BJP is Still Scared of BJD in Odisha | Naveen Patnaik Vs Mohan Majhi | Political Analyst Rabi Das

preview_player
Показать описание
Watch Political Analyst Rabi Das Reaction On BJD Vs BJP.
#politicalanalyst #rabidas #bjdvsbjp #naveenpatnaik #mohancharanmajhi #odishapolitics #bijujanatadalodisha #odishabjp #bjdnews #odishapoliticalanalysis #risingodisha

Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍

Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |

We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ

Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
Рекомендации по теме
Комментарии
Автор

BJD ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ l

manojrout
Автор

ସ୍ବାଭାବିକ କଥା, କାରଣ ବିଜେଡି ଗୋଟେ ଲୋକଙ୍କ ସରକାର ଥିଲା ଆଉ ଲୋକଙ୍କ ବିକାଶରେ ଚାଲୁଥିଲା।

jagannathpatnaik
Автор

ଏ ଡର କିଛି ନୁହେଁ, ଆଉ 6 ମାସ ଯାଉ ଡର କଣ ଦେଖିବେ ସମସ୍ତେ

SidharthPrasadDas
Автор

ବିଜେପି ସରକାର ଅହଂକାରୀ ଗର୍ବି ଅପାରଗ ମିଛୁଆ ଓଡ଼ିଆ ଅସ୍ମିତା କଥା କହି ଆମଠୁ ଭୋଟ ନେଇଥିଲେ କିନ୍ତୁ ଦୁଃଖର ବିଷୟ ଆଜି ଓଡ଼ିଆ ଅସ୍ମିତା କୁଆଡେ ଗଲା

santoshpadhykumar
Автор

ଗୋରୁ ବେପାରୀ ପାର୍ଟି ଗେଣ୍ଡା ଦଳୀଆକୁ ପ୍ରବଳ ଡରୁଛି । ଏହା ସତ୍ୟ ଅଟେ । ଆଜି ଭୋଟ ହେଲେ ଗେଣ୍ଡା ଦଳିଆ ଗୋରୁ ବେପାରୀ ପାର୍ଟିର ନାଡକୁ ଖାଇ ଦେବ ।

mrsahuhk
Автор

BJP କୁ ସବୁ ସମୟରେ ସମର୍ଥନ କରି BJD ର ଏପରି ଅବସ୍ଥା ହେଇଛି ତେଣୁ BJD ବିରୋଧୀ ଦଳ ହିସାବ ରେ ବିରୋଧ କରିବା ଉଚିତ

MrSwarajdas
Автор

ବିପକ୍ଷ ମଜବୁତ୍ ହେଲେ ଜନତାଙ୍କ ପାଇଁ ମଙ୍ଗଳ ।

baidhardas
Автор

Mohan.Majhi..face a strong opposition in assembly,

mahendranayak
Автор

BJP au congressra odishare jaga nahi only local party has place in odisha

surendrabariha
Автор

Pancha brsa tistbe na laguni dariki bauli chuli heleni ebetharu nabinnku emane kan vabuchanti

BeheraFakircharan
Автор

ରବି ଦାସ ବରିଷ୍ଠ ସାମ୍ବାଦିକ ହୋଇ, କେତେ ଦିନ ଏ ଘର ମାଉସୀ ସେ ଘର ପିଉସୀ ହେଉଥିବ, ଲୋକେ କଣ ବୋକା ତମ ଚରିତ୍ର ବୁଝୁନାହାନ୍ତ୍ତି କି, ତମେ ଚ୍ୟାନେଲ୍ ଦେଖି ତମ ଆଭିମୁଖ୍ୟ ପରିବର୍ତ୍ତନ କର 😂😂😂😂

dineshmohanty
Автор

Defeating BJD in Odisha will become boomerang for BJP and will lead to growth of congress.

zebron
Автор

Along with the price rise the rate of pc has also been enhanced.

ssahu
Автор

ବିଜେଡି କୁ ଡ଼ରୁଛି ବିଜେପି 100% ସତ କଥା । ନହେଲେ 20 MP କେମିତି ଆସିଲା । ଆଉ ଗୋଟାଏ କଥା ଯଦି ବିଜେପି ଡ଼ରୁଛି ବିଜେଡିର ତାମିଲ୍ ପାଣ୍ଡିଆ କ'ଣ ପାଇଁ ଚୋର ଚଣ୍ଡାଳ ପରୀ ଲୁଚିଛି । ବିଜେପି ଏମିତି ଦଳ ଯିଏ ଚୀନ ପାକିସ୍ତାନକୁ ଆଣ୍ଠେଇ ଦେଇଛି । ଏମାନେ ତ ଇଂରାଜୀ ତାମିଲ୍ । ଓଡ଼ିଆ ତିଲେ ଲାଗିଲେ ମୂଳରୁ ଡ଼ାଳ ପର୍ଯ୍ୟନ୍ତ ଗଲେ । ମାଡ଼ି.... ଚାଲ

stuluachary
Автор

India ମେଣ୍ଟ ରେ ନ ରହି bjp କୁ support କରିବେ ଆଉ ଓଡିଶା ର ଲୋକ ବୋକା ନୁହନ୍ତି... ଏବେବି ସମୟ ଅଛି india ମେଣ୍ଟ ରେ ରହି ଓଡିଶା ର ସ୍ୱାର୍ଥ ପାଇଁ ସ୍ୱର ଉଠାଇ ପାରିବ... ନାଇଁ ତ ପାରବର୍ତ୍ତୀ ନିର୍ବାଚନ ରେ ଆଉ କିଛି ନଥିବ...

basudevparida
Автор

Such type of election process is not good for India. Election process should be changed.

santoshprasadmishra
Автор

Both BJP & BJD are jointly get different benifits during last 5 years. So they are close friends.

santoshprasadmishra
Автор

JP Nadda Phaltu and kamjor Neta. Ta pain UP and other areas re BJP kharap perform Kala and agaku ahuri kharap Kariba because se kahile BJP ra aau RSS darkar nahi

ganeswarpanda
Автор

Odisha loka mane Modi, Saha, Nadda katha re BJP ku vote dei nahanti. Kebala Pandian birudhha re middle class voter mane BJP ku vote dei jitechhanti. Jadi BJP bala Pandian ra corruption ku dharibe nahin, tebe next election re BJP hariba.

santoshprasadmishra
Автор

Modi ra niyat thik nahin. Clear katha kahuni.

santoshprasadmishra