The Mohan Sarkar Is Only For Eat, No Devlopment || Sulata Deo ||

preview_player
Показать описание
ଏ ସରକାର ରେ ଖାଲି ଖାଇବା ଆଉ ପିଅଇନିଏ ଚଳାଇବା :ସୁଲତା ଦେଓ
ଏଇ କଣ ଲୋକଙ୍କ ସରକାର ,ଯାହାକୁ ନେଇ ନିର୍ବାଚନ ଜିତିଥିଲେ :ସୁଲତା ଦେଓ
#sunstartv #sulata deo #mohanmajhi #cmoodisha #latestnews #trendingnews #navinpatnaik pruthwirajharichandan #lawminister #odishagovernement #bjp #bjd
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
★★★
#Sunstartv
Рекомендации по теме
Комментарии
Автор

Mam youare right nali gamucha nk apana kahile fatuchi

YudhisthirDash
Автор

ମୋହନ ମାଝି ଉପରେ କାହିଁକି ରାଗ ଶୁଝଉଛ ?ଦିଲୀ ରେ ମୋଦି ଓ ଶାହାକୁ ଠିକ୍ ମାଲିସ କରୁଛ ହଁ ବିଜେପି ସରକାର ବିରୁଧରେ କହୁଛ ଆଜି ମୋଦିକୁ ସତରେ କିଛି କୁହ କାଲି ନବିନ ଯଦି ଜେଲ୍ ରେ ପଶିବ ଆମେ କଣ ଜାଣିନୁ ଚିଟଫଣ୍ଡ କେଶ ରେ ନବିନ କେମିତି ବର୍ତିଲେ ଆମେ କଣ ଜାଣୁନୁ ପାଣ୍ଡିଆନ କୁ କିଏ ଘଣ୍ଟ ଘୋଡଉଛି ପୋପ ଙ୍କୁ ଭେଟିବାକୁ ନବିନ ମୋଦି ଗୋଡତଳେ ପଡୁଥିଲା ଆଁମେ କଣ ଜାଣିନୁ କାହିଁକି ଶୁଖିଲା ଫୁଟଣି ଗୁଡାକ ପେଲୁଚ ? ଅଶ୍ବିନୀ

aswinipradhan
Автор

Madam କିଛିଦିନହେଲା ଅପେକ୍ଷାରେ ଥିଲେ ସୁଯୋଗ ପାଇଛନ୍ତି 5 year khantu .ମିଳିବନି ଆଉ. ଭୋକିଲା ସରକାର

chandrasennayak
Автор

ଖାଇବା କୋଥା କୁହନ୍ତୁନି, ଆପଣ ମାନେ ଓ ଓ ଖିଆ ରେ କାମ କରୁଥିଲେ

manojmurmu
Автор

ଅମାନ୍ୟ ବର ଶୃଗାଳ ମନ୍ତ୍ରୀ ମଣ୍ଡଳ ଏମାନେ ୧୦୦ ପୁରୁଷ ରେ ଭଲ କ'ଣ ଖାଦ୍ୟ ହିଁ ଖାଇନଥଲେ ଏମାନେ ଯୁଆଡେ ଯିବେ ଏମିତି ଖାଁ ଖାଁ ହେଉଥିବେ ଆଉ ଏମାନେ ଶାସନ ଗାଦିରେ ହେଉ କି ଆଉ କିଛି କିଛି ଫରକ ପଢିବାରେ ନାହିଁ ନହ ଉ ନହ ଉ କ୍ଷମତା କୁ ଆସିଗଲେ ତାଙ୍କୁ ତ ସ୍ୱର୍ଗ ରେ ରହିଲା ପରି ଲାଗୁଛି

