Kanyadana | Ep -1 | 7th Oct 2024 | Watch Full Episode Now On Tarang Plus

preview_player
Показать описание
ଦେଖନ୍ତୁ "କନ୍ୟାଦାନ", ସନ୍ଧ୍ୟା 6 ଟା 30 ରେ ତରଙ୍ଗ ଓ ତରଙ୍ଗ ପ୍ଲସରେ...
Full Episode ଦେଖିବା ପାଇଁ Subscribe କରନ୍ତୁ ତରଙ୍ଗ ପ୍ଲସ App...
Android TV ଏବଂ Fire TV ରେ ମଧ୍ୟ ଉପଲବ୍ଧ...
#Kanyadana | #FullEpisode | #TarangTV | #tarangplus

►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

ପ୍ରଥମ ଅଧ୍ୟାୟର ମୋର ପ୍ରଥମ କମେଣ୍ଟ୍😂ଆଜିର ଏହି ସିରିଏଲ୍ କିଏ ଦେଖିଛ ଲାଇକ୍ କମେଣ୍ଟ୍ କର😊

Shree_
Автор

ଅଞ୍ଜଳି, ଆରାଧ୍ୟା, ଅର୍ଚ୍ଚନା, ଅନ୍ତରା, ଅଙ୍କିତା.... Wahh ପାଞ୍ଚ ଭଉଣୀଙ୍କ ର ନାଇସ୍ ନେମ୍ 🥰❤️

Odia_Jhia_Puja
Автор

କନ୍ୟା ଦାନ 😊❤🎉 ଅଧାୟ କିଏ କିଏ ଦେଖୁଛ ଲାଇକ କର 😊❤ ନୂଆ ମେଘା ଧାରା ବାହିକ🥳

Chandan_-sd
Автор

Real Name ସବିତା ( ଅ°ଜଳି) , ଅନନ୍ୟା ( ଆରାଧ୍ୟା) , ସୋନାଲିସ ( ଅର୍ଚ୍ଚନା) , ଖୁସି (ଅନ୍ତରା), Swati (ଅ°କିତା) କିଏ ଜାଣିନଥିଲ ଲାଇକ୍ କର

odiasong
Автор

ଆମ ତରଙ୍ଗ ଟିଭି ରେ ଏବେ ନୂଆ serial ଆସିଲା ଆଉ ବହୁତ୍ ଭଲ concet 😍 କନ୍ୟା ଦାନ😊

Collage._.girl._.
Автор

କି ବାଳ serial ଛି ଛି star cast ବେକାର ପୁରା ବିଆ ଭଳିଆ ଲାଗୁଚି serial 😂😂

subhasmita_x
Автор

ଯାହା ହଉ ଦଶହରା ପୂଜା ଉପଲକ୍ଷେ ଆସିଯାଇଛି ନୂଆ ସିରିଏଲ୍ କନ୍ୟାଦାନ🎉😊... ବାପା❤ଝିଅ ଙ୍କ ଷ୍ଟୋରୀ❤❤...

Odia_Jhia_Puja
Автор

ଲାଗୁଚି anuradha serial ଜେମିତି ସମସ୍ତେ bhala paiba deuthile ସେମିତି ସମସ୍ତେ ♥କନ୍ଯାଦାନ sireal ଟିକୁ bhala paiba ଦେବେ 👍👍♥

MadhumitaMita-mxsz
Автор

ଅନୁରାଧା serial ବନ୍ଦ ହେଲା କିଏ ଖୁସି like କର ❤❤❤❤😊😊😊😊😊😊😊😊😊😊😊

TORIPAINTOPAIN
Автор

କନ୍ୟାଦାନ ପରୀ ମହତ୍ ଦାନ ଭାଗ୍ୟ ରେ ଥିଲେ ମିଳେ😢 ଝିଅ ଜନମ ପର ଘରକୁ❤

Pritamtv
Автор

ଅନୁରାଧା ସିରିଏଲ୍ କୁ କିଏ କିଏ ସବୁ ମିସ୍ କରୁଛ😟😔ଲାଇକ୍ କର 👍👍

Odia_Jhia_Puja
Автор

ବାପା ମାଙ୍କ 1000 ଜନ୍ମ ତପସ୍ୟା ଫଳରେ ଝିଅ ପରୀ କନ୍ୟା ଜନ୍ମ ହୁଏ ❤ଭାଗ୍ୟରେ ଥିଲେ ମିଳେ ଝିଅ❤

Pritamtv
Автор

ଗୋଟେ ଝିଅ କୁ ତା ବାପା ଦୁନିଆର ସବୁଠୁ ବେଶୀ ଭଲ ପାଏ ରାଣୀ ପରି ରଖେ😢ସେହି ବାପା ପୁଣି କନ୍ୟାଦାନ କରି ଝିଅ କୁ ଶାଶୁ ଘରକୁ ପଠାଇ ଦିଏ ବାପା ଛାତିକୁ ବହୁତ୍ କଷ୍ଟ ହୁଏ😢😢😢

Pritamtv
Автор

Anuradha sirial my favourite ❤so beautiful ❤️ cute all thike dekhiba a sirial kemiti😅kn lagib😊k ln sonslika fulei achi ta😂

rasmitaodiablogger
Автор

Sabuthu beautiful ama Ananya au serial re name ta bi mast heichi Aradhya au sabuthu preety dekhajauchi. Mun ta Ananya pain asichi serial dekhibaku ❤

Titili_
Автор

bahut Miss karuchi Anuradha serial ku❤❤❤❤❤❤

ramugursando
Автор

Aagaku jaiki ehi serial bhi anya bhalia heba. Dekhiba aagau jaiki two sister gote pua ku bhala paibe . Semiti jadi na kale bhala heba

shuabammeher-giem
Автор

ଆଜିର କନ୍ୟାଦାନ ସିରିଏଲ୍ କୁ କୋଉ ମାନେ ସବୁ ଦେଖିଛ ଲାଇକ୍ କର👍🏻👍🏻

Odia_Jhia_Puja
Автор

Anuradha serial ku keu mane miss karucha👍👍kara👍

MadhumitaMita-mxsz
Автор

Plz hero ku change kara dibay bhai best hero tanku ana

saritasahuoffcer