Army chief MM Naravane Meets The Injured Soldiers At Leh Military Hospital | NandighoshaTV

preview_player
Показать описание
ଅଶାନ୍ତ ହୋଇପଡିଛି ଭାରତ ଓ ଚୀନର ସୀମା । ଏଥର କିନ୍ତୁ ଚୀନର ଚାଲାକିକୁ ଆଉ ବରଦାସ୍ତ କରାଯିବନି । ଯେକୌଣସି ସ୍ତରରେ ମାତ୍‌ ଦେବାକୁ ଭାରତ ପ୍ରସ୍ତୁତ । ଆଜିଠୁ ଦୁଇ ଦିନିଆ ଗସ୍ତରେ ଲଦାଖ ଯାଇଛନ୍ତି ସେନାମୁ୍ଖ୍ୟ ମନୋଜ ମୁ୍କୁନ୍ଦ ନରଓ୍ୱାଣେ । ଏହି ଅବସରରେ ଲେହରେ ଥିବା ସେନା ହସ୍ପିଟାଲରେ ଆହତ ମାନଙ୍କୁ ଭେଟିଛନ୍ତି #NandighoshaTV #Indo_China #India #China
Army chief MM Naravane Meets The Injured Soldiers At Leh Military Hospital | NandighoshaTV
Рекомендации по теме