Bikram 💔 Rani Panda // @ranipandafilmsofficials8665

preview_player
Показать описание

Рекомендации по теме
Комментарии
Автор

ବିବାହ ପୂର୍ବରୁ ସମ୍ପର୍କ ରଖିଲେ ବହୁ ସମୟ ରେ ଏହି ପରି ପ୍ରତାରଣା ମିଳିଥାଏ।ରାଣୀ ପଣ୍ଡା ଙ୍କ ଜୀବନ ରେ ଏହା ଏକ ଜ୍ୱଳନ୍ତ ଉଦାହରଣ। ଏଣୁ ଏଥିରୁ ବର୍ତ୍ତମାନ ର ଯୁବପିଢି ଶିକ୍ଷା ଲାଭ କରିବା ନିହାତି ଜରୁରୀ।କାରଣ ନେଡି ଗୁଡ କହୁଣୀ କୁ ବୋହିଗଲା ପରେ ଆଉ ଖାଇ ହୁଏ ନାହିଁ।ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନ ଥିଲେ ସବୁ ଅସାର।ଯଦି ବିବାହ ପୂର୍ବରୁ ରାଣୀ ପଣ୍ଡା ସଂଯମତା ରକ୍ଷାକରି ଥାଆନ୍ତେ ତେବେ ଅlଜିବି ସେହି ବିକ୍ରମ କୁକୁର ଭଳି ରହି ଥାଆନ୍ତା।ସେତିକି ନ ହେବାରୁ ସେ ରାଣୀ ପଣ୍ଡା ଙ୍କୁ ବଦନାମ କରି ବିବାହ ନ କରି ଅନ୍ୟ ଜଣକୁ ବିବାହ କରିଗଲା।ତେଣୁ ଯୁବତୀ ମାନେ ଏଥିରୁ ବହୁତ କିଛି ଶିକ୍ଷା ଗ୍ରହଣ କରିବାର ଅଛି।

debashisjena
Автор

Rani maa bahut sundar bahut sundar bahut dukha sahi aji sara dunia ku khusi deichhi Jay shree Krishna 🙏🙏🙏🙏❤🎉🎉🎉🎉🎉🎉🎉🎉

ranjitkumarbehera
Автор

Bikram babu tu kbe sukha re Rahi pari bi ni mo ovisap 😭😭😭😭😭😭

rasmitabehera
Автор

Satare bahut dukha laguchi jiye heat ru bhala paithiba se hi bujhi pariba 🙏🙏prabhu jagannath sabu dekhuchanti 🙏🙏😔

rupalicreation
Автор

Bhai rani panda nka resident addres kehi kahiparibeki

kirankumardash
Автор

Rani didi poise re ete sara jaga buli parila.

laxmi
Автор

Rani panda eka vul nuho Vikram ra v vul.. Taali kebe gota haathru bajeni.. I m always in favour of Rani panda.

Crazzyrossy
Автор

Ram ram Satya he Hari Rama Satya he 🙏🙏🙏🙏🏊

PradhanManoj-nj
Автор

Bikram mariba rani didi ku kete kndeichi😢

barshadas
Автор

ଫଟୋରୁ ଜଣାପଡୁଛି ଯେମିତି ରାଣୀ ପଣ୍ଡା ର ବୟସ ବେଶୀ, ଟୋକା ବୋଧେ ସେଇଥି ପାଇଁ ଧରା ଛୁଆଁ ଦେଉନି। ଝିଅ ଠାରୁ ପୁଅ ଚାରି ପାଞ୍ଚ ବର୍ଷ ବଡ ରହିଲେ, ବୟସ ବଢିବା ସଙ୍ଗେ ସଙ୍ଗେ ଦୁଇ ଜଣଙ୍କ ଚେହେରା ର ପାର୍ଥକ୍ୟ ଏତେ ଜଣା ପଡ଼େନି । ଆଜି କାଲି ଯୌବନର ଉଦ୍ଦାମତାରେ ବୟସକୁ ଦେଖୁ ନାହାନ୍ତି, relation ରେ ରହି ଯାଉଛନ୍ତି, ପରେ relation ଭାଙ୍ଗି ଯାଉଚି, ଆମ ସଂସ୍କୃତି ରେ ଯେମିତି ଅଛି, ସେମିତି ବିବାହ କଲେ ହୁଏତ ଏତେ problem ଆସି ନ ପାରେ

subratapanigrahi
Автор

Sem mere sath bhi esa hua h 7 sal relationship tha

PoojaYdv-zw
Автор

ମାଆ ପୁଅ . ରାଣ୍ଡି ପଣ୍ଡା ର ପାପ ପାଇଁ ନା ସେ ବାହା ହେଇ ପାରିବ ନା ମାଆ ହେଇ ପାରିବ .ତେଣୁ ବିକାଶ କୁ ଦତ୍ତ ପୁତ୍ର କରିନେ .ଉଭୟ ଙ୍କ ମଙ୍ଗଳ

budhiramnahak
Автор

Didi Bikram bhaiku guniaa Kara jaichhi see puni aasiba

SasmitaPradhan-iw
Автор

Sundar chehera bhitare bi kukura Guna the

SantanukumarSahoo-xxej
Автор

Ta kala karma ra fala paiba bhagawan nka upare blv rakha didi 😢

SwapnaraniNayakPinky
Автор

ଭଲ ହେଇଚି ରେ ଭାଇ ରକ୍ଷା ପାଇଗଲୁ ନହେଲେ ଏ ବେଧ ତତେ ଛାଡ଼ି ନଥାନ୍ତା

ANILKUMARDASH-oyxx
Автор

ଏମିତି ଅନେକ ବେଶ୍ୟା ସଂସାରରେ ତା ଗଲୁ ମଲା ପରେ ଚେତା

saratmohanty
Автор

Bhagaban jhakaranti mangalpain
Rani apa tention niani jadi Bikram bhai tamku marriage karithante thahele agaku kan bada asubidha hoithanta saythipain marriage helani bhagaban sabu bele Tama pakhare achhanti Karan tame gariba bhai vouni ku help karuchha tamku kasta heba karana heartily tamar love thila rahili apaa
Jay Jagannath

sunilsahoo
Автор

Are se Bikram ku Baha heithiba jhhia ku dhanya au ta bapa ku dhanya...chhi chatara gura ..au se jhhia b chatari...

Payalart
Автор

Manisa banchi thiki bi Mari jaichi to pari pua pai bhoganba achhi re tu bhogibu tu

ranuraniPrusty
welcome to shbcf.ru