Mo Sindurara Adhikara | Episodic Promo-1302 | 23rd August 2024 @8.30 PM | Tarang TV | Tarang Plus

preview_player
Показать описание
ମେଗା ଧାରାବାହିକ "ମୋ ସିନ୍ଦୂରର ଅଧିକାର" ଆଜି ରାତି 8.30, କେବଳ ତରଙ୍ଗ TV ଓ ତରଙ୍ଗ ପ୍ଲସରେ...
#MoSinduraraAdhikara #EpisodicPromo #TarangTV #tarangplus
►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

କାହାକୁ ମୋ ସିନ୍ଦୂର ର ଅଧିକାର serial ଦେଖିବାକୁ ଭଲ ଲାଗୁଚି❤️🥰👍👍👍

bulandashbulandash-ngfq
Автор

ସେଇ ଦିନରୁ ସେଇ ଗୋଟେ ପ୍ରମୋ 😮😢 ଆଦି ପାଇଁ ବହୁତ ଦୁଃଖ ଲାଗୁଛି ଏ ରାଗିଣୀ ବେଶି ହଉଛି 😡😡

Chandan_-qu
Автор

ଏତେ ଜୋରରେ ଆଦି ମାଡ଼ ଖାଇଲା😢ବହୁତ୍ ଦୁଃଖ ଲାଗିଲା ଆଜିର promo ଦେଖିକି, କିନ୍ତୁ ମୁକ୍ତି ର ମନରେ ବି ଆଦି ଅଛି ହେଲେ ସେ କହୁନି😢ଆଦି ଆଉ ମୁକ୍ତି ବେଷ୍ଟ ଯୋଡ଼ି❤👍👍👍👍

bulandashbulandash-ngfq
Автор

ଆରେ ସେମ୍ promo😢ଯାହା ବି ହୋଉ ରାଗିଣୀ ଉପରୁ ବହୁତ ରାଗ ଆସୁଛି😡 ମୁକ୍ତି କହିଦବା କଥା କି ଆଦି ତା ମନରେ ଅଛି ବୋଲି😢ନା କଣ କହୁଛ ସାଙ୍ଗମାନେ❤

Shree_
Автор

ଯାହା ହଉ ଆଦି କୁ କଷ୍ଟରେ ମାଡ଼ ଖାଉଥିବା ଦେଖି ମୁକ୍ତି ଆଉ ସହି ପାରିଲାନି😊😊ଯାହାବି ହଉ ମୁକ୍ତି ହିଁ ଆଦିକୁ ତ ରକ୍ଷା କରିଲା ନା❤... ସ୍ତ୍ରୀ ର କର୍ତ୍ତବ୍ୟ ପାଳନ କରିଛି ମୁକ୍ତି😂... ଆଦି❤ମୁକ୍ତି best ଲାଇଫ୍ ପାର୍ଟନର୍🎉❤ promo ଟି କାହାକୁ ଭଲ ଲାଗିଲା ଲାଇକ୍ କର🥰👍🏻👍🏻

Odia.jhia_Puja
Автор

କିଏ କିଏ ଚାହଁ ମୁକ୍ତି ତା ମନ କଥା ଆଦିକୁ କହି ଦୋଉ ବୋଲି ଲାଇକ୍ କର👍❤

Shree_
Автор

ମୁକ୍ତି ଆଦି କୁ ଭଲ ପାଉ ବୋଲି ଖୁବ୍ ଶୀଘ୍ର କହୁ କିଏ କିଏ ଚାହୁଁଛ ❤❤❤ଆଦି ❤ ମୁକ୍ତି love story ଦେଖିବା ପାଇଁ exicided ଅଛ 🥰🥰🥰👌👌👌

PratimaBehera-zt
Автор

ଆଦିତ୍ୟ ଦାସ୍ କେବେବି ହାରିବନି... ଦେଖିବୁ ଲୋ ରାଗିଣୀ ବିଲେଇ😂ତୋରି ଆଗରେ ମୁକ୍ତି ଆଦିକୁ ଭଲ ପାଇବ❤😊... ଆଉ ତୁ ସେତେବେଳେ ଏକା ମୁଂହା ହେଇକି ପଳେଇବୁ😅👍

Odia.jhia_Puja
Автор

A ragini ku kahaku kahaku raga. Laguchi 👹👺👺👺👺like kara

guddibiswal
Автор

ଆରେ ମୁକ୍ତି.... ସେ ରାଗିଣୀ କୁ ଛତା ବାଡ଼ିରେ ପାଞ୍ଚ ଛଅ ପାହାର ପକେଇଲୁ😅 ଆମେ ହେଲେ ଟିକେ ଖୁସି ହବୁ 😂😂...ଭାରି ସୈତାନ୍ ଟେ ରାଗିଣୀ👿👺😝...😆😆👍

Odia.jhia_Puja
Автор

Jodi super ❤️ sobiutifu 💯 Bhi sister ❤

rukubibi
Автор

ଆଦି ଆଗରୁ ତା ମନ କଥା ମୁକ୍ତି କୁ କହିସାରିଛି ମୁକ୍ତି ବି ଏବେ ଆଦି କୁ ଭଲ ପାଉଛି ଆଦି❤ମୁକ୍ତି ଯୋଡ଼ି କାହାର ପସନ୍ଦ ଗୋଟେ 👍👍କର

lizapanigrahi
Автор

Aditya and muktti very nice jodi ❤ best partner ❤ heart touching scene wow super 👌👌

premamanjulamajhir
Автор

Mor ag birthday 🎂 dekhiba kie kie wish kiruchho🎉🎉🎉❤❤❤❤❤💐💐💐💐

namitahembram
Автор

Adi ete kashta paila parebi jadi mukti taku I love you boli nakahiba then jamabi thik lagibani na kan jahucha sangamane, ame mane mukti adinka ekathi hebaku chahin rahilu

ArchanaPanda-vh
Автор

Same promo kain upload karucha joudina jouta daba seita upload kara na

Sanokhi_x_World