Singer Ranjan Gaan accuses Pabitra Entertainment of copying his song without permission

preview_player
Показать описание
Singer Ranjan Gaan accuses Pabitra Entertainment of copying his song without permission

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

ରଞ୍ଜନ ଭାଇ ତମକୁ ତ ପ୍ରଥମ ଦେଖିଲି ହେଲେ
ମର ୧୦ବର୍ଷ ର ପୁରୁଣା ସ୍ମୃତି ପୁଣି ମନେ ପଡିଯାଉଛି ଏ ଗୀତ ମର ଏକ ଅଭୁଲା ସ୍ମୃତି ସହ ଜଡ଼ିତ ଅଛି

bamanabehera
Автор

ଭାଇ ମୁଁ ତୁମର ବହୁତ୍ ବଡ଼ ଫ୍ୟାନ,
ପିଲା ଦିନେ ସମସ୍ତେ କହିଲେ କି ରଞ୍ଜନ ଗାନ ମରିଯାଇଛନ୍ତି ବୋଲି, ହେଲେ ଆଜି ହଠାତ୍ ତୁମକୁ ୧୦ ବର୍ଷ ପରେ ଦେଖିକି ବହୁତ୍ ଖୁସି ଲାଗିଲା । 🙂 Love you bhai ♥️

itsmepaki
Автор

Teen age without u is incomplete bro .. proud of you Ranjan bro💋

saumyaranjandas
Автор

He is actually a legend of voice without autotune ❤❤❤❤

umakantyasraj
Автор

ଆଜି ପ୍ରଥମ ଥର ରଞ୍ଜନ ବାବୁଙ୍କୁ ଦେଖିଲି. 10ବର୍ଷ ର ପୁରୁଣା ସ୍ମିତି ତାଜା ହୋଇଗଲା

bigyanmajhee
Автор

ଆପଣ ଦୁଃଖ କରନ୍ତୁ ନାହିଁ ଗାଅଣ ଭାଇ ସତ କେବେ ଲୁଚି ରହେନା ଆପଣ very great ସିଙ୍ଗର

banmalibehra.i.organicmen
Автор

It's not a song. It's a emotion for every boy's 🙂

Trending_lyrics_
Автор

ଭାଇ ଆପଣ ଆପଣଙ୍କର ପରିଚୟ ଆମକୁ ଦବା ଦରକାର ନାହିଁ, କାରଣ ଆପଣଙ୍କ ର ଏକ ଅଲଗା ହିଁ ପରିଚୟ ଅଛି, ଓଡ଼ିଶା ବାସୀ ଆପଣଙ୍କୁ ଜାଣିଛନ୍ତି l

experimentsalad
Автор

ଦିନ ଥିଲା ଭାଇଙ୍କ ଗୀତ ଶୁଣି ଭଲ ପାଇ ନଥିବା ଲୋକ ବି ଭଙ୍ଗା ହୃଦୟର କଷ୍ଟକୁ ଅନୁଭବ କରି ପାରୁଥିଲା ।

munnamohanty
Автор

ଆମେ ଛୋଟ ବେଳେ ମନେ ମନେ ସବୁ କଥା ହଉ ଏହି ଗୀତ କିଏ ଗାଇଛି all 32 songs this viral, , , , thanks for O TV real Singer's kiy apana Aji ଦେଖେଇ ଦେଲେ love you O TV God bless you❤jay Jagannath 🙏

sanjaykumarmama
Автор

AND THIS SINGER HAS TO BE RECOGNISED AND APPRECIATE IN PUBLIC ❤️

charleskrishna
Автор

Kuha jadi duniyare kou Manisha ta Bhala Pai nahi...is my all time favorite of this singer

swagatbehera
Автор

ଭାଈ ଆପଣ ଆଗକୁ ଏମିତି ଗାଇ ଚାଲନ୍ତୁ। ଆମେ ଆପଣଙ୍କ ସାଙ୍ଗରେ ଅଛୁ school ରେ ପଢିଲା ବେଳେ ଏଇ ଗିତ ଶୁଣିଥିଲି। ସାରା ଓଡ଼ିଶା ରେ ଚହଳ ପକେଇ ଥିଲା ଏ ଗୀତ ସେତେ ବେଳେ। ଆପଣଙ୍କୁ ନ୍ୟାୟ ନିଶ୍ଚିତ ମିଳିବ। ରଞ୍ଜନ ଭାଈ ❤❤।

subashnayak
Автор

I had a memory with his song "priyatama". It was in my final yr of BSC. The annual function was going on and inside the auditorium there was a lot of noise. These noise gave me a bad headache all of sudden. I was just planning to leave the auditorium, the "priyatama" song played. And it did magic. I really don't have words to express the peace I felt immediately. The voice was like a painkiller. My headache elevated soundly. I was so immersed in that song, I only got back to reality after my friend called my name loudly. After the song finished I left the auditorium. My headache was already gone. It was so unreal for me to feel this. I won't forget that moment.

debasmitapati
Автор

ଗୀତ ରଞ୍ଜନ ଭାଇ ର
ଜିଏ ଚାହୁଁଛ ରଞ୍ଜନ ଭାଇ ଚନ୍ନେଲ ରେ ଗୀତ ପ୍ରୋମୋଟ ହଉ
ଗୋଟେ like 👍🏻

itz_gyana_
Автор

ରଞ୍ଜନ ଗାଆଣ ସହିତ ଅନ୍ୟାୟ ହେଇଚି ଜୟ ଜଗନ୍ନାଥ 🙏

RudraOdiyaShayari
Автор

ଆପଣଙ୍କ ସ୍ୱର ତ ଶୁଣିଥିଲୁ କିନ୍ତୁ ଆଜି ପ୍ରଥମ ଥର ଆପଣଙ୍କୁ ଦେଖିଲୁ ଏବଂ ଆଉ ଥରେ ଗୀତ ଭି ଶୁଣିଲୁ ମିଡିଆ ଭାଇଙ୍କ ଯୋଗୁ।।।

gananathsoren
Автор

ଆଜି ବି ଭାଇ ତୁମ କଣ୍ଠରେ ସେହି ଚମକ ଅଛି।।।।।।।।।

mr.sanjayinformationdiscov
Автор

We r proud of you Ranjan bro from Jagatsinghpur 💕💕

saumyaranjandas
Автор

Legendary..his every song is fantastic

sanjaynayak