Lingaraj Maha Pravu nkara Ratha Yatra 🙏

preview_player
Показать описание

Рекомендации по теме
Комментарии
Автор

ଏହା ଠିକ୍ ନୁହେଁ...
ଯଦି ଏହା ପରମ୍ପରା ଅଟେ ତେବେ ଏହି ଖରାପ ପରମ୍ପରା ବନ୍ଦ ହେବା ଜରୁରୀ।

debabratamishra
Автор

ଏଇ ପୁରୁଣା ପ୍ରଥା ଗୁଡ଼ିକୁ ବନ୍ଦ କରାଯିବା ଦରକାର। ସରକାରଙ୍କୁ ଅନୁରୋଧ ଏହା ଉପରେ ଆଗୁକୁ କିଛି କରିବେ।

tirthagaminaik
Автор

ଏମିତି ପବିତ୍ର ରଥ ଯାତ୍ରା ରେ ବ୍ରାହ୍ମଣ ମାନେ
ଯଦି ଏଇପରି ଭାଷା କହିବେ ଜଗନ୍ନାଥ ମହାବାହୁ
ସେ ରଥରେ ବସିବେ, ମୋ ମତରେ ବ୍ରାହ୍ମଣ ମାନଙ୍କୁ ରଥ ରେ ବସିବାକୁ ମନା କରାଯାଉ ଶଳା ଚୋର

jayadebmallik
Автор

ମୋ ମତ ରେ ଜଗନ୍ନାଥ ନାହାନ୍ତି
ଯଦି ସତରେ ମହା ପ୍ରଭୁ ଜଗନ୍ନାଥ ରଥ ରେ ଥାନ୍ତେ ତାହାଲେ ସେ ରଥ ରୁ ଆସି ଏ ବ୍ରାହ୍ମଣ କୁ ଆଗ ମାରନ୍ତେ

jayadebmallik
Автор

ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
ଜୟ ହନୁମାନ 🚩🚩🌲🌿☘️🌳🌱🌺
ଜୟ ପଞ୍ଚସଖା 🚩🚩🌳🌿☘️🌲🌱
ଜୟ ଦାଉ ମହାରାଜା 🚩🚩🌿🌿🌲🌱
ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
ଜୟ ସୁଦର୍ଶନ 🚩🚩🌲🌲🌺🌺
ଜୟ ପତିତ ପାବନ ବାନା 🚩🚩

narayandalai
Автор

ସେ ମୂର୍ଖ ପିଲା ସେବାୟତକୁ ରଥ ରୁ ତଳକୁ ଠେଲିଦିଅ.. ଶଳା କୁ ରଥ ମାଡିଯାଉ

anamasamantaray
Автор

କୌ ଶାସ୍ତ୍ର ରେ ଲେଖା ହୋଇଛି ଶଳା ଧର୍ମ କରୁଛି

janmejoylenka
Автор

ଅସଭ୍ୟ ଲୋକ ତତେ ବ୍ରାହ୍ମଣ କିଏ କଲା
ଭଗବାନ ଙ୍କୁ ଘର ଅପମାନ
ଜଲଦୀ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ 😢😢😢😢

kanhubehera
Автор

ପରମ୍ପରା ଓ ପୂର୍ବପୁରୁଷଙ୍କ ନାଆଁ ରେ ଏ ଅପସଂସ୍କୃତି

smrutipatra
Автор

Sata katha emane maribe dine he prabhu jagarnnath emananka bichar tame hin kariba prabhu .jay jagarnnath 🙏🙏🙏🙏.

sabitanaik
Автор

ଏମିତି ଖରାପ କଥା କହିଦେଲେ କଣ ରଥ ଆଗକୁ ମାଡ଼ିଯିବ... 😡😡ବଜରଙ୍ଗ ଦଳ ଏହାକୁ ଜଲ୍ଦି ବିରୋଧ କର.. 🚩🚩

goodartitude.
Автор

"Dahuka Surprising for many.... But this is us. No shame in that. Although we can dismiss the literal connotation. Embrace our culture. Our Unique tradition is our trademark. We don't need anyone's approval. Proud of Odisha.

Happy Tatha
Jai Jagannath. Jai Hind.

jayadeepnayak
Автор

ଜୟ ବାବା ଭୋଲେନାଥ ଜୟ ବାବା ଲିଙ୍ଗରାଜ 🙏❤️❤️💗🕉️🕉️🥰🥰🥰🚩🚩🕉️❤️🙏🙏🙏

odishabajarangidal
Автор

ଏହା ଗ୍ରହଣୀୟ ନୁହେଁ। କଦାପି ନୁହେଁ।
ଜୟ ଜଗନ୍ନାଥ 🙏🏻
ହର ହର ମହାଦେବ 🙏🏻

abhisheknayak
Автор

ଆଜି ନୁହେଁ ଏହା ବହୁତ୍ ବର୍ଷ ହେବ ହୋଇ ଚାଲିଛି,

SAGAR-VLOGS-
Автор

ଶୁଣରେ ଶଳେ, ବ୍ରାହ୍ମଣ ଜ୍ଞାନ ପ୍ରଦାନ କରୁଛି

PrakashNayak-xolp
Автор

My heartly request to Administration kindly plz take strict action against this type of nonsense video &

passionatejit
Автор

JAY JAY JAY SHREE ♥️ JAGANNATH SWAMI MAHAPRAVU BAGABAN MAHARAJ KI JAY JAY JAY JAY JAY JAY JAY JAY JAY JAY JAY JAY JAY ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

sunildash
Автор

ଏମାନେ ଭାଣ୍ଡ ତାମସା କରୁଛନ୍ତି ମୁର୍ଖ ପରମ୍ପରା ନାଁରେ ଏମିତି କର୍ମ କରନାହିଁ

PanditAsis
Автор

Kotha re achi ratha re khorap bhasa no kohila ratha tani bo nahi ❤🎉

niteshkumarsahu