World Paralysis Day ||Awareness ||DDODIA ||Promo ||Prof Dr RN Sahoo ||Eminent Neurologist |

preview_player
Показать описание
#paralysis #causes #symptoms #diagnosis #treatment #awareness #prevention #doctoradvice #bestneurologist #odisha #cuttack #odiadoctor #doctor #health #sustthaodisha #healthyodisha #tips
@sustthaodisha3647 @DoordarshanOdia
Рекомендации по теме
Комментарии
Автор

5 ମାସ ହେଲାଣି ପେଟରେ ଗ୍ୟାସ ହେଇଚି ଯେତେବି medicine ଖାଇଲେ ଗ୍ୟାସ କମୁନି ବଡ ବଡ ଡ଼କ୍ଟର ଦେଖେଇଲି ସେ ଯେତେବି ମେଡ଼ିସିନ କହିଲେ ସବୁ ଖାଇଲି କିନ୍ତୁ ପେଟରେ ଗ୍ୟାସ ଜମା କମୁନି ପୁଣି ultrasound କଲି result ରେ କିଛି ହେଇନାହିଁ ବୋଲି ଦେଖେଇଲା ପୁଣି ମେଡ଼ିସିନ ଖାଇଲି ଯାମବି gas କମିଲାନି କିଛି ମାସ ପରେ x ray କଲି report ରେ ଲେଖାଥିଲା କିଛି ହୋଇ ନାହିଁ ଏବେବି ମୁଁ ମେଡ଼ିସିନ ଖାଉଛି କିନ୍ତୁ gas କମୁନି ଆଉ ରାତିରେ ଯେତେବେଳେ ପେଟେଇକି ସୋଇଥିଲା ବେଳେ ପେଟ ଚାପି ହୋଇ ପାଣି ସହ ଖାଇବା ବାହାରକୁ ବାହାରି ଆସୁଛି ଆଉ ସେ ଆମ୍ବିଳା ଲାଗୁଚି ସବୁବେଳେ ହାକୁଡି ଆସୁଛି ହାକୁଡି ମାରିବା ଯୋଗୁଁ ପାଣି ସହ ଆମ୍ବିଳା ଖାଇବା ଜିନିଷ ପେଟରୁ ବାହାରକୁ ଆସି ଯାଉଛି ଯଦି ହାକୁଡି ଅଟକାଇଲେ uncomfortable ଲାଗୁଚି still i am taking medicine 😔

swadhinvoice