BJP Promises in Odisha 2024; When Will Be Fulfilled? | Watch Political Analyst Kedar Mishra Reaction

preview_player
Показать описание
Watch Political Analyst Kedar Mishra Reaction On Odisha BJP Manifesto.
#politicalanalyst #kedarmishra #bjpmanifesto2024 #odishabjp #mohancharanmajhi #freeelectricity #pensionhike #bjpodisha #mohanmajhi #odishapolitics #risingodisha

Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍

Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |

We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ

Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
Рекомендации по теме
Комментарии
Автор

ଆମ middle class ଲୋକଙ୍କ ପାଇଁ ଏ ସରକାରଙ୍କ କିଛି ବି ଜୋଜନା ନାହଁ

abinashnayak
Автор

BJP କେବେ ଜନତାର ମୁଦ୍ଦା ଉଠାଇବ ନାହିଁ। ଖାଲି ସତ୍ତା ଆଉ ପଇସା ଦରକାର୍ BJP କୁ

Rahabita-r
Автор

ମୋହନ ମାଝି totaly unfit CM ହେବା ପାଇଁ ଖାଲି rss ର propoganda କୁ ଆଗକୁ ନେଇ ଛି ବଳି ଇଆକୁ cm କରି ଦେଲେ

pitambarmandesh
Автор

ଅଳ୍ପ ବିଦ୍ୟା ଭୟଙ୍କର ଶଳା ସାନ୍ତାଳ ମୋଦି ସବୁ ଲୁଟିବାକୁ ମନ୍ତ୍ରୀ କରିଛି

ajaykumarnaik
Автор

ଜେବେ ତାଙ୍କ ମୁଣ୍ଡ ତାଙ୍କ ମାଲିକ ମୋଦୀ ବାବୁ କହିବେ ଏମାନଙ୍କର କାଢ ପଣ କାହିଁ ଏମାନେ କାଠ କଣ୍ଢେଇ 😂😂😂

ସାଧାରଣଜନତା-ରଥ
Автор

କଥାରେ କହିବା ତାକୁ କାମରେ ଲଗେଇବା ଫରକ୍ ଆକାଶ ପାତାଳ କହିଦେବାରେ କଣ ଟେକ୍ସ ପଡୁଛି ତାହାକୁ କାମରେ ଲଗାଇଲେ ଗାଣ୍ଡୀ ଫଟିବ ଭୋଟ ପାଇବା ପାଇଁ ଟଙ୍କାଟେ ଥିବ ପାଞ୍ଚ ଟଙ୍କାରେ କଥା କହିବେ ଭୋଟ ପାଇ ସରିଲା ପରେ ଦେଶର ସମ୍ବଳ ନାହିଁ ଜଉ ବ୍ୟବସ୍ଥା ଟା କଲେ ସମାଜରେ କଲ୍ୟାଣ ହେବ ସେହି ବ୍ୟବସ୍ଥା କର ଖାଲି ମିଛରେ ଏସା କରିବୁ ତେସା କରିବୁ ଲୋକମାନଙ୍କୁ ଲାଳଚି ଦେଖାଇବା ରେ କଣ ଲାଭ ଜଉ ବ୍ୟବସ୍ଥା ଟା କଲେ ଯାଉଥିରେ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯଥା ଭତା ବଢ଼ାଇବା ଏବଂ ଚାଷୀ ମାନଙ୍କର ଧାନ ରେଟ ବଢ଼ାଇବା ଏମାନଙ୍କ ସୁବିଧା ଆଗେ କରାନ୍ତୁ ସରକାର ଆଉ ଜଉ ବ୍ୟବସ୍ଥା ରହିଛି ପଛରେ ଦେଶର ଅର୍ଥନୀତିକୁ ଦେଖି କଲେ ଭଲ ହୁଅନ୍ତା

