Odisha Ration Card Big Update July 2024 | Ration Card New Rule

preview_player
Показать описание
Odisha Ration Card Big Update July 2024 | Ration Card New Rule

Website-
Рекомендации по теме
Комментарии
Автор

ଆଉ କଣ ବାଳ ଲୁକକୁ ଦେବ ରେସନ ପୁରା ବନ୍ଦ କରିଦେଲେ ଭଲ ହବ ରେସନ କାର୍ଡ

sanjipradhan
Автор

ଇଏ କଣ ବାଳ ମୁଣ୍ଡି ?
ଲୋକଙ୍କୁ ରୋଜଗାର ଦିଅ, ତାହେଲେ ଲୋକଙ୍କୁ ରାସନ୍ କାର୍ଡ ଦରକାର୍ ହେବନି ।

RupNarayanMajhi
Автор

Ei 5 year jaha rajaniti karucha kar nexta vote congress

dhaneswarsahoo
Автор

Ye aau aasibani 🤬 pvt job re 10 k ru 15 k paiki kn loko khusi re achanti…

srimantpradhan
Автор

ଜଣେ ବ୍ୟକ୍ତି ଯଦି ମାସକୁ ୧୦୦୦୦ରୁ କମ୍ ରୋଜଗାର କଲେ ଚଳିବ କେମିତି
ଏମିତି ରାସନ୍ କାର୍ଡ ଦରକାର ନାହିଁ।

Balkishor...
Автор

Sir, ମୋ ଜେଜେ ଆଗରୁ ବାର୍ଦ୍ଧକ୍ୟ ଭର୍ତା ପାଉଥିଲେ ତାଙ୍କୁ ଏବେ 80 ବର୍ଷ ହେଲାଣି ପଇସା କେମିତି ବଢିବ

ASHU_C
Автор

Sarkar rahiba nahi puni coming soon bjd

bibhutibhusanojha
Автор

ଜଣେ ଗରିବ ଲକ Bike କିଣିପାରିବନି ତାର ଅଧିକାର ନାହିଁ ।।।
୧୫ହଜାର ରୋଜଗାର କରିପାରିବନି ତ ପରିବାର କେମିତି ଚଳିବ ।।।
ମାସକୁ ଜଉ ୫/୧୦କିଲ ଚାଉଳ ମିଳୁଚି ସେଥିରେ ପରିବାର ଚାଳୁନି ।।। ସେ ବାଳ Ration Card କଟିଯିବା ଭଲ ।।।
ନୂଆ CM ଙ୍କ ମୁଣ୍ଡ କାମ ଦେଉନି ବଧେ ।।।
ସେ ଗାଁକୁ ଗଲେ ତାଙ୍କ ଗାଁ ଲୋକେ ଆଗେ ମାରିବେ ।।।
ଓଡ଼ିଶା ଲୋକ ପରେ ।।।
ଏବେ ଲୋକେ ଜାଣିବେ BJD ସରକାର ଭଲ ଥିଲା ନ BJP ।।।

sunaramsunaram
Автор

ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ? ଉତ୍ତର ସରକାର ଦିଅନ୍ତୂ

SandeshTech-nizp
Автор

Apana samasta nkara kataiba agaru, apana kebe katijibe sethiprati dhyana diantu

RabindraMaharana-yged
Автор

Saharare jane 15000 tanka...kemiti chaliba j kahata...bjp sarkar ra munda kharaf heigala na...

timuthiustapna
Автор

Jahara besi jami badi achhi taku milib

maruti
Автор

ସମସ୍ତେ ଭିକ ମାଗ, ସରକାର ୫kg debe
😊😊😊😅😅😅😅😅😅

ChidiyaUdja-zgbu
Автор

ଏବେ ବୁଢ଼ା ବୁଢ଼ୀ ଯିଏ ବି ଭତା ପାଉଛନ୍ତି ବହୁତ ହଇରାଣ ହେଉଛନ୍ତି ବ୍ୟାଙ୍କ୍ ରେ ଦିଆ ହେଉଛି ଭତା ଟଙ୍କା

qxfrdcp
Автор

ଠକ ସରକାର ଏଭଳି ଲୋକମାନକୁଂ ଠକିବ ଜାହାର ଅଧିକ ଜମି ଅଛି

rabindrakumardalei
Автор

Tark haib ଡ୍ରାଇଭର 20000 ଦରମା ରାସନ୍ ମିଳି ବତ

pratapnayak
Автор

What are you doing for bjp government you can do it only 4.5 years pending...

tapastue.
Автор

Dei paribeni boli kichi na kichi . Karan dekhei katibe .. jadi 10000 . Aau saharare thiba loke 15000 ru adhika pau thile ration card paibeni . Ta mane emane kan dhani loka .. jodi emane dhani loka .ta hele sarkari chakiria nku ete tanka salery kan pai deuchi ei sarkar ..

Sdamanda
Автор

Samt pvt job salary 40 k krao ta pre rasaon card bnd karibo
N Hale jiban Sara bjp vote debini...Loko Manku income increase badhiba seita kro..

bishalkumar
Автор

ଯାହାର ଦୁଇ ଝିଅ ତାକୁ ରାସନ୍ କାର୍ଡ ବାଣ୍ଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

trinathreddy