗ ପ୍ଲସରେ...
#Rajayoga #Promo #TarangTV #tarangplus

►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

ଏତେ ଦିନ ପରେ ଏଇ ବୁଢ଼ା ଜାଣିକି ବାଟ କୁ ଆସିଲା😂😂ଯାହା ହଉ ଆୟନ୍❤ଦିୟା ଙ୍କ କଥାରେ ରାଜି ହେଲା😊🎉 👍🏻👍🏻ଦେଖାଯାଉ ଆଗକୁ ସବୁ କଣ ହଉଛି 😌👍

Puja_
Автор

ଆୟାନ୍ ଆଉ ଦୀୟା ଠିକ୍ କଥା କହିଛନ୍ତି❤ ଏ ଅଦିତି ଉପରେ କାହାକୁ ରାଗ ଆସୁଚି😠ଏକ ରେ ତ ଶାଶୁ ଘରୁ ଆସି ବାପ ଘରେ ପଡି ରହିଛି ସେଥିରେ ବେଶୀ ବଡ଼ ବଡ଼ ଭାଷଣ ମାରୁଚି😅 ଆଉ ଏଇ ରୀୟ ସବୁ ବେଳେ ଖାଲି ସ୍ବାମୀ ସ୍ବାମୀ ହଉଚି😅 କେବଳ ଆୟାନ୍ ଆଉ ଦୀୟା ବଳବନ୍ତ ରାଏ familyku ସଭଳି ଆସିଛନ୍ତି 😢ଆୟାନ୍ ଆଉ ଦୀୟା ପାଇ ଗୋଟେ👍ହଉ

hlnckdb
Автор

ଭଲ ହେଲା ସବୁଆଡୁ ଆଉ ଦିଆ କୁ କେହି କିଛି କହିବେନି ❤😊

manoranjanswain
Автор

Finally Raghunath Babu Aayan Diya ku thik boli Bujhi parile 😊😊

barshatarai
Автор

ଆୟାନ ଦିୟା best ପୁଅ 👌💕❤ ସତରେ ସେ ଦୁଇ ଜଣ ନିଜ ଖୁସି କଥା ନ ଭାବିକି ସବୁ ବେଳେ ପରିବାରର ଖୁସି ଚାଁହାନ୍ତି 😊 ଆୟାନ ଦିୟା ଙ୍କ ସର୍ତ୍ତ ପୁରା ଠିକ 👍👍 ଆଜିର promo କାହା କାହାକୁ ଭଲ ଲାଗିଲା 👍👍👍 କର my fav serial ❤❤

Cuty_reena
Автор

ଆୟନ୍ ଆଉ ଦିଆ ବେଷ୍ଟ୍ ବଡ଼ ପୁଅ ଆଉ ବୋହୂ ❤ ସେମାନେ ଘରର କିଛି ନହେଇ ବି ଘର ପାଇଁ ବହୁତ କିଛି କରୁଛନ୍ତି ଆଉ ସେ ସିଡ ତା କଥା ଆଉ kn କହିବା 😂

Milan_lifestyle_
Автор

ଆୟନ❤ଦିୟା ବେଷ୍ଟ ପୁଅ ବହୂ ଆୟନ💘 ଦିୟା ଙ୍କ ପାଇଁ ଗୋଟେ ଜବରଦସ୍ତ 👍👍କର ଆୟନ❤ଦିୟା ହିଁ ବରୁନ ର memory ଫେରେଇ ଆଣିବେ ଆୟନ 💞ଦିୟା ଙ୍କ ସର୍ତ୍ତ ପୁରା ଠିକ୍ 😊👍

lizapanigrahi
Автор

hey prabhu jaha heu RAGHU uncle sartare raji 🎉🎉🎉

gbejqdk
Автор

Best Jodi and always the best...❤❤❤Aayan bhai and Diya didi ❤❤❤

gbejqdk
Автор

Wow 😳 ki nice 👍🏼 promo dekhiki bahut khusi lagila 😊 kie kie khusi hela like kara. 👍🏼

odiastatus
Автор

ଏବେ ଆସିବା ଅସଲ ମଜା 😂😂😂 ଆୟାନ ଦିୟା ଠିକ୍ ସର୍ତ୍ତ ରଖି ଛନ୍ତି

biswaranjannayak
Автор

Finally aji ra katha suniki dil khus hela agaku kn heuchi 😂😂

s.kirankumariho
Автор

Wowwww😮 super promo good Ayan and diya ❤🎉😊

user_riyabibhu
Автор

So Beautiful serial ❤❤❤ abe jaiki bhala lagilo a serial 😊😊😊😊😊

kalyaninaik
Автор

👏👏👏👏👏👏Ayan Bhai au Diya didi 💃🕺🕺💃💃💃💃💃🕺🕺🕺💃🕺💋💋💋

mrchandankumarsamal
Автор

Wow fantastic promo and always my favourite serial😊au sabu kahara aei serial fevourite hn mu janisarilani samastanku aei serial pasand❤

PratibhaSahoo-lg
Автор

Thik kahichanti Aayan Bhai o Diya didi😊😊

mamitameher