Hasa Gote Otha Tala Gaan Ra Naa - Romantic Film Song | Kumar Bapi,Tapu Mishra | Anubhav,Archita

preview_player
Показать описание
Song : Hasa Gote 2
------------------------------------------------------
------------------------------------------------------
Album/Film : Dhanare Rakhibu Sapatha Mora
Album No : 1615
Singer : Kumar Bapi & Tapu Mishra
Lyrics : Nirmal Nayak
Music : Shantiraj Khosla
Music Arranger / Programmer :
------------------------------------------------------
♪ Full Song Available on ♪
Resso :
Also available on ITunes
--------------------------------------------------
Video Director :
Editor :
Thumbnail Design : Bikash & Tapan
Digital Grading : Shivananda Jena
DI At : Sidharth Studio
Camera Associate : Rintu, Narendra & Vicky
IT Support : Durga Prasad Das
Makeup : Deepak
Recorded At: Sidharth Studio
Voice Dubbing : Munna & Pappu
Mastering By: Sitaram Agrawal & Pradumna Singh
Banner : Sidharth Music
Producer : Sitaram Agrawal & Namita Agrawal
Music Label : Sidharth Music
------------------------------------------------------
Set Caller Tune ; Operator Codes:
Airtel Users Dial 5432114381496
Vodafone Users Dial 5371251546
BSNL (South / East) Users sms BT 1251546 To 56700
Idea Users Dial 567891251546
BSNL (North / West) Users sms BT To 56700
Also available on Jio Tunes
------------------------------------------------------
Watch & Subscribe to our other YouTube Channels:
------------------------------------------------------
Enjoy & stay connected with us!
------------------------------------------------------
#SidharthMusic #SidharthBhakti #SidharthTV #NamitaAgrawal
Рекомендации по теме
Комментарии
Автор

ଏଇ ଗୀତ ଶୁଣିଲା ବେଳକୁ ଦେହ ଶୀତେଇ ଯାଉଚି ଗଲା ସେ ଅଭୁଲା ଦିନ ଗୋଟେ tv ରେ ସମସ୍ତେ ମିଶିକି ଗୋଟେ film ଆଜି ମୁଁ 21ବର୍ଷ ର ହେଲାଣି ହେଲେ ବହୁତ୍ ଛୋଟ ଥିଲି ଯେତେବେଳେ ଏଇ film ହେଇଥିଲା କିନ୍ତୁ ଏଇ ଗୀତ ସବୁବେଳେ ଅଭୁଲା ସ୍ମୃତି ସେତେବେଳ ଏମିତି ଥିଲା ସମସ୍ତେ ଗୋଟେ tv ରେ ଇଚ୍ଛା ନଥିଲେ ବି ଯାହା ସମସ୍ତେ ଦେଖିବେ ଦେଖିବାକୁ ବାଧ୍ୟ ହେଲେ ଏବେ ସମସ୍ତଙ୍କର ଗୋଟେ ଗୋଟେ ଫୋନ୍ ହେଲେ ସେ ମଜା ନାହିଁ ଯାହା ଗୋଟେ tv ଦେଖିଲା ବେଳେ ଥିଲା, ସେ ରବିବାର ଛୁଟି, ସେ school time, ସେ ସାଙ୍ଗ ସାଥି, ଏ ବୟସ ଆଉ ତାର ମାୟ ମୋହ ମୋର ସେ ପିଲା ଦିନକୁ ଛଡେଇ ନେଇଛି, ,,,ଏବେ study ଚିନ୍ତା, job ଚିନ୍ତା, କ୍ୟାରିଅର ଚିନ୍ତା ଆଉ future ଚିନ୍ତା ନେଇ ନେଇ ମଣିଷ ଜୀବନଟା ବେକାର ଲାଗୁଚି, ତାଠୁ ଅଧିକ କଷ୍ଟ ଲାଗୁଚି ମୋ ବାପା ମା ଙ୍କ ବୟସ ଦିନକୁ ଦିନ ବଢି ବଢି ଯାଉଛି ଆଉ ବହୁତ୍ ଡର ଲାଗୁଚି କଣ ମୁଁ ବି ଦିନେ ସେମାନଙ୍କୁ ହରେଇଦିବି ଏଇ ଚିନ୍ତା ମତେ ଧୀରେ ଧୀରେ ଦୁର୍ବଳ କରି ଦଉଛି

SriramMeher-mu
Автор

୨୦୨୪ ରେ କିଏ କିଏ ଏହି ଗୀତ ଶୁଣୁଚ 👍👍👍👍 କର from jagamohanpur

_experiment
Автор

ପୁରୁଣା ଗୀତ ଶୁଣିଲେ ପିଲାବେଳେ କଥା ଭାରି ମନେପଡୁଛି 😔 କୁଆଡେ ଗଲା ସେ ଦିନ 😢😢😢

rockyrocky
Автор

2024 re kia kia ଏଇ ଗୀତ sunuchho like kara😢

Rockygamer
Автор

ଯେତେ ବି ଓଡ଼ିଆ ଇଣ୍ଡୋଷ୍ଟ୍ରି ଆଗକୁ ଯାଉନ ସବୁବେଳେ ପୁରୁଣା ସ୍ମୃତି ମନେ ରହିବ କାହିଁକି ନା Old is gold 🪙🪙

