The People Of Odisha Will Give a Befitting Reply to Modi | Sr Political Analyst Rabi Das Reaction

preview_player
Показать описание
Watch Senior Political Analyst Rabi Das Reaction On PM Modi Speech During Odisha Visit.
#politicalanalyst #rabidas #pmmodispeech #odishabjp #odishaelection2024 #2024electionsurvey #bjdvsbjp #bjpodisha #bjpmanifesto2024 #bjpelectionplan #odianews #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍

Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |

We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ

Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
Рекомендации по теме
Комментарии
Автор

ରବି ଦାସ ଓଡ଼ିଶା ଭୋଟରଙ୍କ ଠିକାଦାର, ଏ ବାବୁଙ୍କ ଇଚ୍ଛାରେ ସବୁଭୋଟ ଅଛି। ବିକା କିଣା ଲୋକ।

bipinbiharipradhan
Автор

ତୁ ଏ ଘର ମାଉସୀ ସେ ଘର ପିଉସୀ ହୋଇ ନିଜ ଇଜ୍ଜତ କୁ କେତେ ଆଉ ନିଲାମ କରିବୁ ?

harekrushnabehera
Автор

ରବିଙ୍କ ନବୀନ ପ୍ରେମ, କଣ ଅଛି ଗୁମର କଥା, ମଦ ପାଈଁ ମୁଖ୍ୟ ମନ୍ତ୍ରୀ 🎉

laxmansahoo
Автор

ଏ ସାମ୍ବାଦିକ ବାବୁ BJD ର ଚମଚା ଠିକ୍ ଲୋକ ନୁହଁ ଆମ cm ଯେମିତି ଭାଷଣ ଦେଉଛନ୍ତି ଜଣେ ପ୍ରଥମ ଶ୍ରେଣୀରେ ପଢ଼ୁ ଥିବା ପିଲା ଠାରୁ ଆହୁରି ଖରାପ କାଗଜ କଲମ ରେ ଡିଗ୍ରୀ କଲେ କଣ ଲାଭ ଆପଣ ପକ୍ଷ ପାତା ସାମ୍ବାଦିକ

sumantakubehera
Автор

ରବି ଦାସ ଜଣେ ବରିଷ୍ଠ ସାମ୍ବାଦିକ।ତାଙ୍କ ତୁଣ୍ଡରେ ଏଭଳି କଥା ଶୋଭା ପାଉନି।ଓଡ଼ିଶାରେ ଶାସନ କେମିତି ଚାଲିଛି ତାଙ୍କର ଯଥେଷ୍ଟ ଧାରଣା ଅଛି।ତେଣୁ ଏପରି ମନ୍ତବ୍ୟ ଠିକ ହେଲାନି

hemantakumarsarangi
Автор

ରବିବାବୁ ତୁମଠାରୁ ଏ ପ୍ରକାର ଦ୍ବିମତ ଆଶାକରାଯାଉନାହିଁ

rajanikantachoudhury
Автор

ରବି ବାବୁ ବାର୍ଦ୍ଧକ୍ୟ ସମୟରେ ବିକ୍ରି ହେଇ ଯାଇଛନ୍ତି ।। ସେ ଅବସର ସାମ୍ବାଦିକ, ତାଙ୍କ ପାଖରୁ ମତ ନ ନେଇ ଯୁବ ସମାଜକୁ ପଚାରନ୍ତୁ ।।

RASMIRANJANDash-us
Автор

ଜଣେ ୫ ଥର ନିର୍ବାଚିତ ହୋଇଆସୁଛି ମାନେ ନୁହେଁ ଲୋକପ୍ରିୟତା ଅଛି। ନୋଟ୍ ବଳରେ ମଦ ମାଂସ ଭୋଜି ଦେଇ ଟଙ୍କା ବାଣ୍ଟି କ୍ଷମତାର ଅପ ବ୍ୟବହାର କରି ନିର୍ବାଚନ ଜିତିବାକୁ ଲୋକପ୍ରିୟତା କୁହାଯାଇ ପାରେନା।

NilamaniSahu-derl
Автор

କେତେ ଟଙ୍କା ରେ ବିକ୍ରି ହୋଇଛୁ ବିଜେଡି ଦଳକୁ,

shibabehera
Автор

ରବି ଦାସ ର ମୁଣ୍ଡ ଆଉ କାମ କରୁନି l ବିଜେଡି ଠାରୁ ମାଲ ପାଇଛି I ଏ ଲୋକ ସବୁ ଜାଣିଲା ପରି କଥା କହୁଛି