AlokMishra-we
Автор

ସାମାନ୍ୟ ଘଟଣା ଯାହା ହେଉଚି ପ୍ରଭୁଙ୍କ ଇଚ୍ଛାରେ ଆଉ ତାଙ୍କ ଲୀଳା

fatefaith
Автор

ମୋହନ ମାଝୀ ଖାଲି ଡସ୍ ପ୍ଲେ ରିମଟ ହେଲେ ମୋଦୀ ତେଣୁ ମାଝୀ ଭଲ ବିଷୟ ଆଶା କରିବା ଭୁଲ୍

thimannayak
Автор

ଜଉ ବ୍ୟବସ୍ଥା ଟା କଲେ ସମାଜରେ କଲ୍ୟାଣ ହେବ ସେହି ବ୍ୟବସ୍ଥା ଆଗେ କାର୍ଯକାରୀ କରାନ୍ତୁ ଜଉଟା ନିହାତି ଜରୁରୀ ଯଥା ଭତା ବଢ଼ାଇବା ବ୍ୟବସ୍ଥା ଯେଉଁମାନେ ଅଧିକ କଷ୍ଠରେ ଅଛନ୍ତି ଯେଉଁମାନେ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଯଥା ଅକର୍ମଣ୍ୟ ଯେଉଁମାନଙ୍କର ହାତ ଗୋଡ଼ ନାହିଁ ବିକଳାଙ୍ଗ ବୃଦ୍ଧା ବୃଦ୍ଧି ଏବଂ ବିଧବା ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର ଉପରେ ନିର୍ଭର କରୁଛନ୍ତି ଏମାନଙ୍କର ରୋଜଗାର ନାହିଁ ଏମାନେ ଏହି ଭତା ଉପରେ ନିର୍ଭରଶିଳ ଏଥିରେ ସମସ୍ତ ଘରେ ଘରେ ଥିବା ବୃଦ୍ଧ ବାପା ମା ମାନେ ଉପକୃତ ହୋଇପାରିବେ ସରକାର ପ୍ରଥମେ ଭତା ଉପରେ ନିର୍ଭର କରୁଥିବା ବିକଳାଙ୍ଗ ଅକର୍ମଣ୍ୟ ହାତ ଗୋଡ଼ ଯାହାର ନାହିଁ ଏମାନଙ୍କର ଭତା ବଢିବା ବ୍ୟବସ୍ଥା କରାନ୍ତୁ ସରକାର 😢😢😢😢😢😢😢😢😢😢😢😢😢😢😢😢

AlokMishra-we
Автор

ଠିକ୍ କହିଛ ଭାଇ
ଆଗରୁ ଆମେ ତୁମକୁ ବିରୋଧ କରୁଥିଲୁ
ଏବେ ଆମେ ଅନୁତାପ କରୁଛୁ
କିଏ ଜାଣିଥିଲା ଏ ମାଝି ମୁଖ୍ୟମନ୍ତ୍ରୀ ହବ ବୋଲି
ଆମେ ଜାଣିଥିଲୁ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହବ ବୋଲି
ଏ ସରକାର ଆମର ପସନ୍ଦ ହୋଉନି

abinashnayak
Автор

ପ୍ରତି ସୃତି ପୁରା କରିବେ କଣ ଏ ପା ଘରେ କୋଉ କାଠ ର ଖଟ ପଡିଛି କା ଜାଗା କେତେ ବାଟ ଅମିନ ହୋଇ ମାପ ଚାଲିଛି କୋଉ ଅଫିସର ନବୀନ ଦେହରେ ଘଷି ହେଉଥିଲେ ତାକୁ ସାବୁନ ରେ ସଫା କରୁଛନ୍ତି, ବିଜେଡି ର ଭବିଷ୍ୟତ କଣ, ବସ ପରେ ଆଉ କୋଉ ସବୁ ରଙ୍ଗ ବଦଳିବ ଆକୁ ତ ବୁଝୁ ବୁଝୁ 5 ବର୍ଷ ଯିବ ଲାଗୁନି ପ୍ରତି ଟା ସୃତି ରେ ରହିଯିବ, ସାଡେ ଇଣ୍ଡିଆ ମେଣ୍ଟ ଘାଣ୍ଟିଲାଣି କଣ ହେବ କିଛି କହି ହେଉନି, ଦେଖ ଓଡିଶା କୁ ପ୍ରଭୁ ଭରସା

