Mo Bapa | Emotional Odia Song | Aliva Lenka | Sricharan Mohanty | Kalandi Rout | Sanjay

preview_player
Показать описание
Suman Creation Media ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ବାପାଙ୍କ ଗୀତ "ମୋ ବାପା" । ଏହି ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଅଲିଭା ଲେଙ୍କା ଓ ଶ୍ରୀଚରଣ ମହାନ୍ତି, ଗୀତ ରଚନା କରିଛନ୍ତି କାଳନ୍ଦୀ ରାଉତ ଓ ସଂଗୀତରେ ସଜେଇଛନ୍ତି ସଞ୍ଜୟ ।

ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।

► Please Like, Share, Comment & Don't Forget To Subscribe Our Channel Suman Creation Media - @sumancreationmedia

► Video Credits
♫ Song Name: Mo Bapa
♫ Singer: Aliva Lenka & Sricharan Mohanty
♫ Lyrics: Kalandi Rout (Ph -7000121696)
♫ Music: Sanjay
♫ Dubbing & Mixing: Studio Pabitra
♫ DOP: Ajit
♫ Produced By: Mohan Bhai (WhatsApp 8018209332)
♫ Banner: Suman Creation Media

► "Mo Bapa" - Now Streaming On -

► Enjoy & stay connected with us!

#SumanCreationMedia #MoBapa #AlivaLenka #SricharanMohanty #KalandiRout #Sanjay #fathersday #BapaMoBapa #Bapa #MoBapaAlivaLenka #Father'sDaySpecialSong #father #AlivaLenkaSong #SricharanMohantySong #BestofAlivaLenka #BestofSricharanMohanty #BapaSong #HataDhariMoraChalisikheila #RagichaKiBapaTame #OdiaSong2023 #fathersdayspecial

► Copyright Disclaimer
Copyright © of The Content Belong To Suman Creation Media. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
Рекомендации по теме
Комментарии
Автор

ବୋଉ ଗୀତ ପରେ ବାପା ଗୀତ ବି ସୁନ୍ଦର ହିଟ୍ ହୋଇଛି. ୨ ଜଣ ଗାୟକ ଗାୟିକା ଲେଖକ ବଂଧୁ କୁ ବହୁତ ବହୁତ ଧନ୍ଯବାଦ🤝 ଜୟ ଜଗନ୍ନାଥ🙏

udayalima
Автор

ଖୁବ୍ ସୁନ୍ଦର 👌👌ଆଖି ଛଳଛଳ ହୋଇଗଲା। ସତରେ ବାପା ମାଆ ଥିଲେ ସବୁକିଛି ଅଛି ।🙏🏻🙏🏻🙏🏻

monalisa.amohapatra
Автор

ହୃଦୟସ୍ପର୍ଶୀ ଗୀତ ।ବାପାଙ୍କୁ କୋଟି କୋଟି ପ୍ରଣାମ 🙏🙏❤️❤️🌹🌹

pramilagantayat
Автор

ଅତି ସୁନ୍ଦର ଲାଗିଲା ଆଜ୍ଞା । Hara krishna 🙏

pradipbhuyan
Автор

ଲେଖକ, ପ୍ରଯୋଜକ, ଗାୟକ ଓ ନିର୍ଦ୍ଦେଶକ ସମସ୍ତଙ୍କୁ କୋଟି ପ୍ରଣାମ l ବାଃ

manaranjanpradhan
Автор

ଅତ୍ୟନ୍ତ ହୃଦୟ ସ୍ପର୍ଶୀ ବାପା ସତରେ ଯେତେ ଉପମା ଦେଲେ ବାପାଙ୍କ ସଙ୍ଗେ ତୁଳନୀୟ ଠାରୁ କମ ଜଣା ପଡୁଛି l ଧନ୍ୟବାଦ ସମସ୍ତଙ୍କୁ

