Sata Meghara Odhani | Full Video | Rupa & Pintu | Humane Sagar | Aseema Panda | Odia Romantic Song

preview_player
Показать описание
Riddhiman Entertainment presents the Odia romantic full video song, "Sata Meghara Odhani" starring Rupa and Pintu, Odisha's no1 jodi. The song is sung by Humane Sagar and Aseema Panda. Watch the beautiful chemistry between Rupa and Pintu as they romance in picturesque locations while listening to the melodious voices of Humane Sager and Aseema Panda. Don't miss this heartwarming and romantic video.

➤ Starring- Rupa & Pintu
➤ Starcast- Jiban Panda, Mahi, & Juniors
➤ Director- Bibek
➤ D.O.P- Akhya Kumar Nayak & Jagu
➤ Production- Sankar
➤ Coriographer - Sajan
➤ Editing- Ranjan Khatei
➤ DI- Srujan Flims
➤ Makeup- Tutu
➤ Hair Dresser- Mama
➤ Art- Pandia
➤ Singer- Humane Sager & Aseema Panda
➤ Music- Pradyumna & Ranjan
➤ Lyrics- Dillip Padhi & Pramod Parida
➤ Music Arrangement- Sumit Dixit
➤ Recording- Studio Mrr
Credits -:
➤ Special Thanks- Haraparbati Music

➤ Special Thanks- Anuprava Creation

Streaming Now:-

(𝐀𝐍𝐓𝐈-𝐏𝐈𝐑𝐀𝐂𝐘 𝐖𝐀𝐑𝐍𝐈𝐍𝐆)

This content is Copyright to "Riddhiman Entertainment". Any unauthorized reproduction, re distribution, or re-upload is strictly prohibited from this material. Copyright strike 'll be given without any warning as well as Legal action will be taken against those who violate this copyrights material presented.

#rupapintu
#humanesagar
#aseemapanda
#odiasong2023
#odiamusicvideosong
#odiaromance
#satamegharaodhani
#odishano1jodi
#odiamusic
#romanticvideo
#lovestory
#rupapintukhushiexpress
#rupapintunewsong
#rupapintukhusi_newodia_song_video
#rupapintunewalbum
#riddhimanentertainment
#aseemapandanewsong
#humanesagarnewsong
#odiasong
#odiafullvideosong
Рекомендации по теме
Комментарии
Автор

ମୋର ଓଡ଼ିଶାର ଅଗଣିତ ଦର୍ଶକବନ୍ଧୁ ମାନଙ୍କୁ ହୃଦୟରୁ ନମସ୍କାର 🙏 2023 ରେ ଆପଣ ମାନଙ୍କୁ ଭେଟି ଦେଇଥିବା ମୋର ଏହି ପ୍ରଥମ ଗୀତଟି ଆପଣ ମାନଙ୍କୁ କେମିତି ଲାଗିଲା ମତାମତ ଜଣେଇବେ ଯଦି କିଛି ଭୁଲ୍ ଥାଏ କ୍ଷମା କରିବେ ଜୟ ଜଗନ୍ନାଥ 🙏

rupapinkhushiexpress
Автор

ଯେତେ ଯାହା ହେଲେ original ଗୀତ ଟା ସବୁଠୁ ଭଲ ଆମ ଶକ୍ତି ମିଶ୍ର ଙ୍କ କଣ୍ଠ ରେ ।

manaschandra
Автор

ସତରେ ବହୁତ ସୁନ୍ଦର ହେଇଛି ଗୀତଟି👍ହୁର୍ଦୟକୁ ଛୁଇଁ ଯାଉଛି👏ଲାଗୁଛି ସବୁ ଗୀତ ପରି ଏ ଗୀତଟି ମଧ୍ଯ ଅଗଣିତ ଦର୍ଶକମାନଙ୍କ ଭଲପାଇବା ସାଉଣ୍ଟିବ🤗ରୂପା ପିଣ୍ଟୁ ବେଷ୍ଟ ଯୋଡି❤ଆଉ କେଉଁମାନେ ମୋ କଥାରେ ସହମତ👍

subhadra_
Автор

, ଅତି ସୁନ୍ଦର ଭାଇ ଭାଉଜ love you ❤️🎈🎈❤️❤️❤️❤️

sujitkumarbeherapintu
Автор

ବହୁତ ଭଲ ଲାଗିଲା। Salute to your Efforts... ଜୟ ଜଗନ୍ନାଥ 🙏🙏🙏🙏

shubhranshudebasmita
Автор

ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକ ଏତେ ମାତ୍ରା ରେ ଭଲ ପାଇଥିବାରୁ ବହୁତ୍ ଖୁସି ଲାଗୁଛି।ଏମିତି ଭଗବାନ ଙ୍କ ଅଶ୍ରିବାଦ ତୁମ ଉପରେ ଥାଉ🙏 ଜୟ ଜଗନ୍ନାଥ 🙏

