Special Story | PM KISAN Yojana | Check List Of Documents To Be Submitted To Get Assistance Amount

preview_player
Показать описание
Special Story | PM KISAN Yojana | Check List Of Documents To Be Submitted To Get Assistance Amount

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

ହରେ କୃଷ୍ଣ ଯେଉମାନେ ଭାଗବଖରା କରୁଛନ୍ତି ଆଉ ଯେଉଁ ମାନଙ୍କର ୟମିନାହି ସେମାନେ ପାଇବେ ନାହିଁ ଏଇଆ ନା ତାହେଲେ ଶବୁ ଭାଗବଖରା ଚାଶିକୁ ମୋର ଅନୁରୋଧ ତୁମେ ଆଉ ଚାଶ କରନା

chaitanyachaitanya
Автор

ମାନ୍ୟବର ପ୍ରଧାନମନ୍ତ୍ରୀ ଚାଷୀ ମାନଙ୍କୁ ଟଙ୍କା ଦେଉଛନ୍ତି ସତ।ହେଲେ ଆମର ଛୁଆ ମାନଙ୍କୁ ଯେତେ ବେଳେ ପଢ଼ିବା ପାଇଁ ନାମ ଲେଖା ହେଉଛି କଲେଜ ରେ ।ଫିଜ ବାବଦରେ କେଉଁଠି ଦଶ ହଜାର ନେଉଛ ତ କେଉଁ ସ୍ଥାନରେ ଦୁଇଶହ।ନାମ ଲେଖା ଫିଜ ସମ୍ପୁର୍ଣ୍ଣ ମାଗଣା କରାଯାଉ। ଏହାକୁ ଗୁରୁତ୍ଵ ସହ ନିଆଯାଉ

girijashankarbihar
Автор

ତାହେଲେ ବର୍ଷ କୁ ଥରେ ଲେଖାଏଁ ଜମି ପଟ୍ଟା renewal କରାଉ ନାହାନ୍ତି କ'ଣ ପାଇଁ ? ୫ ବର୍ଷ ରେ ଥରେ ବନ୍ଦୋବସ୍ତ ର ସୁବିଧା କରାଉ ନାହାନ୍ତି କ'ଣ ପାଇଁ ?

subashchandrachoudhury
Автор

ମିଳୁନି ମିଳିଥିଲା 2019 ରେ, 12000 ଟଙ୍କା ଆହୁମିଳୁନାଇକାଈକିସାର

Dhemssatv
Автор

ବହୁତ ଭଲ।
କିନ୍ତୁ ଭାଗଚାଷୀ କ'ଣ କରିବେ ଏବେ???

brajasundardash
Автор

ଏଇ ସରକାରକୁ ଧନ୍ୟ ଟଙ୍କା ୨୦୦୦ ଦେଉଛନ୍ତି ସେଥିରେ ପ୍ରତି ଘଣ୍ଟାରେ ୧୦୦ରୁ ଅଧିକ ନିଅମ ବାହାର କରୁଛନ୍ତି ଏଇଠି କହିବାକୁ ଗଲେ ଟୋଟାଲି p m kisan ୟଜନା ବନ୍ଦ କଲେ ଚାଷୀ ହୁଏତ ନିଶ୍ଚିନ୍ତ ରେ ତା କାମ କରନ୍ତା ଆଉ ଡକୁମେଣ୍ଟ ଜେରକ୍ସ କରିକରି ଜେରକ୍ସ ଦୋକାନୀ କୁ ଟଙ୍କା ଗଣିବାରୁ ବଞ୍ଚି ଯିବ ଚାଷୀଭାଇ ମାନେ ଥରେ ମନେ ପକାନ୍ତୁ ଆପଣ ବର୍ଷକରେ ଜେରକ୍ସ ରେ କେତେ ଟଙ୍କା ସାରିଛନ୍ତି

ranjankanhar
Автор

ଏ ସବୁ ମିଛ, ପ୍ରକୃତରେ କୌଣସି ଚାଷୀ ପାଇବା ବହୁତ କମ

SUBHAMROUT
Автор

ସରକାର ଟଙ୍କା ବୁଣିଲେ, ଚାଷୀ ବିହନ ବୁଣିଲେ ଉଭୟ ଙ୍କ ଜୀବନ ବଞ୍ଚିବେ !

NaranNaik-ujpc
Автор

କେତେଟା ଲୋକ ଚାଷ କରି ଟଙ୍କା ପାଇଛନ୍ତି ଆଉ କେତେ ଜଣ ମହାଜନ ଶୁଖିଲାରେ ଟଙ୍କା ପାଇଛନ୍ତି ଦେଖନ୍ତୁ l

dhirendratripathy
Автор

ଓଡ଼ିଶାରେ ବେସି ଭାଗ ଚାଷୀ
ସେମାନେ କଣ ପଛପଟେ ଆଗୁଳି ଦେଇ ବୁଲିବେ ।

pitabasasenapati
Автор

ଚାଷୀ ମାନଙ୍କ ନାଁରେ ଟଙ୍କା ଆସୁନାହିଁ, ଚାମଚା ମାନଙ୍କ ନାଁରେ ଟଙ୍କା ଆସୁଛି

hemantabeherabehera
Автор

କଣ ହେଲା ଆମ ରାଜ୍ୟରେ ଥିବା ସମସ୍ତ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆମକୁ ଜୋଜନା ମିଳି ନାହିଁ

kishorkumarjena
Автор

pm kishan johana video dekhkar mujhe bahut achha laga

panditsanjay
Автор

ଚାଷୀ ର୍ ଆୟ ଦୁଇ ଗୁଣ ହୋଇଗଲେ ସବୁ ନେତା ମନ୍ତ୍ରୀ ବୋଧହୁଏ ଚାଷକରିବେ

sandabhue
Автор

ଯା ନାରେ ଜମି ଅଛି ସେ ଯଦି ମରି ଯାଇ ଥିଲେ କ, ଣ‌ ମଲା ଲକ ପହିବ ତା ପୁଅ କି ନାତି ପାଇବ ନାଇ

bgndigital
Автор

ଏଥିରେ ଗରିବ ଲୋକଙ୍କର ହିଁ ଖ୍ୟାତି ହେବ । କାରଣ ଜମି ଜଣକ ନାଆଁ ରେ ଚାଷ କରୁଛି ଆଉଜଣେ, କଷ୍ଟ କରିବ ଗରିବ ପଇସା ପାଇବ ଧନି, ମାଲିକ ନାଁ ରେ ଜମି ଗରିବ ଲୋକମାନେ ଭାଗରେ କରିବେ ଚାଷ ।

odiabohuvlog
Автор

Are bhai ଓଡିଶା ra Godi media hauchi OTV🤣🤣🤣🤣🤣

badalakashkumar
Автор

Modi ji app pm se havildar banna Chahiye...

tarunbehera