SidharthPrasadDas
Автор

Now time for OMFED packet colour changing. 😂😂😂

Ambassador_Christ
Автор

ପୁରୁଣା ଯୋଜନାକୁ ବନ୍ଦ କଲେ ସମସ୍ତେ ପାଟି କରୁଛନ୍ତି । ତେଣୁ ସେଗୁଡିକ ଚଲାଉଛନ୍ତି ବୋଧେ । ନୁଆଁ ଯୋଜନା ପାଇଁ ଅଧିକ ପଇସା ଦରକାର ଓ ପ୍ଲାନିଙ୍ଗ ଦରକାର ।

Lat
Автор

କେଦାର ବାବୁ, ଏତେ ସାମ୍ବାଦିକ ଅଛନ୍ତି କେହି ଆପଣଙ୍କ ଭଳି ଗୋଟିଏ ପାର୍ଟି କୁ ସପୋର୍ଟ କରି ପ୍ରଶ୍ନ କରୁଛନ୍ତି. ଆପଣ ସେ ପାର୍ଟି ର ପ୍ରଵକ୍ତା ହେଇଯାନ୍ତୁ. ଭଲ ହେବ.

prafullachandrasahoo
Автор

ମାସେ ହେବ ସରକାର ହୋଇଛି ଏତେ ବ୍ୟସ୍ତ କାହିଁକି ହେଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପ୍ରତିଶ୍ରୁତି ପାଳନ ହେବ ।

itsbikram
Автор

ଏହି ହେଉଛି #ଓଡ଼ିଆ #ଅସ୍ମିତା ।। #ଗାଲୁଆଙ୍କ_ବାରବାଟୀ_ଚାଷ ର ବାସ୍ତବ ସ୍ୱରୂପ ।

amiyabhusanmohanty
Автор

ମାସେ ଦୁଇ ମାସ ହେଇନି ତାଙ୍କୁ ସବୁ ଯୋଜନା ଫ୍ରିରେ ଦରକାର ଏମିତିକା ଓଡିଶା ବାସୀଙ୍କର ସ୍ୱାର୍ଥ ପର 🤗🤗🤗

sureshdungdung
Автор

ଆଜି ବାହାଘର କାଲିକି ଛୁଆ ଖୋଜିଲେ ହବ ନାହିଁ ସାର୍ ।ପ୍ରତ୍ୟେକ ଜିନିଷ ପାଇଁ ସମୟ ଓ ଧୈର୍ଯ୍ୟ ଦରକାର ।ବିଗତ ସରକାର ଚବିଶ ବର୍ଷ ସମୟ ନେଇଥିଲେ, ଆମେ ଚବିଶ ମାସ ଅପେକ୍ଷା କରିବା ।

lokanathjena
Автор

ମହାଶୟ, କେବଳ ବିଦ୍ୟୁତ୍ ବିଲ୍ ଛାଡ ନୁହେଁ। ତତ୍ ସହିତ ଚାଷୀ ମାନଂକର ଚାଷୀ ଋଣ ମଧ୍ଯ ଓଡିଶାର ବିଜେପି ସରକାର ଛାଡ କରିବା ଆବଶ୍ଯକ। ନହେଲେ କୌଣସି ଟି ଛାଡ କଥା ସରକାର ନକରିବା ପାଇଁ ଚାଷୀ ମାନଂକ ତରଫରୁ ଅନୁରୋଧ।

DayanidhiSahoo-qkwu
Автор

Amane 5 barsare re bi gotia b yajana bi Kari paribe nahi

somanathmahanta