BJD MP Sasmit Patra On Women’s Reservation Bill In Parliament | NandighoshaTV

preview_player
Показать описание
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

#NandighoshaTV #BJD #SasmitPatra

*Nandighosha TV Is Available On Following DTH Channels*

* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Рекомендации по теме
Комментарии
Автор

ମହିଳା ସଶକ୍ତିକରଣ ପାଇଁ ସସ୍ମିତ ବାବୁ ଆଜି ରାଜ୍ୟସଭାରେ ଦାବି କରିଛନ୍ତି ଏହା ଏକ ଭଲ ଚିନ୍ତାଧାରା ଅଟେ |

malayabhoi
Автор

ମହିଳା ମାନଙ୍କ ଉର୍ନତି ହେଲେ ଦେଶର ଉର୍ନତି ହେବ |

mrSilu-rhnx
Автор

ରାଜ୍ୟସଭାରେ ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ ର ଏହି ଦାବି ଅତି ପ୍ରଶଂସନୀୟ ଅଟେ |

prakashkumarpanigrahi
Автор

ମହିଳା ସଂରକ୍ଷଣ ବିଲ ଯଥା ଶୀଘ୍ର ପାସ କରାଯିବ ଉଚିତ

rehanpande
Автор

ଓଡ଼ିଶାର ଏହି ଦାବି କୁ ପୂରଣ କରନ୍ତୁ କେନ୍ଦ୍ର ସରକାର

viralvediochanel
Автор

ସମ୍ବିତ ପାତ୍ର ଉଠେଇ ଥିବା ଦାବି କୁ କେନ୍ଦ୍ର ପାଳନ କରିବା ଦରକାର

rakeshmohapatra
Автор

ସସ୍ମିତ ବାବୁଙ୍କ କଥାରେ ମୁଁ ସମ୍ପୂର୍ଣ ଏକମତ |

yashrajdas
Автор

ରାଜ୍ୟସଭାରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହା ନିଶ୍ଚିତଭାବେ ଏକ ଭଲ ଖବର ଅଟେ |

Sradhanjalisahoo
Автор

୩୩% ମହିଳା ସଂରକ୍ଷଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ଶସ୍ମିତ ବାବୁ ଏହା ନିଶ୍ଚିତଭାବେ ଏକ ଭଲ ଦାବି ଅଟେ |

SpreadKnowledgeOfSanatanDharma
Автор

ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ବିଜେଡି ର ଏହି ଦାବି ସ୍ୱାଗତଯୋଗ୍ୟ ଅଟେ |

saraswatmusic
Автор

ମହିଳା ମାନଙ୍କର ବିକାଶ କେବଳ ବିଜେଡି ସରକାର ଚାହିଁଛି l

samirapatra
Автор

ମହିଳା ମାନଙ୍କ ସ୍ଥାନ ସଂରକ୍ଷଣ ପାଇଁ ସସ୍ମିତ ପାତ୍ର ସାର ବହୁତ ଭଲ ଦାବି ଉପସ୍ଥାପନ କରିଛନ୍ତି |

biswajitmohanty
Автор

ମହିଳା ସଶକ୍ତିକରଣ କୁ ନେଇ ବିଜେଡି ର ଏହି ଦାବି ଉପସ୍ଥାପନା ସ୍ୱାଗତଯୋଗ୍ୟ

nihardas
Автор

ମହିଳା ମାନଙ୍କ ଉର୍ନତି ପାଇଁ ବିଜୁ ଜନତା ଦଳ ସଦା ସର୍ବଦା ତତ୍ପର ଅଛନ୍ତି |

saraswatimallik
Автор

ମହିଳା ସଶକ୍ତି କରଣ ସମାଜ ପାଇଁ ବହୁତ ସୁନ୍ଦର ପଦକ୍ଷପ |

papunsahu
Автор

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବହୁତ ଭଲ ଦାବି ରଖାଯାଇଛି |

rajeshbarik
Автор

ରାଜ୍ୟସଭାରେ ମହିଳା ସଶକ୍ତିକରଣ କୁ ନେଇ ବିଜେଡି ସାଂସଦ ଯେଉଁ ଦାବି ରଖିଛନ୍ତି ତାହା ସ୍ୱାଗତଯୋଗ୍ୟ ଅଟେ |

rakeshpattnaik
Автор

ମହିଳା ସଶକ୍ତିକରଣ ବିଲ ପାସ ହେଲେ ଭଲ ରାଜ୍ୟ ପାଇଁ l

isitaparija
Автор

ନିଶ୍ଚିନ୍ତ ଭାବରେ ମହିଳା ମାନଙ୍କ ବିକାଶ ପାଇଁ ବିଜେଡି ସାଂସଦ ସବୁ ବେଳେ ରାଜ୍ୟସଭା ରେ ଉଚିତ ଦାବି ଉପସ୍ଥାପନା କରିଆସିଛନ୍ତି |

debadattapanda
Автор

sasmit babu ekdam thik katha kahichanti

swadhinparida