Tori Pain To Pain | 30th Aug 2024 | Episodic Promo-405 | Tarang TV | Tarang Plus

preview_player
Показать описание
ଦେଖନ୍ତୁ "ତୋ'ରି ପାଇଁ ତୋ' ପାଇଁ " ଆଜି ରାତି 8ଟା , କେବଳ ତରଙ୍ଗ ଓ ତରଙ୍ଗ ପ୍ଲସରେ...
#ToriPainToPain | #TarangSerial | #TarangPlus | #tarangtvpromo
►Join Tarang TV Premium to watch Srimandira full episode

►Like us on Facebook

►Follow us on Twitter

►Follow us on Instagram

►Tune your Favourite Show Anywhere Anytime only on TarangPlus

Рекомендации по теме
Комментарии
Автор

ହେ ଭଗବାନ 😮ଏ ରୁହି ଉପରେ କାହାକୁ ବହୁତ ରାଗ ଲାଗୁଛି yaar 😡😡ଗୋଟେ 👍👍କର ଚିକି ପାଇଁ ସତରେ ବହୁତ୍ ଦୁଃଖ ଲାଗୁଛି 😟😢😢

lizapanigrahi
Автор

ସତ ତ ଯେମିତି ହେଲେ ସାମ୍ନାକୁ ଆସିବ ଲୋ ରୂହୀ😅ସିଏ ଏବେ ହୋଉ କି ଦଶବର୍ଷ ପରେ ହୋଉ😅ତୁ ଚିକିକୁ ରାମ୍ ଠାରୁ ଅଲଗା କଲେ କଣ ହବ😅ଚିକି ତା english medium କୁ କାହାର ହବାକୁ ଦବନି😅

Shree_
Автор

ମତେ ଚିକି ପାଇଁ ଦୁଃଖ ଲାଗୁଛି ସେ ଅସଲି Seya ହେଇମଧ୍ୟ ପ୍ରମାଣ କରିପାରୁନି😢😢😢

Miss_Queen
Автор

ତୁ ରୂହି କେବେବି ରାମ ର ହେଇ ପାରିବନି ଚିକି ଥିଲା ଆଉ ସାରା ଜୀବନ ପାଇଁ ରହିବ ❤❤

StylishgirllizaL
Автор

ଏ ଭଗବାନ୍ କଣ ହେଉଛି ଏ ସିରିଏଲ୍ କିଛି ଭଲ ଲାଗୁନି

rockybehera
Автор

ରୂହୀ ତୁ ଯେତେ ଚେଷ୍ଟା କଲେ ବି ଚିକି କେବେ ବି ରାମ୍ କୁ ତୋର ହବାକୁ ଦେବ ନାହିଁ 😅😅ଚିକି କେବଳ ରାମ୍ ର❤❤❤❤

sayankumarpradhan
Автор

ଏଇଟା ତ ପୁରା prank ହେଇଗଲା ଆଜି😅😅😅 Episode ରେ ଏଇଟା କେବେ ବି ଦବନି😅😅😅

monalishasamantaray
Автор

ରୂହୀ ଉପରୁ କାହାକୁ ରାଗ ଆସୁଛି ଲାଇକ୍ କର👍😡 ଇଏ ରୂହୀ ଏଇଟାକୁ ଲଗେଇ ଚିକିକୁ କେତେଥର ଆକ୍ରମଣ କଲାଣି ଯେ ଠିକ୍ ନାହିଁ😅ଅଲଜ୍ୟା ରୂହୀ😂

Shree_
Автор

କାହାକୁ ଲାଗୁଛି ଏଇ ଟା ନିଶ୍ଚୟ କାହାର ଭାବନା ହେଇଥିବ 😂😂

sayankumarpradhan
Автор

Mate bahut raga laguchhi poda muhni Ruhi ku ❤❤❤❤❤❤❤❤❤❤ Chiki Ku ta parivaar nischaya miliba❤❤❤❤❤❤❤ Ram sabubele Chiki sathire thiba❤❤❤❤❤❤❤❤❤❤ my febrait Jodi Ram Chiki ❤❤❤❤❤❤❤❤❤ word ra no 1 Jodi ❤❤❤❤❤❤❤❤

zbrodge
Автор

ଏଇ week ର trp
ଶନିଦେବ=୧.୨
ଅନୁରାଧା=୩.୯
ତୁ ରାଜା ମୁଁ ରାଣୀ=୫.୪
ଅତୁଟ ବନ୍ଧନ=୬.୨
ତୋରି ପାଇଁ ତୋ ପାଇଁ=୧୧.୯
ମୋ ସିନ୍ଦୁରର ଅଧିକାର=୮.୦
ବଡ଼ବୋହୂ=୬.୧
ରାଜଯୋଗ=୬.୨
ଆମ ଝାନ୍ସୀ ଅପା=୩.୪
ସବୁଠାରୁ ଅଧିକା trp ତୋରି ପାଇଁ ତୋ ପାଇଁ👍 ସବୁଠାରୁ କମ୍ trp ଆମ ଝାନ୍ସୀ ଅପା 👍

Shree_
Автор

High court re sata mileni only date pare date faltu serial

jharanadash
Автор

He debi maa chiki ra kichhibi naheu❤❤❤❤❤

sagarbehera
Автор

I like this serial very much bcz the acting of every person both actors & actress is very sweet & cute especially the acting of ruhi is favolous.

sumitrasahu
Автор

ଛି ଏ serial ବନ୍ଦ କରିଦିଅ ଭଲ ଲାଗୁନି ଜମା ଏ ରୁହୀ ଜମା ଧରା ପଡୁନି ban କରିଦିଅ ଏଇ serial 😡😡😡😡

ronpmhn
Автор

Director sir jaha kahibe ruhi seya Kariba

khusi
Автор

He bhai chiki ki naha le ruhi maridia bhala laguni dekhibaku

deepaksahoo
Автор

Hn maride marijau a chiki 😂😂 sabubele kanduchi khali kandiba chhada kichhi janini bedi 🤭🤭

Sweetsparkle
Автор

Serial sat ame januchhu phir v Tate dekhile kn pain raga laguchi ke jani

likubaral
Автор

Sagar bhai and neha didi best Jodi in the world ❤❤❤❤😢😢😢

payalSindura-gw