Tori Pain To Pain | Ep - 434 | 1st Oct 2024 | Watch Full Episode Now On Tarang Plus

preview_player
Показать описание
ଦେଖନ୍ତୁ "ତୋରି ପାଇଁ ତୋ ପାଇଁ" ସୋମବାର ରୁ ଶନିବାର ରାତି 8ଟାରେ କେବଳ ତରଙ୍ଗ TV ରେ..
Full Episode ଦେଖିବା ପାଇଁ Subscribe କରନ୍ତୁ ତରଙ୍ଗ ପ୍ଲସ App...
Android TV ଏବଂ Fire TV ରେ ମଧ୍ୟ ଉପଲବ୍ଧ...
#ToriPainToPain #EpisodicHighlight #TarangTV #TarangPlus #OdiaSerial #odiabestscene

►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

ଠିକ୍ କଥା ରାମ୍ ଚିକିକୁ ଧୋକା ଦେଇଛି 😡ସେ ରୂହୀର blackmail ରେ ରାମ୍ ଫସିବାର ନଥିଲା😡ଏବେ ଆସିବ ଅସଲ ମଜା😝🎉ଚିକି ଯିବ ଅଗସ୍ତି ପରିବାରକୁ😅ଚିକି ପାଇଁ ଗୋଟେ ଲାଇକ୍👍❤

Shree_
Автор

ଯିଏ student ହେଇଥିବ like kara ନହେଲେ ତାର ବିଦ୍ୟାରାଣ😂😂😂😂😂

TORIPAINTOPAIN
Автор

Wow 🤩ଯଶୋଦା ମାଆ ପୁରା ଜବରଦସ୍ତ୍ କଥା କହିଛନ୍ତି❤ତାଙ୍କ ପାଇଁ ଗୋଟେ ଲାଇକ୍ କର👍🎉

Shree_
Автор

ଅଧର୍ମ ର ନାଶ ହବ ଆଉ ସତ୍ୟ ର ବିଜୟ ହବ👍👍... ବହୁତ୍ ଜଲ୍ଦୀ ଚିକି ଫେରୁଛି ଅଗସ୍ଥି ପରିବାର ରୁହି ର ତଣ୍ଟି ମୋଡି ଝୁଣି ଖାଇବ ଆଉ ସେ ରାମ୍ କୁ ଉଚିତ୍ ଦଣ୍ଡ ମିଳିବ😐👍

ODIA_JHIA_PUJA_
Автор

ଚିକି ର hap cut hair au ଚଷମା new name new ଗୋଟେ getup re entry.... କିନ୍ତୁ ସେ କାହାକୁ ଜଣେଇବନି ସେ ଚିକି ବଲି😊😊ଚିକି ର ଏବେ ବହୁତ ଦୁଃଖ ଅଛି....ରାମ ର ପାଗଳ seen ଟା ଦେଖିବାକୁ କିଏ କିଏ ଅପେକ୍ଷା କରିଚ

Subhacooking
Автор

Ruhi ra ଜୀବନ ଏବେ ବିପଦରେ କିଏ ବଞ୍ଚେଇବ ruhi କୁ ଆସନ୍ତାକାଲି ଦେଖନ୍ତୁ 😂😂😂😂😂😂

TORIPAINTOPAIN
Автор

ରୋଜି ମେମ୍ ଅଛନ୍ତି ମାନେ serial ଟା ଏବେ ଠାରୁ ଭଲ ଲାଗିବ ❤

JyotibeheraM
Автор

Wah ଅବ୍ ମଜ୍ଜା ଆଏ ଗାନା ବିଡୋ 😂😂❤❤❤😮😮😮 ବାସ୍ ଜଲ୍ଦୀ ଜଲ୍ଦୀ ମୋର ରେ recharge ଟା ହେଇଯାଉ 🎉😢😢

ashokkumarjena-isjt
Автор

ଯଶୋଦା ମାଆ ଙ୍କ ପାଇଁ ଗୋଟେ ଜବରଦସ୍ତ👍ହଉ ଜୟ ମା ଦୁର୍ଗା🙏ଦୁର୍ଗା ଏବେ ଅଗସ୍ତି ପରିବାର କୁ ଏଣ୍ଟ୍ରି କରିବ ଆଉ ପାପି ମାନଙ୍କ ବିନାଶ କରିବ ନାଁ କଣ କହୁଛ ସାଙ୍ଗମାନେ👍କର

ruchishreesahu
Автор

ଆରେ ବାଃ ଚିକି ନୂଆ ରୂପରେ ଏଣ୍ଟ୍ରି କରିବ ଅଗସ୍ତି ପରିବାର କୁ କିଏ କିଏ ମୋ ଭଳି ଦେଖିବାକୁ excited ଅଛ😊ଦୁର୍ଗା ପାଇଁ ଗୋଟେ ଜବରଦସ୍ତ👍ହଉ

ruchishreesahu
Автор

ରୋଜି ମେମ୍ ଯାହା କହିଲେ ଯାହାକି ଠିକ୍ ଲାଗୁଛି yes ଯାହା କୁ ଭୁଲ୍ ଲାଗୁଛି no ଲେଖ

JyotibeheraM
Автор

ଗୋଟେ ମାଆ ତା ଝିଅ କୁ ଏମିତି ଶିକ୍ଷା ଦେବା ଠିକ୍ ନୁହେଁ ଝିଅ ମରିଗଲେ ବି ଶାଶୁ ଘର ତା ପାଇ ସର୍ଗ😂❤❤

Pritamtv
Автор

Chiki di tame se kamini budhi au ruhi machha ku bhala ki pane daba ame waiting re rahilu ❤❤❤❤

FUNNY-GAMER-qj
Автор

Chiki.durga rupa dharan karo .cup rohile heboni

Archanasingh-hnbx
Автор

Sindoor ki kimat ra copy but kahaku laguchi sindoor ki kimat is better than tptp because tptp is so over dramatic

RajibSahoo-tbdd
Автор

Aji pura jabardast heichi serial jasoda maa pai gote like heijau 👍

prabodhakumarnayak
Автор

Sagar bhai and neha didi best Jodi in the world ❤❤❤❤❤❤❤❤❤❤❤❤😢😢😢😢😢😢😢😢

payalSindura-gw
Автор

So beautiful chiki jasoda maa ❤❤❤❤❤❤❤❤

rilirout
Автор

ଯୋସଦା ମା ଚିକି ର ସାହାସ 👍👍 ସେ ରୁହି ର ସମସ୍ତ କଥା ପଦାକୁ asu କିନ୍ତୁ ସେ କାମେନୀ କେବେ ବି ସୁଦିରିବ କେଜାଣି 😛🤨

MadhumitaMita-mxsz
Автор

Parinit serial ku copy Kari delere 😊😊😊

PranjapriyadarsiniJena