nabakishoresahoo
Автор

ନିରାଟ ସତ୍ୟ କଥା ରବି ବାବୁ ଙ୍କୁ ଅଡ଼ୁଆ ଲାଗୁଛି l ରବି ବାବୁ ତାଙ୍କ ଛାତି ରେ ହାତ ରଖି କୁହନ୍ତୁ ବର୍ତ୍ତମାନ ଓଡ଼ିଶା କୁ କିଏ ଶାସନ କରୁଛି ? ସାରା ଭାରତରେ ନବୀନ ଏକ ନିଆରା ମୁଖ୍ୟ ମନ୍ତ୍ରୀ ଯିଏ ନିଜ ରାଜ୍ୟ ର ମାତୃଭାଷା ଜାଣନ୍ତି ନାହିଁ l ବହୁତ ଅଣ ଓଡିଆ ମାନେ ବହୁତ ଅଳ୍ପ ଦିନରେ ଭଲ ଓଡ଼ିଆ କହି ପାରୁଥିବା ବେଳେ, ନବୀନ ୨୫ ବର୍ଷ ପରେ ବି କାହିଁକି ଓଡ଼ିଆ କହି ପାରୁ ନାହାନ୍ତି, ରବି ବାବୁ ବୁଝେଇ କହିବେ କି ?
ବହୁତ୍ ହୋଇଗଲା ତାମିଲ ଶାସନ l ଏବେ ଶାସନ ର ପରିବର୍ତନ ଦରକାର l

sachindramajhi
Автор

ଆପଣଙ୍କର ଯେତେ ରାଜନୈତିକ ଜ୍ଞାନ ଥିଲେ ବି ଆପଣ ଏଇଠି ଫେଲ୍ ମାରିଲେ।
ଦେଶର ପ୍ରଧାନ ମନ୍ତ୍ରୀ ଯେତେବେଳେ ରାଜ୍ୟର ଗଳି କନ୍ଦିରେ ଆସି ନିର୍ବାଚନ ରାଲି କରୁଛନ୍ତି, ଏଥିରୁ ନବୀନ ପଟ୍ଟନାୟକଙ୍କ ଶକ୍ତି ବିଷୟରେ ଆଲୋଚନା କରିବା ଦରକାର କି?

gautamsahoo
Автор

ଯାହା କହିଛନ୍ତି ଠିକ୍ କହିଛନ୍ତି ।ତୁସଲା ନବୀନ ଠୁ କେତେ ଟଙ୍କା ଖାଇଛୁ ।

BikramPradhan-ltfw
Автор

ରବି ଦାସ BJD ଗୋଲାମ not a political specialist

nabinbehera
Автор

ଏହି ସାମ୍ବାଦିକ ଭଲ ଭାବରେ ଜାଣିଛନ୍ତି, ଯାହା ପାଣ୍ଡିଆନ ଲେଖିକି ଦେଲେ ସେଇଆ ପଢ଼ିଦେଲେ, ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି, ସେଇଭଳି ଭାବରେ ଆସି କୁହନ୍ତୁ. ବିଜେପି ବିରୋଧୀ ସାମ୍ବାଦିକ ବିଜେପି ଜିତିବାର ସାମ୍ବାଭାନା ଆସିବାରୁ ୟାଙ୍କର ପେଟ ମୋଡ଼ୁଛି.

akpanda
Автор

ଆପଣଙ୍କ ମତରେ ଓଡ଼ିଶାର ବିକାଶ ପାଇଁ ଆମ ଓଡ଼ିଶା ସରକାର ଠିକ୍ ଅଛି ମୋର ଏଥିରେ ସହମତି ପ୍ରକାଶ କରୁଛି

bhupenkumardas
Автор

ତମେ କିଛି ଜାଣିନ ଲୋକ ସଚେତନ ହେଲେଣି ଏଥର ଓଡ଼ିଶାରେ ପରିବର୍ତ୍ତନ ହେବ

dcreative
Автор

ଏଥର ପରିବର୍ତନ ନିଶ୍ଚୟ, ଅପଣଂକର ବହୁତ ବୟସ ହୋଇଗଲଣି, ଆଉ ରାଜନ୍ୟତିକ ସମୀକ୍ଷା କରନ୍ତୁ ନାହିଁ, ଓଡିଶା ଲୋକମାନେ ଜାଣିଛନ୍ତି କାହାକୁ ଭୋଟ ଦେବେ

balarambehera
Автор

କେହି CM au PM ଅଛନ୍ତି ଯିଏକି ୨୫ ବର୍ଷ ଶାସନ କରିଛନ୍ତି only one ନବୀନ ପଟ୍ଟନାୟକ ❤❤❤❤❤

r.rbollywoodmstudio
Автор

ଇଂରେଜ ଶାସନ ଆଉ କେତେଦିନ ରହିବ ବାହାର ହାକିମ ଙ୍କୁ ଦୋଳିରେ ବସାଇ , ଲୋକେ ଥେଇ ଥୈ ହୋଇ ନଚିବେ ଓଡ଼ିଶାରେ ନେତାଙ୍କ ଅଭାବ ନାହିଁ ତେଣୁ ଏହି ପ୍ରକାର ମନ୍ତବ୍ୟ ଗ୍ରହଣୀୟ ନୁହେଁ, ଯେଉଁମାନେ ବିଚରବନ୍ତୋ ସେମାନେ ପଣ୍ଡିଆଙ୍କ ବିତଣ୍ଡା ଯୁକ୍ତି କୁ ଗ୍ରହଣ କରିବେନି ।

umacharansadangi