BMC Enforcement Team Inspects Vegetable Rates at Unit-1 Market in Bhubaneswar

preview_player
Показать описание
ଏକ ନମ୍ବର ମାର୍କେଟରେ ଚଢ଼ା ଦରରେ ବିକୁଥିଲେ ପରିବା ପହଞ୍ଚିଗଲେ ଟିମ୍... ତାପରେ ଯାହା ହେଲା...
#No1 #vegitablemarket #Bhubaneswar #Odisha #OTV

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

ବାଳ ଗୋଦାମ କୁ ଯାଇକି check କରୁନ । ସେ ତ ଚଢା rate ରେ ଦୋକାନୀ କୁ ବିକୁଛନ୍ତି

raghunathbhoi
Автор

ବେପାରୀ ଙ୍କୁ ନ ପଚାରି ଆପଣ ହୋଲସେଲଙ୍କୁ ପଚାରନ୍ତୁ ଭଲହେବ ଯେଉଁମାନେ ଓଡିଶାପାଇଂ ଡିଲର ନେଇଛନ୍ତି

RameshkumarBehera-fsbe
Автор

ବେପାରୀ କେତେ ପ୍ରତିଶତ ଲାଭ ରଖି ବିକ୍ରି କରିବେ ସ୍ଥିର କରନ୍ତୁ .

ashokkumarpal
Автор

ଆହୁରି ରେଟ୍ ହେବ ପନୀ ପରିବା ଇ ଏ ଚାଷ କେବଳ ଗରୀବ କରୁଛି ଯେତିକି ସରକାରି ଚାକିରିଆ ଅଛ ସବୁ ତ କାର୍ ରେ ଯିବା ଆସିବା ଆଉ ଧରମା ଟିକେ କମ୍ ହେଲେ ଆଉ 5000 ହଜାର ବଢ ନ୍ତା କି ଭାବୁଛ ଆଉ ଗୋଟେ ଗରିବ ଲୋକ ଦୀନ ରାତି ଖଟିକି ସେ କଣ ପାଈଁ ଗରିବ ହେଇ ରହିବ ସେ ବି କାର ରେ ଜୀବ

artasuna
Автор

ଚୋର କୁକୁର BMC ମାନେ ଯଦି ଚାଷୀ ର କୋଉ ଜିନିଷ ଟା ଟିକେ ଅଧିକ ରେଟ ହେଇଗଲେ ତମକୁ ବାଧୀ ଯାଉଛି, ଅଲଗା କୋଉ ଜିନିଷ ବଢ଼ିଲେ ଚାଷୀ ଙ୍କୁ କେମିତି ଲାଗୁ ଥିବ ସେଇ କଥା କେବେ ଭାବୀଛ, ତମ କୁ ଦୋକାନୀ ପାଖରୁ କିଛି ହପ୍ତାକିୟା ମିଲୁ ନି ତୋ ସେଥି ପାଇଁ ବାବୁ ମାନେ ଏଇ ଧନ୍ଦା ଲଗେଇଛ ଆଉ

Ugre
Автор

ହଇରେ ମାଗିହା ଚୋର ଶଳେ ପରିବା ରେଟ କୁ ନେଇ ଏତେ ହଂଗାମା।ଆଉ ସାର, ବିହନ, ମେଡିସିନ ରେଟ ତ କମଉନ ଆଳୁ କିଲୋ ୪୦ହେଲା ବୋଲି ଫାଟୁଛି

Birabhue-ts
Автор

ବଡ଼ ବଡ଼ କମ୍ପାନୀ ନିଜେ ତାଙ୍କର ରେଟ କରିବେ। ଚାଷୀ ଙ୍କ ଜିନିଷ ସରକାର କରିବେ।

AjayaBaba-gwvs
Автор

ଲୋକମାନେ ଚାଷନକରି ମଦ ପିଇ ବୁଲିବେ। ବଜାରକୁ ଗଲେ ପରିବା କୋଉଠୁ ଆସିବ ।

basantakumarpanda
Автор

ଧଡପଗଡ ରେଗୁଲାର ହେଉଥିଲେ ଏଭଳି ଗ୍ରାହକ ଶୋଷିତ ହୁଅନ୍ତେ ନାହଁ 👌

manasdas
Автор

ଚାଷ କାର୍ଯ୍ୟ ଏବଂ ଚାଷୀଙ୍କୁ ଗୁରୁତ୍ଵ ଦିଆଯାଉ ନହେଲେ ଏପରି ହେବ ଆଗକୁ

ThinkAboutStudy
Автор

ପରିବା ଦର ଯେତେବେଳେ ନିହାତି କମି ଯାଏଁ ଚାଷିଙ୍କ ଖତି଼ହୁଏ
ସେତେ ବେଳକୁ କହନ୍ତୁଖତି ପୂରଣ କରିବା କିଏ

kalakarmahanta
Автор

ବେପାରୀମାନଙ୍କୁ ନ ପଚାରି ଛାଷିକଂ ଟିକେ ପଛାରିକି ଦେଖ ରେଟ କେତେ ଅଛି

SukadevGuntha
Автор

ଯତେ ବେଳେ ଟମାଟୋ 5 ଥିଲା ଚାଷୀଙ୍କୁ କିଛି ବି ମିଳୁନଟିଲା ଏବେ 60 ହେଲା ବୋଲି news ଵାଲା କହୁଛନ୍ତି ସରକାର କୁ କହିବେ

parthasarathijena
Автор

Petrol keta Tonka re center purches karuchi .

mokimkhan
Автор

ଭାଇ ଆମ୍ଭମାନଙ୍କୁ ଚାଷ କରିବାକୁ ପଡ଼ିବ ଯୋଦି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ତାହେଲେ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ
🙏ଜୟ ଯବାନ ଜୟ କିଶନ 🙏

AjayKumarNaik-vx
Автор

ଏବେ ମଧ୍ୟ ପରଜଙ୍ଗ ବ୍ଲକରେ ୫୦ ଟଙ୍କା ଆଜି ଅଗଷ୍ଟ ୮ ତାରିଖ ସୁଦ୍ଧା ହେଇଛି ଆଜ୍ଞା

Chandinia-qnhh
Автор

Tomato 25kg 500 emane michha kahuchanty

mahendrasahoo
Автор

ଭଲ ପଦକ୍ଷେପ. ଯେଉଁ ବେପାରୀ ଅଧିକା ପଇସା ନେଉଛନ୍ତି ତାକୁ ତୁରନ୍ତ ଆରେଷ୍ଟ କରାଯାଉ.

dsd
Автор

Cuttack, CDA re b chadhau hele bhala huanta....athi sabubele rate adhika

Amarakhatti
Автор

Good work mada dokan re bi chadhau heba darkar

SanghamitraMaharana-zbdd
join shbcf.ru