NEET Paper Leak Row | Politics Heats up At Both Houses of Parliament

preview_player
Показать описание
#ନିଟକୁ_ନେଇ_ଗୃହରେ_ଝଡ଼
ନିଟ୍ ବିବାଦକୁ ନେଇ ସଂସଦର ଉଭୟ ଗୃହରେ ଝଡ଼ । ଏ ପ୍ରସଙ୍ଗରେ ଚର୍ଚ୍ଚା ଓ ଆଲୋଚନା ଦାବି କରି ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ । ଗୃହ ବାରମ୍ବାର ମୁଲତବୀ ପରେ ଲୋକସଭାକୁ ଜୁଲାଇ ୧ ତାରିଖ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
#NEET #Exam #Lokasabha #Politics #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

ସବୁ ସମୟରେ ଛାତ୍ର ଙ୍କ ବିଷୟ ହିଁ ପ୍ରଥମ ହେବା କଥା। ନିଜ ଭୁଲ ପାଇଁ, ସରକାରଙ୍କ ଭୟ ଏ ବିଷୟରେ ଆଲୋଚନା କରିବା ପାଇଁ।

samparksathi
Автор

Great leader Rahul gandhi .I always support

SAGARPRUSETH-ri
Автор

Sarkar nka daitya but birodhi kichi abhiyog karile mike bandh .desa ra bhavishyat ku nasta karantu ni sir .

SureshgoutamPanda
Автор

ବିଗତ 7 ଦିନରେ
5 ଟି ପୋଲ ଗଳିପଡିଛି, ..
3 ଟି ରେଳ ଦୁର୍ଘଟଣା ହେଇଛି..
2 ଟି ଏୟାରପୋର୍ଟ ଭୁଷୁଡ଼ିଛି...
ରାମମନ୍ଦିର ଛାତରୁ ପାଣି ଗଳୁଛି...
NEET ସ୍କାମ ହେଇଛି..
UPSC ରେ ଘୋଟଲା ହୋଇଛି..
Jio ର ଟାରିଫ ପ୍ଲାନ ବଢିଛି..
ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି..
ଅଯୋଧ୍ୟା ରେ ନବନିର୍ମିତ ରେଳ ଷ୍ଟେସନ ର ପାଚେରୀ ଭାଙ୍ଗିଛି..
ବନାରସ ର ରାଜରାସ୍ତା ଅଧା ଧୋଇହୋଇ ଯାଇଛି...
ଟଙ୍କା ର ମୂଲ୍ୟ ଡଲାର ତୁଳନାରେ ସବୁଠୁ ନିମ୍ନଗାମୀ ହେଇଛି...
OTET ରେ ଫିସ ବଢିଛି..
ଷାଠିପିକେଟ ଡାଉନଲୋଡ଼ ପାଇଁ 500 ଦେବାକୁ ହେଉଛି..
ଭୁବନେଶ୍ୱର ଏୟାରପୋର୍ଟ ନିଲାମ ହେବାକୁ ବସିଛି..
ଓଡିଶା ର 17 ଟି ଖଣି ବିକ୍ରି ହେବାକୁ ଅପେକ୍ଷା ରହିଛି...

ଏସବୁ ସେଇ ବିଧର୍ମୀ ସୋନାକ୍ଷୀ ସିନ୍ହା ଅନ୍ୟ ଧର୍ମର ଯୁବକ କୁ ବିବାହ କରିବା ଯୋଗୁଁ ଏମିତି ସବୁ ଅଘଟଣ ଘଟି ଚାଲିଛି..
ନା କଣ ଏଣ୍ଡ ଭକତେ ମୁଁ ସତ କହୁଛି ନା ମିଛ କହୁଛି..
ନା ଏଥିରେ ବି ପାକିସ୍ତାନ କିମ୍ବା ତାମିଲି ପାଣ୍ଡୁ ର ହାତ ରହିଛି.

କଳ୍କୀ
Автор

Rahul aji eka nua sadbhavana au joint decesion karibaku chanhi thile kintu sarakar birodhi dalnku anadekha kale eaha ganatantra ra marjyadanasta karuchi.

SureshgoutamPanda
Автор

Dayitwa bahat hai par ham puri nahi karenge😅😂.

sandippradhan
Автор

Sarkar kichi sunibe nahin.bjp sarkar.ganatantra surakshit nahin.

SureshgoutamPanda