Naveen Patnaik's long journey as Odisha CM comes to an end after 24 years

preview_player
Показать описание
#ମୁଖ୍ୟମନ୍ତ୍ରୀ_ଭାବେ_୨୪ବର୍ଷର_ନିରଙ୍କୁଶ_ଯାତ୍ରାର_ଅନ୍ତ
ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା। ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼।
#NaveenPatnaik #BJD #Kantabanji #OTV #Election2024 #OdishaTV

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Telegram @otvtelegram @otvkhabar

#OdishaTV #OTV
Рекомендации по теме
Комментарии
Автор

Only naveen Patnaik ଓଡ଼ିଶା ଲୋକଙ୍କ ହୃଦୟରେ ଅଛନ୍ତି ଆଉ ରହିବେ ମଧ୍ୟ, ଜୟ ନବୀନ, ଜୟ BJD 💚💚🐚🐚

akshayasahoo
Автор

ଯଦି ମୋଦି ପ୍ରକୃତରେ ମହାନ, ତେବେ ସେ ନବୀନ ଙ୍କୁ ମୁଖମନ୍ତ୍ରୀ ଘୋଷଣା କରନ୍ତୁ। ସରକାର BJP କରୁ, କିନ୍ତୁ ମୂଖ୍ୟମନ୍ତ୍ରୀ ପଦ ନବୀନ ଙ୍କୁ ଦିଆଯାଇ । ସାରା ଦେଶ ମୋଦି ଙ୍କ ପାଇଁ ଗର୍ବ କରିବ '❤❤❤❤❤❤❤❤❤❤

prakashpradhan
Автор

ନବୀନ ବାବୁଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ 🙏🙏🙏🥲🥲🥲

fakirmohansahoo
Автор

ଓଡିଶା ପାଇଁ କାମ କରି ସଂସାର କଣ ଜାଣି ନାହାନ୍ତି ଆମ cm ଶ୍ରୀ ନବୀନ ପଟ୍ଟନାୟକ sir love you 🎉🎉ଆଜି ମୁଁ ଦୁଃଖିତ କି ପିଲା ବେଳୁ ଗୋଟେ ନା ଶୁଣି ଆସୁ ଥିଲି ନବୀନ ନବୀନ

SmrutiRanjanDasSmruti
Автор

ଆପଣ ଓଡ଼ିଶାବାସିଙ୍କ ହୃଦୟ ରେ ଅଛନ୍ତି । ୯୦% Odisha ଲୋକ ଆଜି ଦୁଃଖରେ ... ଆପଣ ହ।ରିକି ଭି ଜିତିଗଲ sir... Odisha ଇତିହାସ ରେ ବିଜୁ ପଟ୍ଟନାୟକ ଭଳି ଆପଣଙ୍କ ନାମ ଲିପିବଦ୍ଧ ହୋଇ ରହିବ .... ❤️❤️❤️ ମୁଁ ରାଜନୈତିକ ଦୃଷ୍ଟି କୋଣରୁ support କରୁ ନଥିଲେ ମଧ୍ୟ ମର୍ମ। ହତ। ଆଉ କେବେ କହିପାରିବ। ନାହିଁ ଆମ CM Shri ନବୀନ ପଟ୍ଟନାୟକ । 😓 ।.. ପାଣ୍ଡିଆଁ କୁଚକ୍ରି ପାଇଁ ଏସବୁ ହେଲା ....

ranjeetmaurya
Автор

ଆଉ ଥରେ ଫେରି ଆସ ନବୀନ ସାର୍। ଆମର ନୂଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ। ଆପଣଙ୍କ ଭଳି ଜଣେ honest ଆଉ innocent ବ୍ୟକ୍ତିତ୍ଵ ଦରକାର ଯିଏ କଥା କମ୍ କିନ୍ତୁ କାମ ଅଧିକ କରି ଦେଖାନ୍ତି।
ହେଲେ ଏବେ ଏଇ otv ଗଣମାଧ୍ୟମ ଜରିଆରେ bjp ବାଲାଙ୍କର ଖାଲି ବାହସ୍ପଟ କଥା ଶୁଣିବାକୁ ମିଳିବ । miss you Naveen sir 😢😢😭😭

