Natia Comedy Part 509 || Rakta Samparka || Odia cartoon

preview_player
Показать описание

Рекомендации по теме
Комментарии
Автор

College ପିଲା କେଉଁମାନେ ❤ ଆଜି ବି ନଟିଆ କମେଡି ଦେଖୁଛ 😍 like 👍 କର ସାଙ୍ଗ ମାନେ 🥰

Odiaserialwithkhusi
Автор

କୋଉମାନେ ୨୦. ୨୧ ବର୍ଷରୁ ବଡ଼ ହେଇକିବି 😂 ନଟିଆର୍ Comedy ଦେଖୁଛ 😂😂❤😊😅🎉👍👍❤👍👍👍👍

Cuty_reena
Автор

ଏହି episode କୁ ଦେଖିବା ପରେ ପିଲା ଦିନର କିଛି ଘଟିଥିବା ସ୍ମୃତି ମନେ ପଡିଯାଉଛି... ବହୁତ ସୁନ୍ଦର ଭିଡ଼ିଓଟିଏ ବନେଇଥିବାରୁ ଏବଂ ପ୍ରତେ୍ୟକ ଭିଡ଼ିଓରେ ସୁନ୍ଦର ବାର୍ତା ଦେଇଥିବାରୁ ଉତ୍କଳ Cartoon ଏବଂ Whole Team କୁ
ବହୁତ ବହୁତ ଧନ୍ୟବାଦ ❤

bikashentertainment
Автор

ସତ କହୁଛି ଏଇ Episode ଦେଖିକି ମୋ ଆଖିରୁ ଲୁହ ବାହାରିପଡିଲା ....
What a heart touching episode UTKAL Bhai and UCW Family ❤

dipu
Автор

ଜମି ବାଡ଼ି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗି ଯାଉଛି ଲୋକ ମାନେ ବୁଝିପାରୁ ନାହାଁନ୍ତି । Thanks for utkalcartoon world❤❤❤❤

Iamsilentgamer
Автор

Old is god... ଆଉ ଯେତେ ନୂଆ part ଆସିଲେ ବି ପୁରୁଣା ହିଁ best 😢

muntu...a
Автор

ଏଇ ବିଷୟ ଟି ବହୁତ ସୁନ୍ଦର ଲାଗିଲା
ମୋ ଆଖିରେ ଲୁହ ଆସି ଗଲା

nilambarsharma
Автор

ନବର ବାହାଘର ଦେଖିବା ପାଇଁ କେଉଁମାନେ excited 👍🏻👍🏻😘😘କର...

krupamajhi
Автор

ଯିଏ ଯାହାକୁ ଯେତେ ଭଲପାଏ ତା ଉପରେ ସେ ସେତେ ରାଗେ ❤❤

malayaojha
Автор

Fulll Emotional Video😢😢 Retrelly Mu Ei video dekhila bele Aakhi ru Luho Baharuchhi 😢😢😢😢😢😢❤❤❤❤❤

stxexp
Автор

ଗୋଟେ ଶିକ୍ଷଣୀୟ episode 😊 thanks to utkal cartoon world 🎉🎉

Natiyacomedy
Автор

ହୃଦୟକୁ ଛୁଇଁଲା ଭଳି ଗୋଟେ ସୁନ୍ଦର କାହାଣୀ❤❤❤

n_n___aditya_
Автор

ଜୟ ଶ୍ରୀଜଗନ୍ନାଥ* 🙏
💐 ଶୁଭ ସକାଳ 🌞
Nice 😂👌 episode.
Thanks to UCW

pareshkumarbehera
Автор

ବହୁତ ହୃଦୟସ୍ପର୍ଶୀ 😊😊ଧନ୍ୟବାଦ 🚩🚩ଜୟ ଜଗନ୍ନାଥ 🚩

Bajrangipapu
Автор

Aji first time gendu maa Katha bhala lagila❤❤

Backbencherss_yt-x
Автор

ନବର ବାହା ଘର ଦେଖିବା ପାଇଁ କୋଉମାନେ ବହୁତ ବହୁତ excited ଅଛ୍ 😂😂🎉😂👍👍👍👍👍👍👍😂😂

Cuty_reena
Автор

କେଉଁ ମାନେ ଡମ୍ବୁରୁ ଆଉ ମାଧିଆ ଭଳି ଘର ଭଙ୍ଗା ଦେଖିଛ ଆଉ ତୁମ ସାମ୍ନାରେ କେତେ ସମ୍ପର୍କ ଭାଙ୍ଗି ଯିବାର ଦେଖିଛ।😢

gamingstar-
Автор

Kia kia A Video dhkhi ki emotional hai golo 😢😢😢
👇
👇
👇🏿

JitraySoren
Автор

କିଛି କୁ ଚକ୍ରୀ ଲୋକଙ୍କ ପାଇଁ ବହୁତ ନିବିଡ଼ ସମ୍ପର୍କ ତୁଟି ଯାଉଛି 😢 ଦୟାକରି କାହା କଥା ରେ ଭାସି ଯାଇ ନିଜ ସମ୍ପକ୍ କୁ ତୁଟାନ୍ତୁ ନାହିଁ 🙏
Good Advice uttkal cartoon world ❤

AVIRAM_
Автор

କିଏ କିଏ 5years ହେଲା ନଟିଆ କମେଡି ଦେଖୁଛ ହାତ ଟେକ ❤❤❤❤❤ନଟିଆ କମେଡି world re best comedy ⭐⭐⭐🎉🎉🎉🎉🎉🎉❤❤❤❤natia comedy ra team ku ଧନ୍ୟବାଦ, ଶୁଭ କାମନା ❤❤❤❤❤❤❤❤❤❤❤ନଟିଆ comedy ku ଦିଲରୁ thanks❤❤❤❤❤❤❤❤

Star...Rajendra
join shbcf.ru