Odisha Govt Disburses KALIA Money To Farmers

preview_player
Показать описание
Odisha Govt Disburses KALIA Money To Farmers

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

ଭୁଲ୍ କଥା, ବିଜେଡି ଚାଷି ଓ ବିଜେଡି ନେତାଙ୍କ ବ୍ଯାଙ୍କ ଖାତାକୁ ଗଲା କାଳିଆ ଟଙ୍କା . ମୁଁ ତ ଚାଷି କାଳିଆ ଲିଷ୍ଟରେ ମୋ ନାଁ ଅଛି, କିନ୍ତୁ ମୋ ଖାତାକୁ ଟଙ୍କା ଆସୁନାହିଁ .

jitendas
Автор

ହେ ମୋର ଓ.ଟି.ଭି. ଭାଇ ମାନେ କାଳିଆ ଓ ପି.ଏମ୍. କିଷାନ୍ ପଇସା ବହୁତ୍ କମ୍ ଚାଷିକ ଖାତାକୁ ଆସୁଛି .ଯୋଗॆ ଚାଷି ପାଉନାହୀ

ROHITSAHU-evuv
Автор

କାହିଁ ସାର ଆମେତ ଚାଷୀ କାହିଁ ଆମ ଖାତାକୁ ଆସିନି

prabhatinayak
Автор

ଧନ୍ୟବାଦ ନବିନ୍ ବାବୁ ଗରିବ ଚାଷୀ କୁ କାଳିଆ ଯୋଜନା ବହୁତ ସାହାଯ୍ୟ କରିଛି ଚାଷ କାମରେ

truptinath
Автор

କାଳିଆ ପଇସା ଆସିଛି ପିଏମ୍ କିସାନ୍ କାହିଁକି ଆସୁନି

santoshseth
Автор

Bala na jou loka paiba katha paunahanti

rsofficial
Автор

ସହରାଞ୍ଚଳ ର ଚାଷୀଙ୍କୁ କାହିଁକି ମିଳୁନି କାଳିଆ ଟଙ୍କା ପି ଏମ କିସାନ ଟଙ୍କା ଆଗାମି ନିର୍ବାଚରେ ଏହାର ଉଚିତ ଜବାବ ଦେମୁ

debendrapujhari
Автор

କାଳିଆ ଟଙ୍କା ଟୋଟାଲ ପାଇ ନାହିଁ Amit Majhi ଗ୍ରାମ ମାଝୀଗାଁ ଫୋଷ୍ଟ କେରପାଇ ବ୍ଲକ ଥୁଆମୂଳ ରାମପୁର ଡିଷ୍ଟ କଳାହାଣ୍ଡି କାଳିଆ ଟଙ୍କା କଣ ସେ ଜାଣିନାହିଁ Amit Majhi କୁ ଦିଆଯିବ କିନାହିଁ

rtxcufo
Автор

Farmer paibeni neta paibee chasi sabudine mariba😭😭😭😭

reddy
Автор

କାଲିଆ ପଇସା ଆମର ଖାତାକୁ ଆସି ନାହି କେମିତି କଲେ ମିଲିବ

megharajnag
Автор

ବିଜେପି ବାଳେ କୁ ବହୁତ ଫାଟିବ ଆମେ ଜାଣିଛୁ ଆମ ଖାତାକୁ ଆଶିଛି

bahadhulbariha
Автор

Now a days for vthe post of teachers should be 50 years sir as a result no one will suffer in financial causes . Maximum salary of teachers must be below 35 thousand only as a result none will dare to strike against you for the purpose of increase salary. Sir my heart fully request that apply for teacher age limit must be up to 50 years sir. so that no one will harass sir.

bestsocialreformer
Автор

how did you do it can you share with me, thank you

maiminhtam
Автор

Ganjam district kab milega boliye Naveen Babu 🙏🙏🙏

babuladas
Автор

ଖଜୁରୀ ଗଛ ର କି ଗୁଣ ଗାଇବି
ମୂଳରୁ ପାହାଚ ପାହାଚ..!!
ଯେଉଁ ରାଜ୍ୟ ରେ VS (ପଶୁ ଡାକ୍ତର) ହେଲା କୃଷକ ଙ୍କ ନୋଡାଲ ଅଫିସର .. ସେ ରାଜ୍ୟ ରେ କୃଷିକ୍ଷେତ୍ର ରେ ଚାଷ କରୁଥିବା କୃଷକ ଙ୍କୁ, କାଳିଆ ଯୋଜନା ରେ କେତେ ଟଙ୍କା ମିଳିଥିବ, ମାନ୍ୟବର ଅର୍ଥ ମନ୍ତ୍ରୀ ଙ୍କୁ ଜଣା ଥିବ..!! ରାଜ୍ୟ ସରକାର ଯାହା କୁ ଦେଲେ, କେନ୍ଦ୍ର ସରକାର pm କିଷାନ ରେ ତାକୁ ହିଁ ଦେଲେ.. ଆରେ ଭାଇ ଦେବେନି କେମିତି..!!ଏଠି ପରା ପଶୁ ଡାକ୍ତର ତଦନ୍ତ କରି ଉପଯୁକ୍ତ ଚାଷୀଙ୍କ ଚିଠା ସରକାର ଙ୍କୁ ଦେଇଛନ୍ତି..!" ଯଦି vs ଦେଇଥିବା ତାଲିକା ଟି ଠିକ, ତାହାଲେ ଆଜ୍ଞା କୃଷି ବିଭାଗ, ଉଦ୍ୟାନ ବିଭାଗ, କୃଷି ସମବାୟ ବିଭାଗ କାହାପାଇଁ..??

niranjanmaity
Автор

Bala na
Jiae real chasi Taku kichi miluni
Jiae building badeichi Taa pai Kalia jojana

debasisbiswal
Автор

Mate thare paichi kana kale au baki kisti miliba

surendramirdha
Автор

Sir no, never try or even think to increase the salary of teachers, getting the salary worth rs 40 thousand sir. It will best to appoint new fresh candidates on the salary of 15 thousand sir with conditionally not to strike in future . The teachers getting salary rs 50 thousand and above and striking to increase salary must be dismissed from service immediately. and appoint a new fresh candidate in spite of his/ her service. sir. Excuse me sir for any wrong. Bande Utkal Jananee, Jay Bharat Jay Odisha, Jai Nabeen Pattanaik.

bestsocialreformer
Автор

sir service holders, families monthly income above 70 thousand also getting kalia installment . sir please verify every farmer listed documents emphatically.

bestsocialreformer