gitanjlikar
Автор

ତମ party ଏଥର ଚୁପ ଓଟିଭି ତମ ମାଲିକ ଜିତିଲା ଆଉ bjd ହାରିଲା ଏଥର କେତେ govt ବିରୋଧରେ କହିବ ଦେଖିବା ତମେ କେତେ ନିରପେକ୍ଷ

bikramkesharibarik
Автор

I miss you 🥺🥺🥺🥺🥺🥺 sir ❣️
ମୁଁ ବହୁତ୍ ଦୁଃଖିତ 🥺🥺🥺🥺🥺🥺🥺🥺
ମୋ ଓଡ଼ିଆ ଅସ୍ମିତା ହଜିଗଲା ଆଜି 🥺🥺🥺

munapradhan
Автор

ସାତ ଜନ୍ମ ବିତିଗଲେ ବି ଏମିତି ମୁଖ୍ଯମନ୍ତ୍ରୀ ମିଳିବେ ନାହିଁ କିନ୍ତୁ ପାଣ୍ଡୁ ଯୋଗୁଁ ବିଜେଡି ଓ ନବୀନ ମାଟିରେ ମିଶିଗଲେ ବହୁତ ଦୁଃଖ ଲାଗିଲା ତଥାପି OUR Naveen OUR HERO⭐ End Of An 🏆Era

chinmayadhal
Автор

, ଯେଉଁମାନେ କହୁଥିଲେ ଆମେ ଦାଦନ ଖଟିବାକୁ ଯାଉଛୁ surat, ଏବେ ସବୁ surat ଯାଉଥିବା ଲୋକ ଘରେ ବସି AC ଲଗାଇକି laptop ରେ କାମ କରିବେ ନୂଆ ମୁଖ୍ୟମନ୍ତ୍ରୀ ଆସିଲେ !! ଜୟ ଜଗନ୍ନାଥ 🙏 ତୁମେ ହିଁ ସାହା ଭରଷା ପ୍ରଭୁ ❤

dipti____
Автор

Bikasita odisha karichanti kebala ama Naveen sir❤🙏

leelarout
Автор

ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହାରିବା ର ମୁଖ୍ୟ କାରଣ ହେଉଛି OTV news channel

rihanmajhi
Автор

Gotie Kathha Sabu Bele Mane Rakha Nabin Patnaik Nka Bhalia CM Kebe Asiparibeni Ki Heriparibeni Always Hero Of My Heart Sir

adityaranjansahoo
Автор

ଡର ଲାଗେ ନବୀନ ବିନା ଓଡିଶା କୁ ଦେଖିଲେ। ଆଜିର ନେତା ତ ନିଜ ସ୍ୱାର୍ଥ କୁ ଦେଖିବେ। ଜୟ ଜଗନ୍ନାଥ ତୁମେ ଓଡିଶା କୁ ଭରଷା।

chandansahoo
Автор

Ajira odisha Nabeen nka abadan se bahuta sarala o niskapata

Suryachampati
Автор

ମୋର ଗୋଟେ dream ଥିଲା civil services clear କରିବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir❤ ଙ୍କ ଠାରୁ joining letter ଆଣିବି 😢 ମୋ dream ଅଧା ରହିଗଲା 😢😐😐 miss u Nabin Sir 🙏

dipti____
Автор

No one can replace the place of Shri Naveen Patnaik Ji. He is a clean and honest politician with a good heart. While change was needed in Odisha, the people never imagined they would not see their beloved Naveen Ji as Chief Minister again. As CM, Naveen Patnaik consistently demonstrated his commitment to the welfare of Odisha.We request the BJP not to abolish the well-planned schemes of Naveen Patnaik. Beyond political and party lines, the BJP should implement initiatives in Naveen Patnaik’s name. He has frequently supported the BJP on matters of welfare, and his contributions should not be forgotten. Leaders like Naveen Patnaik, Atal Bihari Vajpayee, and Narendra Modi are rare in Indian politics. Their legacies should be honored, and their positive impacts on society should be preserved.

NarendraKumarBhoi
Автор

ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖେ ଏତିକି ପ୍ରାର୍ଥନା ସେ ନବୀନ ବାବୁ ଙ୍କୁ ଦିର୍ଘାୟୁ
ଦିଅନ୍ତୁ । 🙏🙏🙏

sudhiraswain
Автор

Apana sabu bele odianka heart re rahibe sir❤

xyzrockzzz
Автор

Spotless cm. Not a single crime or hate speech. No communal violence. Odisha was peaceful

SoubhganiPanigrahi