Natia Comedy Part 489 || Natia aau gorila chhua

preview_player
Показать описание

Рекомендации по теме
Комментарии
Автор

କିଚିରି ମିଚିରି ଚଟିଆ
ସବୁ ଛୋଟ ଛୁଆଙ୍କ ସାଙ୍ଗ ନଟିଆ❤❤❤

babunaik
Автор

*ନବ ର ବାହାଘର ଦେଖିବା ପାଇଁ କିଏ କିଏ ଚାହୁଁଛ like କର 😂😂*

smtoonworld
Автор

ଯା ଦେବୀ ସର୍ବଭୂତେଷୁ
ଶକ୍ତି ରୂପେଣ ସଂସ୍ଥିତା
ନମଃତସୈ ନମଃତସୈ
ନମଃତସୈ ନମୋ ନମଃ।।
Love ❤️ From #Cuttack

papu
Автор

Graduation complete କରିଥିବା ପିଲା ସବୁ କିଏ ଅଛ ହାତ ଟେକ🙋🤭

Odia_Jhia_Puja
Автор

କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ପ୍ରଣତଃ
କ୍ଲେଶ ନାଶାୟ ଗୋବିନ୍ଦାୟ ନମୋ ନମଃ❤❤❤

RUDRATUBE-egmo
Автор

ଜୟ ଶ୍ରୀଜଗନ୍ନାଥ*🙏
💐ଶୁଭ ସକାଳ🌞
Mind blowing 👌😂 episode.
Thanks to UCW

pareshkumarbehera
Автор

କେଉଁ ମାନେ ମୋ ପରି ମାଆଦୂର୍ଗା ଙ୍କର ବଡ଼ ଭକ୍ତ ❤

Krishnadasbls
Автор

ସତରେ ଏଇ ଅଧ୍ୟାୟ ଟି 😊 ବହୁତ ସୁନ୍ଦର ବେଷ୍ଟ 👍🏻✅.... ସତରେ ବେଷ୍ଟ କମେଡି ନଟିଆ କମେଡି ଦଶହରା ପର୍ବ ଉପଲକ୍ଷେ ସମସ୍ତଙ୍କୁ ମୋ ତରଫରୁ ଏବଂ ମୋ ପରିବାର ତରଫରୁ 🤩💫ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏☺️....ଜୟ ମାଁ ଦୂର୍ଗା

krupamajhi
Автор

ଆଗାମୀ ଦଶହରା ପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

Highlightstrendingreels
Автор

ମା ଦୁର୍ଗା ଙ୍କ ଭକ୍ତ ସବୁ କିଏ କିଏ ଅଛ ଲାଇକ୍ କର👍👍ଜୟ ମା ଦୁର୍ଗା 🔱🙏🙏

Odia_Jhia_Puja
Автор

ରାମ ରାମ ରାମ ରାମ ରାମ ରାମ ରାମରାମ ରାମ ରାମ ରାମ ରାମରାମ ରାମ ରାମ ରାମ

sangrampradhana
Автор

ଜୟ ମା ଦୂର୍ଗା ଦୂର୍ଗତି ନାସିନୀ ମା ଦୂର୍ଗା 🙏🙏

PC-
Автор

Gorila ଛୁଆ କୁ ଦେଖି ବହୁତ ଖୁସି ଲଗିଲା ❤❤❤❤😊😊😊😊

TORIPAINTOPAIN
Автор

Naba Bhai raa marriage episode ta jaaldi karantu 😊😊😊ame tike excited aachu

SwatikPanda-tubs
Автор

ମୁଁ ଗୋଟେ ଖୁସି କୁ ଭଲ ପାଏ ଆଇ ଲଭ୍ ୟୁ ଖୁସି ❤❤❤

rabindrakumarnayak
Автор

ହସି ହସି କି ଅବସ୍ଥା ଠିକ୍ ନାହିଁ ରେ ଭାଇ🤣🤣🤣🤣🤣😂😂😂😂

Sudhansu__Jena
Автор

Bhuta story asu boli kie chanhucha....like❤

sureshbehera
Автор

nice Natiya comedy best comedy sabu bele kichi sikhibaku mile 😅😅😅😅

Dibyabharati
Автор

କୋଉ ମାନେ ସବୁ ଚାହୁଁଛ ନଟିଆ କମେଡି ଦଶହରା ର ମା ଦୁର୍ଗା ପୂଜା ଙ୍କ ଉପରେ ଗୋଟେ ଭିଡ଼ିଓ ଆସୁ ବୋଲି🙏🙏like କର👍👍ଜୟ ମା ଦୁର୍ଗା🔱

Odia_Jhia_Puja
Автор

କିଚିରି ମିଚିରି ଘର ଚଟିଆ
ସବୁ ଛୋଟ ଛୁଆଙ୍କ ସାଙ୍ଗ ନଟିଆ ❤❤😅

Omm-jibj