ration card ekyc odisha | ration card ekyc kaise kare | ration card ekyc | ration card kyc

preview_player
Показать описание
ration card ekyc odisha | ration card ekyc kaise kare | ration card ekyc last date | Mohan Majhi

#rationcard #rationcardekyc #mohanmajhi #odishanews

Search Related:-
ration card ekyc odisha
ration card ekyc odisha online
ration card ekyc odisha news
ration card ekyc odisha kemiti kariba
ration card ekyc odisha last date
ration card ekyc odisha 2024
ration card ekyc
ration card ekyc kaise kare

@SahuAmarendraAllInOne @TechnicalSuryaC @Pradeepinfo_45
Рекомендации по теме
Комментарии
Автор

ଭାଇ ରେ କି ଯୁଗ ହେଲା କି 🤔🤔
ଯଦି 5G ଯୁଗରେ E- KYC କରିବାକୁ ଗାଁ କୁ ଯିବାକୁ ପଡିବ ତେବେ ଆମେ 5G ଯୁଗରେ ନ ରହି 2G ରେ ରହିବା କଥା । 😢😢

rabindranahak
Автор

ଏଇ ସରକାର ତ ପାଗଳ, ଆପଣ ମଧ୍ୟ ଚୁପ୍ ରହିବା ପାଇଁ କହିଲି । କାରଣ ଏଇ ସବୁ କଥା ଶୁଣି ଶୁଣି ଆମକୁ ମଧ୍ୟ ପାଗଳ କରି ଦେଉଛ

biranchimahakur.
Автор

ଆମ ଗାଁ ଗୁଡ଼ାକରେ ବି ସେହି ପ୍ରୋବ୍ଲେମ ହେହୁଛି ଆପଣ ପୁରା ଠିକ କହିଛନ୍ତି

sumanbabu
Автор

ଧନ୍ୟବାଦ ଭାଇ ବଢିଆ କହିଛନ୍ତି. ସରକାର ଆମକୁ ଭକୁଆ ବନାଉଛନ୍ତି.

ritathakur
Автор

Thank you. Bhai. Bohut kohuchnti sorokar. Amoku hoeran koruchi

sunitakishan
Автор

ବିଷୟ ବସ୍ତୁକୁ ଯେତେ ସରଳ ଓ ସଂକ୍ଷେପରେ କହିବେ, ସେତେ ଲୋକପ୍ରିୟ ହେବ । ସେହି ବିଷୟ ବହିର୍ଭୁତ ଅଯଥା ତଥ୍ୟ କହି ଭିଡିଓର ସମୟ ସୀମା ବର୍ଦ୍ଧନ କରନ୍ତୁ ନାହିଁ।

dibakarnayak
Автор

Bohut bodhiya kohuchho Bhai sotore sorokar Jodi bi apononko language bujhuthibe tahele sotore tanku bohut jhotka lagibo good Bhai

EshariNayak-xcgy
Автор

Congratulations. Very. Good. Information. Salut

sonukhansonukhan
Автор

Thank you bhai bhola kahucho bahut bahut dhanyabad 🙏🙏🙏

ReenuBhatra-ciix
Автор

ଠିକ କହିଚ ଭାଇ ଏ ସରକାର ପାଗଳ ଆଉ ଆମମାନଙ୍କୁ ବି ପାଗଳ କରିଦେବେ ଆଉ ରେସନ କାର୍ଡ କଥା କହିଲେ ବାହାରେ ଥିଲେ E-kyc କଥା ଯୋଉ ଡିଲର ଆଉ ରେସନ ସେଣ୍ଟର ସେମାନେ ମନା କରିଦେଉଛନ୍ତି ତାହେଲେ ଆମେ କେମିତି E-kyc କରିବୁ ସରକାରତମନଇଛା ଯାହା କାଇଲେ ତାହେଲେ ଆମେ କଣ କରିବୁ

sibanayak
Автор

ଆମେ ପାଗଳ ନୁହଁ ବରଂ ମାଗିଆ ସରକାର ପାଗଳ ତାଙ୍କର ମୁଣ୍ଡ କାମ କରୁନି । ସେ ଲୋକଙ୍କୁ ସାହାଯ୍ୟ କରିବା ଜାଣି ନାହାନ୍ତି ଖାଲି ଗାଣ୍ଡିମାରିବା ଜାଣନ୍ତି

ashokbodra
Автор

5ରୁ10ବର୍ଷ ଛୁଆ ମାନଙ୍କର ଆଧାର ଅପଡେଟ ହେଉନାହିଁ ସେମାନଙ୍କ ର ରାସନ କାର୍ଡ ରେ ନାମ କଟିବ କି ନାହଁ

nabinpodh
Автор

Bhai good 👍🏻 direction thanks for the vedio

hrabhishakegaming
Автор

ରାସନ କାର୍ଡ଼ରେ ekyc ହେଇଚି କି ନାହିଁ ଦୟାକିରି ୟାକୁ ନେଇଁ ଭିଡିଓ ବନାନ୍ତୁ ?

prafullakanhar
Автор

Ration card e-kyc hoichoi ki nahi kemiti mobile re check karibu

bharatikishan
Автор

ସରକାର ପାଗଳ ନୁହଁନ୍ତି ଭାଇ ଆମେ ମାନେ ସେମାନଙ୍କ ଆଗରେ ପାଗଳ ଠିକ ନା ନାହିଁ

KUMARSUSANTA-noku
Автор

ରାସନ କାର୍ଡ ର ଇ କେ ୟା ସି ର ଶେଷ ତାରିଖ କେବେ ଅଛି ଆମେ ବାହାରେ ଅଛୁ ଓଡିଶା ର କଣ ହେବ.

ritathakur
Автор

Odisha machine code other state machine kamiti janiba kamiti eKYC heba.

bipinkumarnayak-bvub
Автор

Ame v Delhi re achhu confirm TKT miluni...ja hau apanka video asigala...thanks bhai diwali re jibu abe 😅

sureshmahanta
Автор

ଏ ବର୍ଷର ସୁପେର ହିଟ ନାଟକ ମୋହନ vs ନବୀନ ❤❤❤

kaliabredeka