ajayakumarsethi
Автор

2023 କିଏ ଏହି ଗୀତ ଶୁଣିଛ Like 👍 Love Form ମୟୂରଭଞ୍ଜ ♥️

Dambaru
Автор

ସାତ ବର୍ଷ ର ହେଇଥିଲି ଏ ଗୀତ ଶୁଣିଥିଲି । ଏଵେ ସାତ ବର୍ଷ ପରେ ଏ ଗୀତ ଶୁଣିକି ମନ ଖୁସି ହେଇଗଲା।❤️ ଛୋଟ ବେଳ କଥା ମନେ ପଡ଼ିଗଲା 😭😭😭

trinathdehuri
Автор

Ooo yar ଜୋ କୁହନ୍ତି ନି old is gold 🏆🏆🏆2024 years heigala but old song is best yar 😊😊😊

Sony_
Автор

ଛୋଟ ବେଳେ ଆମ ଗାଁ ଦାଣ୍ଡରେ ଏହି ଫିଲ୍ମ ସାଙ୍ଗ ମାନଙ୍କର ସହ ଏବେ ସାଙ୍ଗମାନେ ଅଛନ୍ତି କିନ୍ତୁ ଆଉ ସେଇ ମଜା I really miss this time

bisoyicreation
Автор

ଏହି ଗୀତ ଶୁଣିଲା ବେଳେ ପିଲାଦିନର ଅଭୂଲା ସ୍ମୃତି ସବୁ ଆଖି ସାମ୍ନାରେ ସ୍ପଷ୍ଟ ଭାବେ ଝଲସି ଉଠେ। 😢
ସତରେ ଆଉ ଥରେ ସେ ସମୟକୁ ଜିଇଁ ବାକୁ ଇଛା ହୁଏ।😍

MSwainVlog
Автор

କୁଆଡେ ଗଲା ସେଇ ପୁରୁଣା ଦିନ ଦିନ ଥିଲା ଓଡ଼ିଆ ସିନେମା ଦେଖିବା ପାଇଁ ସିନେମା ହଲ୍ ପୁରି ଉଠୁଥିଲା କିନ୍ତୁ ଆଜି ଆଉ ସେ ଦିନ ନାହିଁ 😭😭😭😭

Badalkumar
Автор

ପୁରୁଣା ଗୀତ ରେ କିଛି ଯାଦୁ ଅଛି
ଏବେ ବି ଶୁଣିଲେ ମନ ଖୁସି ହେଇଯାଉଛି 😊😊

kabirreddy
Автор

କେହି ତ ଫେରେଇ ଆଣ ଓଡ଼ିଆ ସିନେମା ଜଗତ କୁ ସେଇ ପୁରୁଣା ଦିନ

rahulbehuria
Автор

ଛୋଟ ବେଳ କଥା ମୋନେ ପଡିଗଲା ଆମେ ଏଇ ଗୀତ କୁ ସ୍କୁଲ ଖାତା ରେ ଲେଖି ଥାଉ 😌😌

jhuminaik
Автор

ଏହି ସିନେମା ଯେତେ ବେଳେ relese hoithila 😢😢😢 ମୁଁ ପଞ୍ଚମ ଶ୍ରେଣୀ ରେ ପଢ଼ୁ ଥିଲି 😢😢😢

BiswanathNag-sggx
Автор

ପୁରୁଣା ଗୀତ ଆଉ ପୁରୁଣା ଯୋଡ଼ି ରେ କୋଉ ଯାଦୁ ଥିଲା ବୋଧେ... ମୁଁ ପୁରୁଣା ଗୀତ ଶୁଣିଲେ Emotional ହେଇ ପଡେ... ଆଖିରୁ ଲୁହ ଝୋରୀ ଯାଏ ଗୀତ ଶୁଣୁ ଶୁଣୁ...ବେଳେ ବେଳେ ଇଚ୍ଛା ହୁଏ ସେହି ସମୟକୁ ଫେରି ଯାନ୍ତି କି!!

bijaykumarexpressu
Автор

ସବୁ ପୋଡ଼ିକି ଖାଇ ଦେଲେ ସବୁ କାଇ ସେ ପିଲା ଦିନ ଆଉ ସେ ସିନେମା miss you 😭😭

purnimabehera
Автор

ସୁନ୍ଦର ସ୍ୱର ଆଉ ଶୁଣିବାକୁ ମିଳିବନି
Miss u You Tapu mam

hariharmohanty
Автор

ଏମିତିକା ଗୀତ ଶୁଣିବା ଦ୍ୱାରା ନିଜ ମନକୁ ବୁଝେଇ ହୁଏ, ମନ ଖରାପ ଥିଲେ ବି ମନ ଭଲ ଟା ଭଲ ଲାଗେ,
ଏମିତି ଗୀତ କେବେବି ପୁରୁଣା ହେବନାହିଁ, ସବୁବେଳେ ସୁନ୍ଦର ଲାଗିବ ଶୁଣିବା ପାଇଁ

stylestar
Автор

ବହୁତ ସୁନ୍ଦର ଗୀତ ଏବଂ ସୁନ୍ଦର କଣ୍ଠ ମଧ୍ୟ 👌👌👌

dinabandhuswain