Tori Pain To Pain | 10th Aug 2024 | Episodic Promo-388 | Tarang TV | Tarang Plus

preview_player
Показать описание
ଦେଖନ୍ତୁ "ତୋ'ରି ପାଇଁ ତୋ' ପାଇଁ " ଆଜି ରାତି 8ଟା , କେବଳ ତରଙ୍ଗ ଓ ତରଙ୍ଗ ପ୍ଲସରେ...
#ToriPainToPain | #TarangSerial | #TarangPlus | #tarangtvpromo
►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

Wow ଆଜିର promo ଦେଖିବା ପାଇଁ କିଏ କିଏ exicided ଅଛ ❤❤🥰🥰👌👌

PratimaBehera-zt
Автор

ଏ ଦୁନିଆ ର ବଡ ଅକିଲ ପରା ରାମ 😅ସେ କେମିତି ଦୁଇ ଥର ବାହାଘର ହଉଚି....ସେ କନ ଅନ୍ୟ ର କେସ ଲଢିବ ଯେ ନିଜେ ତ ଭୁଲ କରୁଚି..ଚର ଘରେ ଅଛି ଧରିପାରୁନି😂ଏ ସିରିଆଲ ରେ କିଛି ଭଲ ଶିଖିବାକୁ ମିଳୁନି ଖାଲି ଘର କେମିତି ଭାଙ୍ଗିବ ଏ ସବୁ ଲୋକ ମାନକୁ ସିଖାହଉଚି right 👍କିଏ କିଏ ମ କଥା ରେ agree like comment kara👍

Odia.motivation
Автор

Ishhh🤗what a nice promo😮🙌...ଚିକି ର ଆଜି new look ର ଏଣ୍ଟ୍ରି ସେ ପୁଣି ମୁଣ୍ଡରେ ପଗଡ଼ି ଆଉ ତା ସହିତ ବାଜା ବଜେଇକି ❤❤ ବାଃ ମାନିବାକୁ ପଡିବ👏🏼...promo ଟି କାହାକୁ ପସନ୍ଦ୍ ଆସିଲା ଲାଇକ୍ କର❤️👍🏻👍🏻

Odia_Jhia_Puja_
Автор

Wwwwwooo chiki didi nka entry pura mast laguchi 😊😊😊😊

RajendrakumarSahoo-oent
Автор

Wow 🤩କି promo ରେ ପୁରା fantastic🤘ଚିକି ପୁରା rock way ରେ entry କରିଛି🤣କିଏ ଦେଖିକି ଚିକିକୁ ଖୁସି ହେଲ ଗୋଟେ ଲାଇକ୍ କର👍❤ରୁଚି ସିସ୍ ଙ୍କ ମନ ପୁରା ଖୁସି ହେଇ ଯାଇଥିବ ଏଇ promo ଦେଖି😂❤

Shree_
Автор

Sagar bhai and neha Didi best Jodi in the world ❤❤❤❤❤❤❤😢😢😢😢😢😢😢❤❤❤❤❤

payalsindura
Автор

ଆଜି ଚିକିର ଜବରଦସ୍ତ୍ entry ଦେଖି କିଏ କିଏ ଖୁସି ଗୋଟେ ଲାଇକ୍ କର👍❤

Shree_
Автор

Wow ଚିକି enter କାହାକୁ ଭଲ ଲାଗିଲା ❤❤❤🥰🥰👌👌

PratimaBehera-zt
Автор

ବା8 😮🙈😅🔥 ଚିକି ର କି entry 😁👍 ଏମିତିକା ଗୋଟେ ଧମାକେଦାର୍ promo ପାଇଁ 👍👍

Rakes-wbqu
Автор

Wow... ଆଜି ଚିକି ର ଜବରଦସ୍ତ ଏଣ୍ଟ୍ରି ଦେଖି କିଏ କିଏ ଖୁସି ହେଲ 👍👍👍👍

K_a_j_a_l_
Автор

ଚିକି ର ଗ୍ରାଣ୍ଡ ୱେ ର ଆସିବା କାହାକୁ ଭଲ ଲାଗିଲା 😍👍

Surya
Автор

Wow😮ଚିକିର ଏମିତି getup ରେ ଆସିକି ଢୋଲ ବଜେଇବା ସୀନ କାହା କାହାକୁ ଭଲ ଲାଗିଲା 👍କର

RuchishreeSahu-ls
Автор

ଚିକି ର କି entry 😎💥 ଏମିତିକା ଗୋଟେ promo ପାଇଁ 👍 ହେଇଯାଉ 🥳😅

Rakes-wbqu
Автор

Woww😮❤...ଚିକି ଦି ଆସିଗଲେ...ଦେଖିବା ରୁହି ମାଛ 🐟 କ'ଣ କରୁଛି 😂....ରାମ ଭାଇ ତ କେବଳ ଚିକି ଦି ହିଁ ବାହା ହେବେ 😅🎉...ଖାଲି ରୁହି ମାଛ 🐟 କେଉଁ ମାନେ ଆଜି ର episode ଦେଖିବା ପାଇଁ

krupamajhi
Автор

Ram bhai.and chiki didi super ❤❤ so nice apisode kailash sir 🎉🎉

aswinipradhan
Автор

Sagar And neha best Jodi in the world ❤❤❤❤❤❤❤

BanitaSwain-px
Автор

ଏତେ late ରେ promo କ'ଣ ପାଇଁ ଦେଉଛ 🤦😏...

krupamajhi
Автор

Gum hai kisi ke pyar mein ko copy Kiya hai😂😂

bhanumatipatbandhabhanumat
Автор

"ତୋରି ପାଇଁ ତୋ ପାଇଁ " ନାରୀ ଅତ୍ୟାଚାର ର ସୋର୍ସ ପାଲଟି ଗଲାଣି 😆🙌
କେବଳ ଆଗକୁ ଭଲ ହେବ ବୋଲି ଦେଖୁଛି, ରାମ୍ ଚିକି ରୁହି, ଭଲ ଭଲ actor actress ଙ୍କ ପାଇଁ, 😊 ନହେଲେ କିଏ ଦେଖିବ

Surya