subhasmitadash
Автор

ସବୁ ଓଡିଆ ହିରୋ ଙ୍କ ଠାରୁ ସୁପର ହିରୋ ଆମ ପିଣ୍ଟୁ ଛୁଆ...❤❤❤

suravikavita
Автор

ମାତା ପିତାଙ୍କ ଆଶୀର୍ବାଦ ଯୋଗୁଁ ପ୍ରତ୍ୟେକ ମଣିଷ ଖୁସିରେ ରୁହେ, ଉନ୍ନତି କରେ .... 🙏🙏

pintuvillagetour
Автор

ସତରେ ବହୁତ୍ ଭଲ ଲାଗୁଛି 🥰 ଅଗଣିତ ଦର୍ଶକଙ୍କ ମନ ଛୁଇଁବ ଆଶା କରୁଛି।ଜୟ ଜଗନ୍ନାଥ 🙏🙏🙏

subhasmitadash
Автор

Song super achhi bhai
Au tama jodi 👌👌👌 kahar najar na lagu

sibusandhya
Автор

ବହୁତ୍ ଭଲ ଲାଗିଲା ଏମିତି ଆଗକୁ ଯାଅ 🙏ଜୟ ଜଗନ୍ନାଥ ସାହା ଭରଷା 🙏❤️

tapanrakhivlog
Автор

ବହୁତ ସୁନ୍ଦର ମୋ ସାନଭାଇ ଭାଉଜ ଙ୍କ ଯୋଡି 💖💖ହୃଦୟ ରୁ ଅନେକ ଅନେକ ଶୁଭେଚ୍ଛା, ଆଶୀର୍ବାଦ n ଭଲପାଇବା 💖💖ବହୁତ ଆଗକୁ ଯାଅ, ସବୁବେଳେ ଖୁସି ରେ ରୁହ 💖ଗୀତ ଟି
ବହୁତ ଭଲ ହେଇଛି.💖

subhacreation.
Автор

Mind blowing, My favoriti song, bhai bahuta sundar hoichi gita, acting song, bagaban tumara mangal karantu, jay jaganntha❤❤❤❤❤❤❤❤❤❤❤❤❤❤❤❤❤❤

subhamdjsubhamdj
Автор

Bahut agaku badha .... Prabhu jagannath tumo chola potho ku kusumare bhari diontu 😍

niranjanbehera
Автор

Wow super.... Evergreen music🎶 all time favorite album song 🎵❤😍❤😍All the Best Pintu Bhai &Rupa Dii 👍ଜୀବନର ଚଲାପଥ ଏମିତି ସବୁବେଳେ ହସଖୁସିରେ ବିତିଯାଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା🙏। ଯେଉଁମାନେ ପିଣ୍ଟୁ ଭାଇ ଓ ରୂପା ଦିଦି ସପୋର୍ଟ କରନ୍ତି ସେମାନଙ୍କ ପାଇଁ ଗୋଟେ ଗୋଟେ like &comment ହୋଇଯାଉ। 👍❤😍

i_am_mr_satyan
Автор

ଭାଇ ଭାଉଜ ବହୁତ ଭଲ ଲାଗିଲା ଗିତ 🥰🥰 ଭାଇ ଝିଅ ଦେଖି ଵାକୁଯାଇଥିଲ ଭାଉଜ କେମିତି ଲାଗିଲା 🥰🥰🥰🥰

pujanahak
Автор

That's the.... Dedication level..
Actor Pintu Who is waiting for video on releasing at 6am and also commented.. ❤️❤️

pravakarsahooofficial
Автор

Wow 😍😍😍my fbrt song 🥰🥰🥰🥰🥰🥰bahut cute heichi song & vdo 👌👌🔥🔥🤗🤗🥰🥰🥰🥰

sandhyaranisingh
Автор

ଅତି ସୁନ୍ଦର ଅଭିନୟ ଏବଂ ହୃଦୟସ୍ପର୍ଶୀ ଗୀତ ଗୁଡ଼ିକ ଭଲ ଲାଗୁଚି

biswaranjantripathy
Автор

Bhai apkhare thili wow gajaba haechi bhai love you all jay Jagannath ❤❤❤❤😘😘😘

tapanjenaliku