Bhubaneswar MP Aparajita Sarangi Fell in Her Own Trap | 2024 Lok Sabha Elections Odisha

preview_player
Показать описание
BJP Bhubaneswar Loksabha Candidate Aparajita Sarangi Aggravated Her Own Problem.
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍

Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |

We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ

Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
Рекомендации по теме
Комментарии
Автор

ମୁଁ ବିଜେପି ର ବ୍ରାଣ୍ଡ କର୍ମୀ ହିସାବ ରେ କହୁଛି ଅପରାଜିତା ହାରିବ ହାରିବ ହାରିବ

goutamsamantaray
Автор

ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଲେ ଓ ୧୦୦ ବିଭୀଷଣ ସୃଷ୍ଟି କଲେ ।

bichitrakumarswain
Автор

Hariba aparajita ahankari
Dream dekhuchi cm hebare

drbishwal
Автор

madam jaha kale bilkul bhul kale jia 10yrs dala pain kama karithile tanku ticket na debara fala nishchinta paibe ebong haribe

ashokbiswal
Автор

Good news, , aparajita madam hariba, darkar, , , ahakari, , miche, , chorani. Tanaka, lovi

ALOKPAITAL-jx
Автор

Madam occasionally MP, she don't know capital of district 😮

mrutyunjayarout
Автор

Dagi netanka pani aprajita haribe jagadev pradeep

SureshChandraSahoo-qsbp
Автор

BJD JINDABAD NABIN BABU JINDABAD ❤❤❤❤❤❤

sachikantabiswal
Автор

ଯଦି ବିଜେଡି ଜିତିଗଲା ଓଡିଶା ଲୋକଙ୍କୁ ବିଜେଡି ଗୁଡେଇ ତୁଡେଇ ମାରିବ ଭୁଲୁ ନେତା ମୁଖ୍ୟମନ୍ତ୍ରୀ ଙ୍କ ନୁହେଁ ଆମ ଓଡିଶା ର କିଛି ମୂର୍ଖ ଲୋକଙ୍କ, ପାଇଁ ବିଜେଡି ଜିତୁଛି ଗରିବ ନୀରିଂହ ଲୋକଙ୍କୁ ଅତ୍ୟାଚାର କରୁଛି

manashnayak
Автор

ଗତ ୨୦୧୯ ନିର୍ବାଚନରେ ଅପରାଜିତା ଉଭୟ କଂଗ୍ରେସ ଓ ବିଜେପି ଭୋଟରେ ଜିତିଥିଲେ । ୨୦୧୯ରେ କଂଗ୍ରେସ ଦଳ ସିପିଆଇ ସହ ମେଣ୍ଟ କରିଥିବାରୁ ଭୁବନେଶ୍ୱର ଆସନ ସିପିଆଇ କୁ ଛାଡିଥିଲା କିନ୍ତୁ ଗ୍ରାମାଞ୍ଚଳର କଂଗ୍ରେସ ଭୋଟର ସିପିଆଇ କୁ ଭୋଟ ନଦେଇ ବିଜେପିର ଅପରାଜିତା ଙ୍କୁ ଭୋଟ ଦେଇଥିଲେ । ଏଥର କଂଗ୍ରେସ ପ୍ରାର୍ଥୀ ଦେଇଥିବାରୁ ଅପରାଜିତା ଗ୍ରାମାଞ୍ଚଳ ଭୋଟ୍ ନେଇପାରିବେ ନାହିଁ । ଏହା ସହ ଖୋର୍ଦ୍ଧା ଏବଂ ବେଗୁନିଆ ବିଜେପି ର ଗୋଷ୍ଠୀ କନ୍ଦଳ ଅପରାଜିତାଙ୍କ ପାଇଁ କାଳ ହେବ ।

ashokkumarchhotaray
Автор

ଅତୀତରେ, ଅପାରଜିତା ଏବଂ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ଉପ-ନିର୍ବାଚନ ପ୍ରାର୍ଥୀଙ୍କ ଉପରେ ନିନ୍ଦନୀୟ ଏବଂ ନିମ୍ନମାନର ମନ୍ତବ୍ୟ ଦେଇଥିଲେ।💯ସୂଚନା ଇଣ୍ଟରନେଟରେ ଉପଲବ୍ଧ, ଯାଞ୍ଚ କରିପାରିବେ |

kalingaranjan
Автор

ଅଦ୍ୟାବଧି, ଓଡିଶାର ଅଭିବୃଦ୍ଧି କିମ୍ବା ବିକାଶ ଦିଗରେ ବିଜେପି ର କଣସି ଉପଯୁକ୍ତ ଏଜେଣ୍ଡା ନାହିଁ, ଓଡିଶାରେ ବିଜେପି ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଭୁଲ ସୂଚନା, ଭୁଲ ମନୋଭାବ ଏବଂ ଭୁଲ ଧାରଣା କାହାଣୀ ଦୀର୍ଘକାଳୀନ ଭିତ୍ତିରେ ସାହାଯ୍ୟ କରିବ ନାହିଁ। ବିଜେପି କିଛି ଅନତିକ ଉପାୟରେ ଓଡିଶା କୁ ଶାସନ କରିବା ପାଇଁ ସୁବିଧାବାଦୀ ( Opportunist) ଭଳି କାର୍ଯ୍ୟ କରୁଛନ୍ତି

kalingaranjan
Автор

Will vote for Yashir Nawaz for Bhubaneswar MP!

kasimpatel
Автор

40000 vote re Aparajita Hariba nishita Jay jagannath

rinamantri
Автор

ଯାହା ହଉ eai ଥର ତାମିଲ ଶାସନ ଚାଲିବ ଆଉ 🙏🙏🙏🙏🙏🙏🙏🙏

ganeswarrout
Автор

ସୁର ପୁଅକୁ ମିଳିବ ?
କିଛି ଆଲୋଚନା ହଉନି
ବିରୋଧିଙ୍କ ଠାରୁ ପଇସା ନେଇ
ତମେମାନେ ଅପପ୍ରଚାର କରୁଛ !

sulatasahani
Автор

Madam👩 ama odia re gote katha achi. Ati sia nia re kaau mala khae. Na jani paru chanti kaha ku pachari bujhi be

NareshkumarParida-ns
Автор

ସମସ୍ତେ ଜାଣିଛନ୍ତି ତମେ b j d ଚନାଲ ଯେତେ ଗପିଲେ କିଛି ହବନି

sarojmoharana
Автор

ତମ ଆକଳନ ଭୁଲ, ଅପରାଜିତା ସତରେ ଅପରାଜିତା, ତମେ ଦେଖିବ ତମ ଚେନାଲ ଜୁନ 4ରେ କେମିତି ଜିତାପଟ କୁ ନେଇ ନିୟୁଜ କରିବ

SudhansuSwain-cmgi
Автор

Bbsr re Khali subha sankha bajilani ghare ghare

premaranjansingh