Tori Pain To Pain | 10th Oct 2024 | Episodic Promo- 443 | Tarang TV | Tarang Plus

preview_player
Показать описание
ଦେଖନ୍ତୁ "ତୋ'ରି ପାଇଁ ତୋ' ପାଇଁ " ଆଜି ସନ୍ଧ୍ୟା 8ଟା , କେବଳ ତରଙ୍ଗ ଓ ତରଙ୍ଗ ପ୍ଲସରେ...
#ToriPainToPain | #TarangSerial | #TarangPlus | #tarangtvpromo

►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

Wah ଏବେ ଦେଖିବା ପାଇଁ sirial ଟା ପୁରା ଜବରଦସ୍ତ ଲାଗୁଛି ❤❤❤❤❤❤❤

PujasmitaJena-kxzi
Автор

କାହା କାହାକୁ ଯଶୋଦା ମାଆଙ୍କ acting ପସନ୍ଦ ଲାଇକ୍ କର👍❤

Shree_
Автор

Wow 🤩promo ପୁରା ଜବରଦସ୍ତ୍ ଖାସ୍ କରି ଯଶୋଦା ମାଆଙ୍କ ପାଇଁ😂ଯଶୋଦା ମାଆଙ୍କ ପାଇଁ ଗୋଟେ ଲାଇକ୍👍❤

Shree_
Автор

ରେ ବାବା ଚିକି ର କି ଇଂଲିଶ୍ ୱାଲା ଜବାବ୍🎉🎉ବାଃ ... ବାଃ....ସତରେ ତାଳି ମାରିବାକୁ ଇଚ୍ଛା ହଉଛି👏👏👏👏👏👏👏👏👏❤️❤️❤️

Odia_Jhia_Puja
Автор

ଏବେ ସିରିଏଲ୍ ରେ ଭଲ twist ଆସିବା କଥା ହେଲେ ଏ ଚିକି emotional ନହବା ଦରକାର👍ଯଶୋଦା ମାଆଙ୍କ ପାଇଁ ଗୋଟେ ଲାଇକ୍ କର👍❤ଏବେ ଆସିବ ସିରିଏଲ୍ ରେ ଅସଲ ମଜା😂କାହାକୁ ଏବେ ସିରିଏଲ୍ ଦେଖିବାକୁ ପସନ୍ଦ ଲାଗୁଛି ଲାଇକ୍ କର👍❤

Shree_
Автор

ଆକୁ ହିଁ କୁହନ୍ତି ଇଟା ର ଜବାବ୍ ପଥରେ ରେ ଦବା ❤❤

madhusmitajena
Автор

Wow 😮🔥👏🏻 ବହୁତ୍ ବଢିଆ ଯଶୋଦା ମାଆ ପୁରା ସୁପର ବହୁତ୍ ବଢିଆ ଜବାବ୍ ମାଆ ଝିଅ ଙ୍କ acting ପୁରା ଜଳେଈ ଦେଲା 😂😂🎉 ଗୋଟେ ଲାଇକ ହଉ 👏🏻🔥😮👍🏻

Chandan_-sd
Автор

ଏ କାମିନୀ ର ଗର୍ବ ଅହଙ୍କାର ଏବେ ବି ଯାଇନି😐ଏବେ ଚିକି ଆଉ ଚିକି ଆଉ ସେ ଚିକି ହେଇକି ନାହିଁ ଦୁର୍ଗା 😊❤... କହିଲା ନା କଣ ଅନାଥ... ଯଶୋଦା ମାଆ ଥିବା ଯାଏ ତାଙ୍କ ଝିଅ ର କିଛି ବି ହବାକୁ ଦେବେନୀ😊❤️❤️👍

Odia_Jhia_Puja
Автор

ସତରେ ଯଶୋଦା ମା ଙ୍କ କଥା କାହାକୁ ଭଲ ଲାଗିଲା ଗୋଟେ ଜବରଦସ୍ତ 👍👍କର ତାଙ୍କ ପାଇଁ ❤👏👏 very good ଚିକି😘😘 ଏମିତି ହିଁ ଜବାବ୍ ଦିଅ ସମସ୍ତ ଙ୍କୁ ନା କଣ ସାଙ୍ଗମାନେ

lizapanigrahi
Автор

Ete din pare gote jabardast prome asichi🥰

MadhusmitaPradhan-ryrz
Автор

ଏବେ ଯାହା ଚାଲିବ ଯଶୋଦା ମା ଆଉ ଦୁର୍ଗା ହିସାବରେ ଚାଲିବ❤❤❤👍👍👍🎉🎉🎉

MantuPradhan-vi
Автор

ଆଜିର promo କାହାକୁ ଭଲ ଲାଗିଲା 🤔 ଆଜିର promo ବହୁତ ଭଲ ହେଇଛି 👍

JyotibeheraM
Автор

ସାବାସ ଚିକି ଦି 🔥😅....ଚିକି ଦି ଆଉ ଯଶୋଦା ମାଁ Rocket 💟😃... ଅଗସ୍ତି ପରିବାର socket 😆😮😍....

krupamajhi
Автор

Wow ki language 😅chiki nuhe ta durga 😂 super experience mam 😍 jhia pi rock 😎 tathu mami super 👌 rock 😎😅I am Rasmita 🥰 Abe Jamila 😅

rasmitaodiablogger
Автор

Yes ..this is what we want to see from heroine exactly...so beautiful 😊

barapiaji
Автор

Beautiful serial 😊😊 beautiful prom ❤❤❤❤ yes ସେଇଟା କର ଭଲ ହେବ

SairamSai-ed
Автор

Mast promo emiti ଏମାନଙ୍କୁ ଜବାବ ଦରକାର କାହାକୁ ଭଲ ଲାଗିଲା ❤❤ କର

Lifeofbarsa
Автор

Wow କି ଜବରଦସ୍ତ ସିନି୍👍👍 ବହୁତ ଭଲ ଲାଗିଲା କେଉଁ ମାନେ ଅପେକ୍ଷା କରିଚ ଆଜି ର ଏ ସିନି୍ ଦଖିବାକୁ 👍👍କର👍👍

MadhumitaMita-mxsz
Автор

ଆଜି ମନ କୁ ଶାନ୍ତି ଲାଗିଲା ଦେଖି କି ଯଶୋଦା ମାଁ❤💖❤💖 ଚିକି ପାଇଁ ❤❤❤❤👍👍👍👍👍👍👍👍

ManjulaJal-bwek
Автор

ଯଶୋଦା ମା ଙ୍କ acting କେଉଁମାନଙ୍କୁ ଭଲ ଲାଗୁଛି 👍👍❤️

laxmipriya