E Mana Mo Mana |Amrita Nayak | Female Version Heart Broken Odia Sad Song Video- Japani- Armaan Music

preview_player
Показать описание

The song which is in each and every hearts of odia people , E Mana Mo Mana , you have given so much of love to the male version of A Mana Mo Mana which has song by humane sagar . after your request again your favourite music director japani bhai and armaan music is releasing the female version of A Mana Mo Mana which as song by amrita nayak. you will again watch your favourite actors sambhav mansingh and cookie in this video.

Follow us on Instagram :

Amrita Nayak ଗାଇଥିବା ଧୋକା ଖାଇଥିବା ପ୍ରେମିକ| ମାନଙ୍କ ପସନ୍ଦର ଗୀତ "ଏ ମନ ମୋ ମନ" ର ଭିଡିଓ - Female Version Heart Broken Sad Song Video of E Mana Mo Mana.

* Song - A Mana Mo Mana ( Female Version Full Video )

* Cast - Sambhav Mansingh , Cookie

* Singer - Amrita Nayak

* Music Director - Japani (9124953799)

* Lyrics - Sunil Maharana

* Dop - Anup

* Make up - Gautam

* Production Manager - Deepak Jena

* Asst Director - Tapu

* Edit & Colour Di - N Production

*Story , Screenply & Direction - Anup Nayak

* Arranger - Situ Ratha

* Studio - Milan , Cuttack

* Special Thanks To - Dr. Sandeep Samal & Others

Uncountable audience of odisha wanted to know what is going to happen in the female version of E Mana Mo Mana . so finally armaan music reveal the truth behind the true story of E mana Mo Mana

#EManaMoMana#ArmaanMusic#Japani

Music Label : Aramaan Music

Copyrights By : Armaan Music

Like, Share, Subscribe our Channel & Comments Below.
Рекомендации по теме
Комментарии
Автор

ଭଲ ପାଇବା କଣ ସେଇ ଲୋକ ହିଁ ଜାଣିଛି ଯାହାର ହୃଦୟ ଭାଙ୍ଗିଛି।😢

subashpatra
Автор

👉👉👉ପ୍ରକୃତ ଭଲ ପାଇବା କରାଯାଏ ନାହିଁ....ଆପେ ଆପେ ହେଇଯାଏ।କାହା ପାଇଁ ମନରେ ସୃଷ୍ଟି ହେଇଯାଏ ଭଲ ପାଇବା ନିଜ ଅଜାଣତରେ...ଆଉ ହେଲାପରେ...କଷ୍ଟ ଯନ୍ତ୍ରଣା ବହୁତ ହୁଏ ହୃଦୟକୁ....😭😭😭😭

kishorekumarbhitiria
Автор

ଜାପାନୀ ଭାଇ ଏଇ ଗୀତ ଟି କେତେଜେ ଆଖିରେ ଲୁହ ଦେଇଥିବ ତାହା କେହି କହିପାରିବେନି, କିନ୍ତୁ ପରିସ୍ଥିତିକୁ ଗୀତ ମାଧ୍ୟମରେ ଏତେ ସୁନ୍ଦର ଉପସ୍ଥାପନା ପାଇଁ ଆପଣଂକୁ ହୃଦୟ ରୁ ଧନ୍ୟବାଦ ଭାଇ l

subratpadhi
Автор

କାହାରିକୁ ଭଲ ପାଆନ୍ତୁ ନାହିଁ କି ଭଲପାଇ ଧୋକା ଦିଅନ୍ତୁ ନାହିଁ କାରଣ କିଛି ଗଢି ପାରିବ ନାହିଁ ତାହାହେଲେ ଭାଙ୍ଗିବ କାହିଁକି । ଅନ୍ୟର ହୃଦୟ ସହିତ ଖେଳିବା ପାପ। ଅନ୍ୟକୁ ଠକିଲେ ନିଜେହିଁ ଠକରେ ପଡ଼ିବ । ହୃଦୟ ହିଁ ଭଗବାନ ।🌷🌷🌷🌷 Thanks all ...music best. .lyrics best. .voice best. ..so very nice sad song. ..👍👍👍👍

priyashree
Автор

ଯଦି ଭଲ ପାଉଛ ତାହେଲେ ଧୋକା ଦିଅନି... ଆଉ ଯଦି ଧୋକା ଦେବାର ଅଛି ତ ଭଲ ପାଅନି 🙏🙏🙏

kisubanki
Автор

ଏ ଗୀତ ସମସ୍ତଙ୍କ ହୃଦୟ ରେ ସବୁଦିନ ପାଇଁ ରହିଗଲା

mseditingphotography
Автор

କାହିଁକି ଏତେ ଭଲ ଲାଗେ ଆଉ ଏହି ହୁଦୟ ଭଙ୍ଗା ଗୀତ ଅତି ସୁନ୍ଦର ଆଉ ହୃଦୟ କୁ ଛୁଇଁଲା ଭଳିଆ ସତରେ ଜୀଏ ଭଲପାଇ ଭୁଲୀଜାଆନ୍ତି ଏହି ଭଳିଆ ଗୀତ ଦେଖି ଭାଙ୍ଗି ଯାଇଥିବେ