urmiladei
Автор

ଭାବନାକୁ ଶବ୍ଦରେ ଅତି ସୁନ୍ଦର ଭାବରେ ସଜାଇଅଛନ୍ତି Lyricist.. Beautiful brother❤ ଅତି ସୁନ୍ଦର ଲେଖା।

sambitkumardash
Автор

ବହୁତ ହୃଦୟ ସ୍ପର୍ଶି, ଗୀତ ଟି ଶୁଣିଲା ପରେ ମୋ ଆଖିରୁ ଲୁହ ଝରିଗଲା, ମୋ ବାପାଙ୍କ କଥା ବହୁତ ମନେ ପଡିଲା, ମହାପ୍ରଭୁ ମୋତେ ପ୍ରତିଟି ଜନ୍ମ ତାଙ୍କ କୋଳରେ ଦିଅନ୍ତୁ 🙏🙏👌

manasmahapatra
Автор

ବୋଉ ଗୀତ ପରେ ଏବେ ବାପା ଗୀତ
ଖୁବ୍ ସୁନ୍ଦର, ଆପଣ ଦୁଇ ଜଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଜୟ ଜଗନ୍ନାଥ

biswaranjanjena
Автор

ସତରେ ପୁରା ହୃଦୟ ସ୍ପଶି ଗୀତଟିଏ ହୃଦୟ କୁ ଛୁଇଁଲା ଲଭ ୟୁ ବାପା

kabitamohanta
Автор

Mo Bapa Mo pain Jagannath Mo bou Mo pain mahalaxmi ❤❤

sureshsahoo
Автор

ବାପା ବୋଉଙ୍କର ଗୀତ କରିଥିବା ସମସ୍ତ କଳାକାର ଙ୍କୁ ହୃଦୟରୁ ପ୍ରଣାମ ❤

RanjanKumar-rbhx
Автор

ବହୁତ ସୁନ୍ଦର ହେଇଛି ଗୀତଟି ହୃଦୟ ସ୍ପର୍ଶୀ, I love you Bapa

jayashreedas
Автор

ଗୀତ ଗାଉଥିବା ଭାଈ ଭଉଣୀ କୁ ଧନ୍ୟବାଦ୍, ଗୀତଟି ବହୁତ ଭଲ ଲାଗୁଛି, ଗୀତଟି ଏକଦମ୍ ମନକୁ ଛୁଇଁ ଯାଉଛି, ବହୁତ୍ ବହୁତ୍ ଧନ୍ୟବାଦ୍

manaskumarbehera
Автор

Bhaari mane pade mo bapanka katha miss u baapa heart touching song

susamaranipnigrahi
Автор

ଅତିସୁନ୍ଦର ବଢିଆ ଲାଗିଲା ଗିତଟିର ପୁରାଟିମ୍ କୁ ଅଶେଷ ଅଶେଷ ଧନ୍ୟବାଦ୍ ।।ଏହିପରି ସୁନ୍ଦର ସୁନ୍ଦର ଗୀତ ସୁମନ କ୍ରିଏସନ
କରନ୍ତୁ ।

babudash
Автор

ଖୁବ୍ ସୁନ୍ଦର ଉପସ୍ଥାପନା ଏବଂ ରଚନା ତଥା ସ୍ବର ସଂଯୋଜନା। ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା।

minakhidas
Автор

କୁଳାଙ୍ଗାର ପୁଅଝିଅମାନେ ଗୀତଟି ଶୁଣିବା ଉଚିତ।

minakhidas
Автор

Bahut sunder song payeen Dhanyabad.Singer jodi to your all team for this beautiful song....

entertainmentyou...
Автор

ବହୁତ ହୃଦୟସ୍ପର୍ଶି 😭😭 ଏ ଗୀତ ଟି ଶୁଣିଲା ବେଳକୁ ଆଖିରୁ ଲୁହ ଝରି ପଡୁଚି

miraashish