jagannathbhagwan
Автор

Nabina Sarkar, madua Sarkar, besi mall marideichha madam

GobindaBehera-rh
Автор

Ete din BJD Sarkar thila setebebele saithilu ki ebe sabu dekha jauchhi

poojasoren
Автор

Bjp mohan majhi sarkar odisha ku dubei daba gariba maijibe🇮🇳

jitendra
Автор

ନାହିଁ ବିଜେଡି mp ଗୀତ ଗାଇବେ ଧାନ ବିଲ ଖସ ଖସ

srikhetraP
Автор

ତୁମପରି ତ ସିଏ ନୁହେଁ
ଆକଟିଂଗ କରୁଛନ୍ତି
ଲୋକଙ୍କ ପାଖରେ ରହୁଛନ୍ତି
ଲୋକଙ୍କ ସମସ୍ୟା ବୁଝୁଛନ୍ତି
ତୁମ ପରି ସେ ଛୋଟ ଲୋକ ନୁହନ୍ତି
ମ୍ୟାଡ଼ାମ ଅପେକ୍ଷା ଖାଲି କର ଆଉ 2yrs
ମୋହନ ସରକାର ସବୁ ଲୋକଙ୍କ ହୃଦୟରେ ରାଜ କରିବେ ଆଉ ତମର ସତା ଚାଲିଯାଇଛି ବୋଲି ଖାଲି ଜଳନ ହଉଛି. ଏଥର ଖାଲି ଦେହ ସାରା ଫୋଟକା ଦେଖା ଯିବ ଜୟ ମୋହନ ଜୟ ବିଜେପି

Itz_royal_deepak
Автор

ନିର୍ଲଜ ବେହିଆ ବିଜୁ ଦଳର ନେତ୍ରୀ।।  ଆଇନଶୃଙ୍ଖଳା କଥା କହିବା ପୂର୍ବରୁ ବଙ୍ଗୋପ ସାଗରରେ ବୁଡିକି କାହିଁକି ମରୁନ ।  ତୁମର ଚବିଶ ବର୍ଷ ଶାସନରେ ଓଡ଼ିଶାରେ ମହିଳା ଓ ଶିଶୁ ମାନେ ଯେମିତି ନର୍କ ଯନ୍ତ୍ରଣା ଭୋଗିଲେ ସେମିତି ବୋଧେ ଇତିହାସରେ କେଭେ ଭୋଗୀ  ନଥିବେ।  ତୁମେ ଆଇନ ଶୃଙ୍ଖଳା କଥା କହିବା ବୁର୍ବରୁ ବଙ୍ଗୋପ ସାଗରରେ ବୁଡିକି ମରିଯିବା ଦରକାର।  ଖାଇବା କଥା କୁହ ନାହିଁ।  ଚବିଶ ବର୍ଷ ଭିତରେ ତୁମେ ଯାହା ଖାଇଥିବ ଭାରତ ସ୍ୱାଧୀନତା ହେବାଠୁ କଂଗ୍ରେସ ବି ଏମିତି ଖାଈନଥିବ।  ତୁମେ  ଯାହା ଯାହା ଖାଇଛ ଯଦି ସିବିଆଇ ଓ ଇଡି ତଦନ୍ତ କରିବ ତେବେ ତୁମର ୯୮% ନେତା ଝାରପଡା ଜେଲ ରେ ରହିବେ।  ପାଣିକୋଇଲି ଭଳି ଡ଼କାଇଟି ଘଟଣା ଓଡ଼ିଶାରେ ନବୀନ ଶାସନ ସମୟରେ ପ୍ରତି ମସରେ ଥରେ ଘଟୁଥିଲା।

vivatman
Автор

ବିଜେପି ଦେଖେଇ ଲଖାଉଛି, କିନ୍ତୁ ବିଜେଡି ଦଳ ରେ ଲୁଚି କି ଖାଉଥିଲେ 😅। ଏ ତିକି ଫରକ୍ ଆଉ କଣ୍।

santappradhan
Автор

But ହାତ ଠିକ୍ ଅଛି, ଯେମିତି ହାତ କିମ୍ପା କି, ଥର ଥର ହାତ କି

ManasRanjanJena-lp
welcome to shbcf.ru