Natia Comedy part 402 || Hanuman Paisa

preview_player
Показать описание
Рекомендации по теме
Комментарии
Автор

ଜୟ ଶ୍ରୀ ରାମ 🙏ଏହି ଜାନୁଆରୀ ୨୨ ତାରିଖ ୨୦୨୪ ରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବ, ତ ଯେଉଁମାନେ ଯିବାକୁ ଇଛା କରିଛ !??ଜୟ ଶ୍ରୀ ରାମ 🙏 ଲେଖ ।।।। Jai Hanuman 🙏🙏 always awesome Natia Comedy ❤️

Madhaba_Dora
Автор

🙏ଜୟ ଜଗନ୍ନାଥ 🙏
🙏ଜୟ ଶ୍ରୀ ରାମ 🙏
🙏ଜୟ ହନୁମାନ 🙏
♥️♥️♥️♥️...
♥️♥️♥️♥️
❤❤❤❤

Santanunayak
Автор

Natia comedy is best comedy 👍👍👍👍 କାହାକୁ ନଟିଆ comedy ଭଲ ଲାଗେ ସିଏ like କର
👇

BiswaPreet
Автор

ଜୟ ଶ୍ରୀ ରାମ ! ଜୟ ଶ୍ରୀ ରାମ! ଜୟ ଶ୍ରୀ ରାମ ! ଜୟ ଶ୍ରୀ ରାମ! ଜୟ ଶ୍ରୀ ରାମ !❤️🥰🙏

Madhaba_Dora
Автор

ଜୟ ଶ୍ରୀ ରାମ 🙏 ଜୟ ହନୁମାନ ❤️Love From କଳାହାଣ୍ଡି 💝🥰

Madhaba_Dora
Автор

ଶୁଭ ସକାଳ 💞ଜୟ ଜଗନ୍ନାଥ 🙏ଭିଡ଼ିଓ ଟି ବହୁତ ସୁନ୍ଦର ହେଇଛି 😌ଜୟ ହନୁମାନ ❤️👍

laxmipriya
Автор

ଜୟ ହନୁମାନ ମୁ ଵଜରଙ୍ଗୀ ବାଲି ଙ୍କୁ ପ୍ରାର୍ଥନା କରୁଛି ସମସ୍ତଙ୍କ ପରିବାର ଖୁସିରେ ରୁହନ୍ତୁ 🙏

KUNUFFOFFICIAL
Автор

ନଟିଆ କମେଡି ଦେଖୁଥିବା 18 ବର୍ଷରୁ ଉର୍ଦ୍ଧ୍ବ ବୟସର ଭାଇଭଉଣୀ ମାନେ ଗୋଟେ 👍 ନିହାତି କରନ୍ତୁ ❤

odiaprincessblog
Автор

Bhoot pisaach nikat nahi aawe,
Mahavir jab naam sunaawe,
Naasey rog harey sab piraa,
Japat nirantar Hanumant Veera 🙏
Jayy Bajrang Balii ❤

I lovee Natia comedy ☺️🔥

ashirbadmohanty
Автор

Natia comedy ra mun gote episode miss kareni ❤👍

Sreyanshi
Автор

Bajarang Bali hauchanti mo fevourite God❤️I love him very much 💐 🥰

pratibhhasahoo
Автор

ଜୟ ଶ୍ରୀହନୁମାନ 🙏 ହନୁମାନଙ୍କ ର ପରମ ଭକ୍ତ ମାନେ like କରନ୍ତୁ ❤❤ comment ରେ ଜୟ ହନୁମାନ ଲେଖନ୍ତୁ ❤❤

MrAshok
Автор

JAY shree Ram 🙏😔🙏 Jay Shree Hanuman 🙏😔🙏🕉️ bhagaban samasta nku Bhala re rakhantu 🙏🙏🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

PuspanjaliPothal
Автор

ଠକ ନାହିଁ କେହି ଠକ ନାହିଁ..
ଠାକୁରଙ୍କ ନାମେ ଠକ ନାହିଁ..|
ଠାକୁରଙ୍କ ନାମେ ଠକିଲେ ନିଶ୍ଚୟ..
ବଡ଼ ଦଣ୍ଡଟାଏ ଭୋଗିବଇଁ..||😐🤗
I Love Natia Comedy❤️

bishnuprasadsahoo
Автор

Natia comedy best comedy platform ❤
Jay bajarang Bali ❤
Are Bhai a garib ku like kara re😢😢😢

manojsahooofficial
Автор

ଜୟ ଜଗନ୍ନାଥ🙏🙏 natia comedy is best comedy🎉🎉🎉

suchikitchen
Автор

Jay Shree Ram ❤ Jay Jaganatha ❤ Radhe Radhe ❤

TheCRAZYDJDJ
Автор

ଗୋଟେ ଭିଡିଓ ଜଡି ରାମ ଙ୍କ ନାମ ରେ ହୁଅନ୍ତା କେତେ ଭଲ ହୁଅନ୍ତା ଯାଏ ଶ୍ରୀ ରମ୍ ❤

AjitKumar-hjpn
Автор

Exactly. ଏବେ ଦେଶରେ ଏଇଆ ହୀ ଚାଲୁଛି, , ରାମ ହନୁମାନ ଆଉ ଭଗବାନ ଙ୍କ ନା ନେଇ ସବୁଠି ଲୋକ ଙ୍କ ଠୁ ସବୁ ଲୁଟୁଛନ୍ତି ରାଜନେତା ମାନେ। ଆଉ ଅନ୍ଧ ଶ୍ରଦ୍ଧା ରେ ଥିବା ଲୋକ ସବୁ ସାରି ଦେଉଛନ୍ତି

drvicky
Автор

ଆମେ ଓଡ଼ିଆ ଆମେ ସମସ୍ତେ ସନାତନ ଧର୍ମ ଲୋକ, ଜୟ ଶ୍ରୀ ରାମ 🚩🙏 କିଏ ଏହି comment ପଡୁଛି like କର 👍?

PrakashLifeMusic
welcome to shbcf.ru