Mu Paradesi Chadhei | Film - Maanini (1979) | Sricharan | Puni Thare

preview_player
Показать описание
Song : Mu Paradesi Chadhei
Singer : Sricharan
Original Singer : Md. Aziz
Lyrics : Nizam
Music : Radhakrushna Bhanja
Film : Maanini (Year-1979)
Рекомендации по теме
Комментарии
Автор

ଶ୍ରୀ ଚରଣ ସାର୍ ଆପଣଙ୍କ କଣ୍ଠ ରେ କି ଯାଦୁ ଅଛି ଯେ ସମସ୍ତଙ୍କ ମନ ଜିନିନାଉଚନ୍ତି ଆପଣ ।♥️♥️

gourabkumarmishra
Автор

ପ୍ରଶଂସା ପାଇଁ ମୋ ପାଖେ ଶବ୍ଦ ନାହିଁ! ଖୁବ୍ ସୁନ୍ଦର! ହୃଦୟ ସ୍ପର୍ଶ କରିନେଲା ଏହି ପୁରୁଣା ଗୀତ ଟି। ଅଶେଷ ଧନ୍ୟବାଦ୍ ଆପଣଙ୍କୁ ଚରଣ ଭାଇ।

Maulana-Al-Bakrichod
Автор

ଯଶହେଉ ପୁଣି ସେଇ ପୁରୁଣା ଗୀତ ସେଇ ତାଳ ସ୍ୱର ରେ ଶୁଣି ବହୁତ ଭଲ ଲାଗିଲା।
ହିନ୍ଦୀ ଵାଲା ଓଡ଼ିଆ ଗୀତ ରୁ କିଛି ଶିଖିବା ଦରକାର।
ଆଜିକାଲିର ହିନ୍ଦୀ ଗୀତ ଗୋଟିଏ ମାସ ଚାଲୁନି।
ହିନ୍ଦୀରେ ପୁରୁଣା ଗୀତ କୁ ସେକ୍ସି ସ୍ୱର ଦେଇ ବେସୁରା କରୁଛନ୍ତି।

SubodhMallikB
Автор

Bhai Jete old song achi sabu tama kantharu sunibaku bahoot icha.

chanduchef
Автор

Mane achhi mora aasaa asumaari...🥰 Really old is gold 👌

Pratiksha
Автор

ଅତି ସୁନ୍ଦର ଭାବେ ଗୀତ କୁ ପରିବେଷଣ କରିଛନ୍ତି ଚରଣ ଭାଇ।💓🙏🙏🙏🙏

pintubhai
Автор

Mohammad Aziz sir nka voice sahita pura misi jauchi excellent excellent 🤞🤞🤞

balarambehera
Автор

ଏ ପୁରୁଣା ଗୀତ କୁ ଆପଣ ସେହି ସ୍ୱର ରେ ଗାଇଥିବାରୁ ଅନେକ ଅନେକ ଧନ୍ୟବାଦ

jagabandhupattanayak
Автор

Mindblowing voice sricharan bhaina kouthi rakhithila emiti voice
Baba re voice

dayanidhibhaisal
Автор

Great job ..!! King of odia music industry..!!

milindswain
Автор

ଯହେଉ ପୁଣି ସେଇ ପୁରୁଣା ଗୀତ ସେଇ ତାଳ ସ୍ୱର ରେ ଶୁଣି ବହୁତ ଭଲ ଲାଗିଲା।
ହିନ୍ଦୀ ଵାଲା ଓଡ଼ିଆ ଗୀତ ରୁ କିଛି ଶିଖିବା ଦରକାର।

rishikantakhandai
Автор

Best creation ever ... fabulous voice Sri Charan sir

sumannayak
Автор

ସତରେ ବହୁତ ସୁନ୍ଦର ଲାଗେ ଏଇ ଗୀତ
ପୁରୁଣାରେ କିଛି ମହତ ଅଛି

sbariksbarik
Автор

Sricharan vai awsome singing, ful bobal

jyotiprakashnayak
Автор

ଅତି ସୁନ୍ଦର କଣ୍ଠ ନୀଳବର୍ଣ୍ଣ 🙏🙏🙏🙏🙏😭😭👌👌👌👌👍👍👍👍👍

KrishnaKumar-wrbe
Автор

Wow, I am a fan of your sricharon SIR

bkp
Автор

I love you sricharan Bhai. Mo bangalore re thai apan nko abhinandan Janaochhi.

Babumaster
Автор

You have a god grace tone which will satisfy everyone's heart

sandhyaranirath
Автор

ଆଇ ଲଭ୍ ୟୁ ଶ୍ରୀଚରଣ ସାର୍ ଓଡ଼ିଆ ବେଷ୍ଟ୍ ସିଙ୍ଗର

hariharmallickwrestler
Автор

Brother... I heartly wait for your voice in album song...

manojtarai
welcome to shbcf.ru