Natia Comedy Part 466 || T-20 WORLD CUP

preview_player
Показать описание

Рекомендации по теме
Комментарии
Автор

ସତରେ t20 world cup final ରାତିରେ ସେ ମୁହୁର୍ତ ସବୁଦିନ ପାଇଁ ଆଖି ଆଗରେ ଆସିଯାଉଚି we are proud of you team INDIA..🇮🇳🎊💐

MuBiswajitTech
Автор

ମୋ ଆଖିରୁ ଲୁହ ଝରି ଗଲା 😭....
ଧନ୍ୟବାଦ ଟିମ୍ ଇଣ୍ଡିଆ

manasbehera
Автор

❤❤❤satare ame bohut Khushi IND World Cup jitila❤❤❤🥺🥺🥺

pujarani
Автор

India jitiba gote emotion 😢❤Jay Jagannath 🙏🏻🙏🏻🙏🏻

Tapankumarsahoo
Автор

ମୋ ପରିସ୍ଥିତି ମଧ୍ୟ ନଟିଆ ଭଳି ହେଇଯାଇଥିଲା। really.... Jay hind❤

RADHAKANTA._PUPU-
Автор

ନଟିୟା କମେଡି ର ସବୁଠୁ ବେଶୀ ଭଲ ଲାଗେ Sad music ଟା 😢 ବହୁତ୍ ଭଲ ହେଇଛି TQ 🙏

oyesun
Автор

2023 ରେ ଆମେ କାନ୍ଦିଥିଲୁ ହେଲେ 24ରେ ପୁରା ଦେଶ କୁ ଏକଜୁଟ କରିଦେଲା ଭାରତ ବିଶ୍ୱ ଚାମ୍ପିୟନ ଆମେ ତ ଭାବିନା ଥିଲୁ ଚମତ୍କାର ହେଇଗଲା ଭାରତ ଜିତିଗଲା ଜୟ ହିନ୍ଦ ନଟିଆ କମେଡି ବଢିଆ ଲାଗିଲା ❤️😢🙏🇮🇳

santoshkumarmukhi
Автор

ସତରେ ହୃଦୟକୁ ଛୁଇଁଗଲା, ଆଖିରୁ ଟୋପେ ଲୁହ ବି ବହିଗଲା ହେଲେ ଏ ଲୁହ ଖୁସିର ଥିଲା । ନଟିଆ କମେଡ଼ିର ସମସ୍ତ କର୍ମକର୍ତ୍ତା ଙ୍କୁ ହୃଦୟରୁ ଧନ୍ୟବାଦ୍ 🙏

saumyaranjansahoo
Автор

ଭାଈ ଗୋଟେ ପ୍ରକୃତ ଭାରତୀୟ ଭାବେ ଏ ଭିଡିଓ ପୁରା ହୃଦୟ କୁ ଛୁଇଁଛି.... ଭାରତ ରେ କ୍ରିକେଟ୍ ଖେଳ ନୁହେଁ ଏଇଟା ଗୋଟେ ସମ୍ପର୍କ ଥୁ ବି ବହୁତ ବଡ଼.... ମୁଁ ଗୋଟେ Rohit Sharma fan au ଆପଣ 😊😊

SmrutiRanjanRath
Автор

ଭାରତ ରେ ଏମିତି ବୋହୁତ ଖେଳ ପ୍ରେମୀ ଅଛନ୍ତି😢😢 ଯେମିତି ମା, ବାପା ଙ୍କୁ ଭଲ ପାଆନ୍ତି ସେମିତି ଖେଳକୁ ବି❤❤
ଭାରତ ମାତା କି ଜୟ❤️🙏

bapun
Автор

Sata re bahut dukha lagithila 2023 World Cup India harithila 😢😢 but 2024 t-20 pare puni khusi

pradipcreation
Автор

Ind vs aus T20 WC ମ୍ୟାଚ୍ ମଧ୍ୟ ଦେଖେଇବା କଥା ଥିଲା, ତାହେଲେ ଆହୁରି ଅଧିକ ଖୁସି ଥାନ୍ତା ❤

amitpani
Автор

T20 world cup india champion india ପାଇଁ ଗୋଟେ Like ହଉ 👍🇮🇳

Subhashree__
Автор

T-20 World Cup Champions -2024 IND🇮🇳🫡 Gote khusi Aau 🎉🎉🎉 Yehhh🏆🏆

Madhaba_Dora
Автор

T 20 worldcup INDIA championship ❤🇮🇳🏆
ଗୋଟେ like ହଉ 👍 ସାଙ୍ଗ ମାନେ ✨🥰

MunnaDear
Автор

BEST EPISODE OF UTKAL CARTOON

Jai Hind
Jai Jagannath

bimalkumarseth
Автор

ଆଜି ଜଣା ପଡ଼ିଲା ଖୁସି ର ପ୍ରାର୍ଥନା ପାଇଁ INDIA WORLD CUP ଜିତିଥିଲା ବୋଲି ❤

pkvlog
Автор

ଭାରତ ଚାମ୍ପିଅନ ର ନୀତିଶିକ୍ଷା- ଖେଳରେ ତ ହାର୍ ଜିତ୍ ଅଛି କିନ୍ତୁ କ୍ରୀଡା ପ୍ରେମୀ ମାନେ ହାରିବା ଦୁଃଖ ରେ ଆତ୍ମହତ୍ୟା କରନ୍ତୁ ନାହିଁ....ଆଜି ହାରିଛି ପୁଣି Next ଟାଇମ୍ ଜିତିବି ଜୟ ଜଗନ୍ନାଥଙ୍କ 🙏🙏🙏

nosandhyacreation
Автор

Long off long off offff....Surya Kumar Yadav.... Surya Kumar Yadav ne pakda apni jindegi ki ek important catch... 🔥..
That masterpiece by Jatin Sapru ❤

hyperedege
Автор

ଖେଳ ମାନେ ହାର ଓ ଜିତ୍ ଅଛି ଜୟ ଇଣ୍ଡିଆ, ଜୟ ଜଗନ୍ନାଥ

debasisdas
visit shbcf.ru