akhilaguru
Автор

✍️ପ୍ରେମ ରେ ଧନୀ ଗରିବ କିଛି ନ ଥାଏ ତୁମେ ଯାହାକୁ ଭଲ ପାଉଛ ସେ ତୁମକୁ ଖୁସି ରେ ରଖି ପାରୁ ଥିବ ଦି ଓଳି ଦି ମୁଠାଏ ଖାଇବାକୁ ଦେଇ ପାରୁଥିବ ଏବଂ ଦୁହେଁ ଦୁଇ ଜଣଙ୍କୁ ବୁଝି ପାରୁଥିବେ ଓ ଦୁହେଁ ଦୁହିଁଙ୍କ ସୁଖ ଦୁଃଖ ବାଣ୍ଟୁଥିବେ ମତାନ୍ତର ନଥିବ ଏହା ହିଁ ପ୍ରେମ ✍️

TECHNOAAP
Автор

ଆଜି କାଲି ର ସମ୍ପର୍କ ତୋ ଟଙ୍କା ପଇସା ରେ ହିଁ ହେଉଛି ଯଉଠି ଟଙ୍କା ସେଇଠି ପ୍ରେମ 😊😊😊

AbinashMandal-nl
Автор

ଇତିହାସ ସାକ୍ଷୀ ଅଛି ପ୍ରକୃତ ପ୍ରେମ କେବେ କାହାକୁ ମିଲି ନାହିଁ love never end ❤ RS ❤

sanjayabhoi
Автор

Bhai bhabhuthili ki2jana misijibe, jetebele se jhia ghara chhadi asila, but seriously jaha hela ta pare pura kandei dela, seriously heart touching, love you japani bhai, for this song, my favorite❤❤❤🙏🙏🙏

anupamrout
Автор

Song ta dekhila pare kete Mind free re thile b 💯 % emotional haijiba sure. Cookie mam nka acting 🎭 b superb. ❤️Jadi sata boli bhabucha plz like 👍 kara.

MrGaming-rcph
Автор

ଛଳନା ପ୍ରେମ ର ଅନ୍ୟ ଏକ ମନଛୁଆଁ ଗୀତ।।।। ଧନ୍ୟବାଦ ଜାପାନୀ ଭାଈ

shashi
Автор

ଆଜି କାଲିର ଭଲପାଇବା, କେବଳ ଧନକୁ ଓ ସୁନ୍ଧରତା ନେଇ ହୋଇଥାଏ, ଆଉ କିଛି ନୁହେଁ 🥺🥺

SasmitaBhola-je
Автор

Ofcourse I heard this song very lately. I wish I hear this song every night.A suprb creation by Arman music.The tune, the voice by Amrita and the composition is so superb I had never heard.Keep it up. Good Night.

bijaykumarbhuyan
Автор

ବହୁତ ଦୁଃଖ ଦାୟକ ସବୁ ପ୍ରେମିକ ଆଉ ପ୍ରେମିକା ମାନଙ୍କ ପାଇଁ.... ବହୁତ ଦୁଃଖ ଲାଗିଲା.... ଭଲ ପାଇବା ବିନା ବଂଚିବା ବହୁତ କଷ୍ଟ... ଅମ୍ରିତା ବହୁତ ସୁନ୍ଦର ଶୂର ତମ ର... ଜାପାନୀ ଭାଈ ସେମିତି ଆଗକୁ ବଢ଼

sanjaykumarbehera
Автор

Whenever I listen to this song I always hear both (male and female version) n each time it's a nostalgic feeling. Really great lyrics and music and beautiful interpretation of a girl's as well as a boy's situation instead of normally always blaming one side. I wish I could ever hear it live😇

rupsanapradhan
Автор

Satre nijaku Odia Boli Garba laguchhi...Odishare Japani bhainka bhali Music director achanti Jouthi pain Odia song Sunibaku ichha Houchhi.Tq Arman music

Kumarganesh
Автор

Satya😥😥❤tribar satya.... Mo mana.... Sundar gita japani bhaikna🙏❤🥀

sefalimohanty
Автор

ଏ ଗୀତକୁ ବୁଝିବାକୁ କେବଳ ପ୍ରକୃତ ପ୍ରେମ କରିଥିବା ହୃଦୟଟି ଦରକାର।

mrutyunjayasahoo
visit shbcf.ru