BJD 'Tension' for BJP in Rajya Sabha | Passing Bills in Parliament Likely to Become Tough for NDA

preview_player
Показать описание
Passing Bills in Parliament Likely to Become Tough for NDA.
#bjdvsbjp #rajyasabha #ndaalliance #indiaalliance #parliamenthouse #billpassed #bijujanatadalodisha #naveenpatnaik #pmmodi #bjdnews #bjdodisha #risingodisha

Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍

Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |

We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ

Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
Рекомендации по теме
Комментарии
Автор

ଯେମିତି ବିଜେପି ହସି ହସି ବିଜେଡି କୁ ଦେଲା କିଳା ଏବେ ବିଜେଡି ସେମିତି କରୁ ଯଦି ଦଳ କୁ ରକ୍ଷା କରିବାକୁ ଚାଁହୁଛନ୍ତି ନବୀନ ବାବୁ

SidharthPrasadDas
Автор

ଏହା ବିଜେଡର ସୁଚିନ୍ତିତ ରଣନୀତିର ଏକ ଅଂଶ ବିଶେଷ। ବିରୋଧ ଆହୁରି ଜୋରଦାର ହେଲେହେଁ ଓଡିଶା ଜନସାଧାରଣ ବିଜେଡିକୁ ସାବାସୀ ଦେବେ।

govindagopalsatapathy
Автор

Nabin sir bahut sundar bahut bhala Jay jagannath 🙏🏻🙏🏻🙏🏻🙏🏻

Reenabehera
Автор

ସେଣ୍ଟରରେ କଂଗ୍ରେସ ଆଉ ରାଜ୍ୟରେ ବିଜେଡି ଖେଳ କରିବେ ଏବେ କିତି କିତି ଖେଳିଲା କଂଗ୍ରେସ ଏବେ କବାଡି ଖେଳିବ ବିଜେଡି ଆଉ କଲର ମାରିପାରିବେନି

srikantarauta
Автор

ଏତେ ଦିନ ପରେ ବିଜେଡି ଏକ ଭଲ କାମ କରିଲା ନିଜ ଦଳ ପାଇଁ ବିଜେପିକୁ ସବୁବେଳେ ସମର୍ଥନ କରିବା ହଁ ଆମ ପାଇଁ କାଳ ହୋଇଥିଲା

jnyanaranjanrout
Автор

ସମର୍ଥନ ଦେଇ ପାଇଲା କ'ଣ ? ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେ ଅପମାନ ଓ କଟୁ କଥା କହିଛନ୍ତି. ଏବେ ତ ବିଜେଡ଼ି ବିରୋଧି ଦଳ ହେଲା. ବିରୋଧୀ ଦଳ ବିରୋଧୀ ଦଳ ର କର୍ତ୍ତବ୍ୟ କରିବ କରିବ

hariharmoharana
Автор

ବିଜେଡି କିଛିବି ଉଖାଡ଼ି ପାରିବନି ଉଖାଡ଼ି ପାରିନି ବୋଲି ଓଡିଶାରୁ ନିପାତ ହେଇଗଲା ବିଜେପି ଆସି ଖେଳ କରିଦେଲା. Jay Congress 👋

Gajapatimelody
Автор

ରାଜ୍ୟ ସଭା ରେ BJD ବିରୋଧି ଦଳ ହେବା ଉଚିତ BJP କୁ ସବୁ ଆଡୁ ବିରୋଧ କରିବା ଆବଶ୍ୟକ

MrSwarajdas
Автор

BJD can do everything .Just wait and watch.Truth will triumph.

gamingwithyourbroshiv
Автор

Bjd good work in rajyasabha mp member s.

julfikarali
Автор

ମମତା ମହନ୍ତଙ୍କ ନାମ ଆମେ ଆଗରୁ ଶୁଣି ନ ଥିଲୁ । କିନ୍ତୁ ଏବେ ଆମେ ଜାଣିଲୁ ଆଦିବାସୀ ସଂପ୍ରଦାୟର ଚିନ୍ତା ନବିନ ପଟ୍ଟନାୟକଙ୍କୁ ଥିଲା । ଅନ୍ୟପକ୍ଷରେ ମମତା ମହନ୍ତଙ୍କ ପ୍ରତିକ୍ରିୟା ରୁ ତାଙ୍କର ମାନସିକତା ଓ ମୈ।ଳିକତା ନିଶ୍ଚିତ ଅନୁମେୟ ।

surathaswain
Автор

ହଁ ନିଶ୍ଚୟ ବିଜେଡି ଯୋଗୁଁ ବିଜେପିର ଟେନସନ ବଡୁଛି।

somanathkhara
Автор

🙏Jay jagannath🌹Jay naveen👍👍🥦🥦🥦🥦🌹🌹🌹🇮🇳🇮🇳🇮🇳🇮🇳

yudhisthir
Автор

Bjp ku samarthan karibaru aji bjd ra patana heichhi .

saratchandranayak
Автор

ପୂର୍ବ ମୁଖ୍ୟ ମନ୍ତ୍ରୀ ଦୁର୍ନୀତି କେରିଥିଲେକି ଅନୁସନ୍ଧାନ କରାଯାଉ ଜଣାପଡିବ

narayandas